ତୁ ମୋ’ କହ୍ନେଇ ତୁ ମୋ ଜଗା, ଆ’ ମୋ କୋଳେ ଦେବି ଜାଗା… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଏହି ମହିଳାଙ୍କ ଭିଡ଼ିଓ…

ହଁ ବନ୍ଧୁ ଗଣ ଆପଣମାନେ ଭଣ୍ଡ ସାରଥୀ କୁ ତ ଭଲ ଭାବରେ ଜାଣିଥିବେ, ଗତ ବେଶକିଛି ବର୍ଷ ହେଲା ବହୁତ ଚର୍ଚ୍ଚାରେ ଥିଲେ ସବୁଆଡେ ଭଣ୍ଡ ସାରଥୀ | ଗାଁ, ଗହଳି, ସହର , ବଜାରଠୁ ଆରମ୍ଭ କରି ସୋସିଆଲ ମିଡିଆ, ଓ ନିୟୁଜ ସବୁଆଡେ ଯୋଉଠି ଦେଖିଲେ ସେହି ଭଣ୍ଡ ସାରଥୀର କଳା କାରନାମା ବିଷୟରେ ଚୋର୍ଚ୍ଚା | ତେବେ ଏହି ସାରଥୀ ବିବାଦ ବହୁତ ଦିନ ଧରି ଚାଲି ଆସୁଥିବା ବେଳେ, ସାରଥୀ ର ସମସ୍ତ ସତ୍ୟ ଧରାପଡ଼ିଥିଲା ଲୋକ ମାନଙ୍କ ଆଗରେ ଓ ଜେଲ କୁ ଯାଇଥିଲେ ଭଣ୍ଡ ବାବା, ତେବେ ଜେଲକୁ ଗଲା ପରେ ସାରଥୀଙ୍କ କଥା ଆଉ ସୋସିଆଲ ମିଡିଆରେ ସେତେ ଭାଇରଲ ଆଉ ହେଉନଥିଲା | କିନ୍ତୁ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏପରି ଏକ ଭିଡିଓ ଯାହାକୁ ଦେଖିଲେ ଆପଣଙ୍କର ପୁରୁଣା ୟାଦା ମଧ୍ୟ ତାଜା ହୋଇଛି ଉଠିବ , ତାହେଲେ ଆସନ୍ତୁ ଜାଣିବା କଣ ସେହି କଥା |

ଆଜ୍ଞା ହଁ ବହୁ ଚୋର୍ଚ୍ଚିତ ଭଣ୍ଡ ବାବା ସାରଥୀ ଙ୍କ କଥା ଓ ନୀଳା ବିଷୟରେ ଆପଣ ମାନେ ତ ଜାଣିଥିବେ ତେବେ ପୁଣି ସାରଥୀ କଥା ଆସିଛି ସାମ୍ନାକୁ, ସେସିଆଲ ମିଡିଆରେ ଘୁରିବୁଲୁଛି ବାବା,ଆଉ ମହିଳା ଜଣଙ୍କୁ କରିଛନ୍ତି ଏପରି ଭିଡିଓ ଭାଇରଲ ଯାହାକୁ ଦେଖିଲେ ଆପଣମାନେ ବି ହେଇଯିବେ ଅର୍ଚଯ୍ୟ, ଭିଡିଓରେ ଜଣେ ମହିଳା ଭଣ୍ଡ ସାରଥୀ ର ଫୋଟୋକୁ ଦେଖାଇ ତିଆରି କରିଛନ୍ତି ସ ଟ ଭିଡ଼ିଓ ଆଉ ସେସିଆଲ ମିଡିଆରେ କରିଛଅନ୍ତି ଭାଇରଲ |

ଭିଡିଓ ରେ ମହିଳା ଜଣଙ୍କ ଭଣ୍ଡ ସାରଥୀ ବାବାଙ୍କ ଫୋଟୋକୁ ଧରି ତୁ କହେଁଇ, ତୁ ମୋ ଜଗା ଆ ମୋ କୋଳେ ଦେବି ମୁଁ ଜାଗା, ଏପରି ଗୋଟିଏ ଲୋକ ପ୍ରିୟ ସଙ୍ଗ ରେ ଭିଡିଓ ସୁଟ କରିଛନ୍ତି | ଆଉ ସୋସିଆଲ ମିଡ଼ିଆ ପେଜରେ ମଧ୍ୟ ଆପଲୋଡ଼ କରି ବେଶ ଲୋକ ଲୋକଚନକୁ ଆସିଛନ୍ତି ମହିଳା ଜଣଙ୍କ |

କିନ୍ତୁ ଏହି ଭଣ୍ଡ ସାରଥୀ ର ଏପରି ଭିଡିଓ ଭାଇରଲ ହେଲା ପରେ ବିୱାର ମାନଙ୍କର ବହୁତ ସଂଖ୍ୟାରେ କମେଣ୍ଟସ ମଧ୍ୟ ଆସିଛି , ଆଉ ଅନେକ ବହୁତ ପ୍ରଶ୍ନ ମଧ୍ୟ କରିଛନ୍ତି, ଭଣ୍ଡ ସାରଥୀର କଥା ବହୁତ ବର୍ଷ ହେଲା ଗଲା ପରେ ପୁଣି କଣ ପାଇଁ ଏମିତି ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି , କଣ ପୁଣି ଥରେ ଭଣ୍ଡ ସାରଥୀ ନିଜ ମାୟାରେ ଲୋକକୁ ଛନ୍ଦିବା ପାଇଁ ଓଡିଶାକୁ ଆସୁଛି , ନା ମହିଳା ଜଣକ ତାର ମଜାକ ଉଡାଇବା ପାଇଁ ଏପରି ଭିଡ଼ିଓ କରିଛନ୍ତି, ବର୍ତମାନ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି |

କିନ୍ତୁ ସେ ଯାହା ହେଉନା କାହିଁକି ଭଣ୍ଡ ସାରଥୀର ଆଉ ସେ କଳା ଯାଦୁ ଓଡ଼ିଆ ଲୋକମାନଙ୍କ ଉପରେ ଚାଲିବନି, ଲୋକ ମାନେ ସଜାଗ ହେବା ସହିତ ସତ୍ୟ ର ସାମ୍ନା କରି, ମିଛର ପାରା୍ଦାଫାଶ କରିସାରିଛନ୍ତି, କିନ୍ତୁ ମହିଳା ଜଣଙ୍କର ଭଣ୍ଡ ସାରଥୀ ସହ ଏପରି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment