ସମୟ ଅଛି ସୁଧାରି ଯାଅ ବାରବୁଲି ଭଳିଆ ଡ୍ୟାନ୍ସ କରନି, ନଚେତ ପରିସ୍ଥିତି ଭୟଙ୍କର ହେବ… ଏ ନେଇ କଣ କହିଲେ ଜୁନିଅର ବାବୁଶାନ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ସେହି ଗୋଟିଏ ଘଟଣା ଯାହା ବିଷୟରେ ଚାରିଆଡେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ଆଉ ତାହା ହେଉଛି ଯାତ୍ରା ଜଗତରେ କାମ କରୁଥିବା ଜଣେ ହଟ ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶିନୀ ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ଷ୍ଟେଜ ଉପରେ ଅଶ୍ଳୀଳ ଭାବରେ ଡାନ୍ସ କରିବା ଫଳରେ ବିବାଦ ସୃଷ୍ଟି ହୋଇଥିଲା ଆଉ ମହିଳା ଜଣଙ୍କ ଅଶ୍ଳୀଳ ଡାନ୍ସ କୁ ଦେଖିବା ପରେ ଜୋତା ମାଡ଼ ମଧ୍ୟ କରିଛନ୍ତି | ଆଉ ଯାହାକୁ ନେଇକି ବର୍ତ୍ତମାନ ମୁହଁ ଖୋଲିଛନ୍ତି ଯାତ୍ରା ରେ କାମ କରୁଥିବା ଜୁନିୟର ବାବୁସାନ | ତେବେ ସେ ଆଉ କଣ ସବୁ କହିଛନ୍ତି ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଭଦ୍ରକ ର ଚରମ୍ପା ରେ ହୋଇଥିବା ରାଣୀ ପ୍ରିୟଦର୍ଶିନୀ ଙ୍କର ଅଶ୍ଳୀଳ ଡାନ୍ସ ପରେ ମହିଳା ଜଣଙ୍କର ଚପଲ ମାଡ଼ ସୃଷ୍ଟି କରିଥିଲା ବିବାଦ | ଆଉ ଯେଉଁଠି ପାଇଁ ଦେଖିବାକୁ ମିଳିଥିଲା କି ଷ୍ଟେଜ ଉପରେ ଅଶ୍ଳୀଳ ଭାବରେ ଡାନ୍ସ କରିବା ଫଳରେ ସୃଷ୍ଟି ହୋଇଥିଲା ବିବାଦ, ଆଉ ମହିଳା ଜଣକ ଷ୍ଟେଜ ରେ ରାଣୀ ପ୍ରିୟଦର୍ଶିନୀ ଙ୍କ ଉପରକୁ ଚପଲ ମଧ୍ୟ ଫୋପାଡ଼ି ଥିଲେ | ତେବେ ଏହାକୁ ନେଇକି ମୁହଁ ଖୋଲିଛନ୍ତି ଜୁନିୟର ବାବୁସାନ | ଆଉ ସେ କହିଛନ୍ତି କି ଆଜିର ଯାତ୍ରା ପ୍ରଡୁସର ମାନେ ଏହିଭଳି ଭାବରେ ଯାତ୍ରା ରେ ହଟ ଆଇଟମ ମାନଙ୍କୁ ଆଣୁଛନ୍ତି |

ଆଉ ଯାହା କୁହାଯାଉଛି କି ଯିଏ ଯେତେ ଦେଖେଇ ପାରୁଛି ସିଏ ସେତେ ଫେମସ ହେଉଛି | ତେଣୁ ଆଜିର ଯାତ୍ରା ଜଗତ କିଛି ଏହିଭଳି ଲୋକଙ୍କ ପାଇଁ ଆଜି ତଳକୁ ଖୋସିବାକୁ ଲାଗିଛି | ଆଉ କହିଛନ୍ତି କି ଏହିଭଳି ଯଦି କିଛି ଦିନ ଚାଲିବ ତାହେଲେ ଶେଷରେ ଯାତ୍ରା ଦୁନିଆକୁ ଲୋକ ମାନେ ମାନିବେନି ଘୃଣା କରିବେ | ଆଉ ଏମିତି ଆଇଟମ ମାନେ ଓ ଯାତ୍ରା କଳାକାର ମାନେ ଥାଳି ଧରିକି ରାସ୍ତାରେ ଘୁରିବେ | ତେଣୁ ଯାତ୍ରା କଳାକାର ମାନଙ୍କୁ ଭଲ ପାଆନ୍ତୁ ଏମିତି ହଟ ଆଇଟମ କରିକି ଦେଖେଇକି ଲୋକ ମାନଙ୍କୁ ଆକୃଷ୍ଟ କରେଇବାର ଲାଭ କଣ |

ତେବେ ପ୍ରଥମେ ପ୍ରତେକ କଳାକାର ନିଜର ସଂମ୍ମାନ କୁ ଦୃଷ୍ଟି ଦେବା ଆବଶ୍ୟକ ହୋଇଥାଏ ବୋଲି କହିଛନ୍ତି ଜୁନିୟର ବାବୁସାନ | ତାହା ସହିତ ଆହୁରି ମଧ୍ୟ କହିଛନ୍ତି କି 2000 ଲୋକଙ୍କ ମଧ୍ୟରେ ଉଠିଆସି ଜୋତା ଫୋପାଡିବା ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି | ଆଉ ଓଡ଼ିଆ କଳାକାର ମାନେ ସବୁ ହେଉଛନ୍ତି ମେଣ୍ଢା, ଆଉ ଯେଉଁଥିପାଇଁ କଳାକାର ମାନଙ୍କୁ ଭଲ ନ ପାଇଁ ଏହିଭଳି ଜିନିଷ କୁ ପ୍ରଶ୍ରୟ ଦେଉଛନ୍ତି | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment