ଚାକିରୀ କରି ଟଙ୍କା ଦେଉଥିଲା ମୋ ଭଉଣୀ ,ତଥାପି ଆହୁରି ଟଙ୍କା ଆଣିବାକୁ କହିଲେ ଆଉ ମୋ ଭଉଣୀକୁ ମାରିଦେଲେ… ଏ ନେଇ କଣ କହୁଛନ୍ତି ନିଜ ଭାଇ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତ ଙ୍କୁ ଦୁଃଖ ଦେଇଥାଏ | ତେବେ ଯାହା ଦେଖିବାକୁ ମିଳିଛି କି ସେହିଭଳି ଏକ ଦୁଃଖଦ ଘଟଣା ଟି ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ଭଉଣୀ ଜଣଙ୍କୁ ଟଙ୍କା ପାଇଁ ମାରି ଦେଇଛନ୍ତି ତାଙ୍କର ଶାଶୂ ଘର ଲୋକ | ଆଉ ଏଭଳି ଏକ ଘଟଣା ପରେ ଭାଇ ଜଣକ କାନ୍ଦିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳଥିବା ସୂଚନା ଅନୁସାରେ ଭାଇ ଜଣଙ୍କ ର କହିବା କଥା କି ଭଉଣୀ ଙ୍କ ବିବାହ ପରେ ତାଙ୍କର ପରିବାର ବେଶ ଭଲରେ ଆଉ ହସ ଖୁସି ରେ ଚାଲିବାକୁ ଲାଗିଥିଲା | ତେବେ ତାଙ୍କର ଭଉଣୀ ଜଣଙ୍କ ଚାକିରୀ ମଧ୍ୟ କରିଥିଲେ | ଆଉ ଚାକିରୀ ରେ ଯାହା ଟଙ୍କା ପାଇଥାନ୍ତି ତାହାକୁ ସେ ଶାଶୂ ଘର ଲୋକଙ୍କୁ ଦେଇ ଥାନ୍ତି ବୋଲି ମଧ୍ୟ କହିଛନ୍ତି ଭାଇ ଜଣଙ୍କ | ତେବେ ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଭଉଣୀ ଙ୍କ ଶାଶୂ ଘରେ ଟିକିଏ କଳି କଜିଆ ଲାଗିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କିବୋହୂ ଆଉ ଶାଶୂ ଙ୍କ ମଧ୍ୟରେ ଟଙ୍କା ପଇସା କୁ ନେଇକି ଟିକିଏ ପାଟି ତୁଣ୍ଡ ହୋଇଥିଲା |

ଆଉ ଯେଉଁଠି ଶାଶୂ ଜଣଙ୍କ ବୋହୂ ଙ୍କୁ ଅଧିକ ଟଙ୍କା ଦେବା ପାଇଁ କହିଥିଲେ | ଆଉ ଯାହା ଫଳରେ ବୋହୂ ଜଣଙ୍କ କହିଥିଲେ କି ଚାକିରୀ ରେ ଯାହା ଟଙ୍କା ପାଉଛି ତାହା ଦେଉଛି ଆଉ ଅଧିକ କୋଉଠୁ ଆଣିବି | ଆଉ ସେହି କଥା କୁ ନେଇକି ତର୍କ ଚାଲିଥିଲା | ଆଉ ଯାହା ଜଣା ପଡିଛି କି ତାହା ପର ଦିନ ତାଙ୍କର ଭଉଣୀ ଙ୍କ ମୃତ ଦେହ ମିଳିଥିଲା ଆଉ ତାହା ପୁଣି ଡେଡ ବଡି ଘରୁ |ତେବେ ଭାଇ ଜଣଙ୍କ ଯାହା କହିଛନ୍ତି କି କୁହାଯାଉଛି କି ତାଙ୍କର ଭଉଣୀ ଆତ୍ମହତ୍ୟା କରିଛି ବୋଲି |

କିନ୍ତୁ ପ୍ରକୃତ ରେ ତାହା ଘଟିନି ଭଉଣୀ ର ଶାଶୂ ଘର ଲୋକ ମିଶିକି ତାଙ୍କୁ ମାରି ଦେବା କଥା ଭାଇ ଜଣଙ୍କ କହିଛନ୍ତି | ଆଉ ମୃତ୍ୟୁ ପରେ ମଧ୍ୟ ଭାଇ ଜଣଙ୍କୁ କିଛି ବି ଖବର ଦେଇ ନ ଥିଲେ ଭଉଣୀ ଙ୍କର ଶାଶୂ ଘର ଲୋକ | ତେବେ ଅନ୍ୟ କେଉଁଠି ଖବର ପାଇଁ ଆସିଛନ୍ତି ବୋଲି କହୁଛନ୍ତି ଭାଇ ଜଣଙ୍କ ଆଉ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment