ଟିକେଟ ମିଳିଲା ନାହିଁ… ବାପା ମାଁଙ୍କୁ କଣ ମୁଁହ ଦେଖେଇବି… ମୁଁ ଘରକୁ ଯିବିନି… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଘଟଣା ସବୁ ନଜରକୁ ଆସିଥାଏ।ଏବେ ଆମ ରାଜ୍ୟରେ ଏକ ଖବର ଚାଂଚଲ୍ୟ ସୃଷ୍ଟି କରିଛି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳ ହେବାକୁ ଯାଉଥିବା ବେଳେ ଟିକେଟ ପାଇଁ ଲାଇନ ରେ ଛିଡା ହୋଇ ଯୁବକ ଏମିତି କିଛି କହିଲେ। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଆଉ ଏବେ ନିକଟ ରେ ଏକ ଖେଳ ହେବାକୁ ରହୁଛି ଯାହା ଆପଣ ମଧ୍ୟ ଜାଣିବାକୁ ପାଇଥିବେ। ଆଉ ଏବେ ଆମ ରାଜ୍ୟରେ T-20 ମ୍ୟାଚ ହେବାକୁ ରହିଛି ଯାହାକୁ ନେଇ ସାରା ଦେଶ ଓ ରାଜ୍ୟ ରେ ଚହଳ ସୃଷ୍ଟି ହୋଇଛି। ସେହି ଖେଳ ପାଇଁ ରହିଛି ଟିକେଟ ବୁକିଙ୍ଗ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରଲ ହୋଇଛି। ଆଉ ଏବେ ଖେଳ ପାଇଁ ଅଫଲାଇନ ରେ ଟିକେଟ ବିକ୍ରି ହୋଇ ଯାଇଛି ଯାହାକୁ କିଣିବା ପାଇଁ ଖେଳ ପ୍ରେମୀ ମାନେ ଏବେ ଭିଡ଼ ରେ ଠିଆ ହୋଇଛନ୍ତି।

ଆଉ ଖେଳ ପ୍ରେମୀ ମାନେ ନିଜର ପ୍ରିୟ ଖେଳାଳି ଙ୍କୁ ଟିକେ ପାଖରେ ଦେଖିବେ ଏବଂ ସେମାନଙ୍କର ପ୍ରତିଭା କୁ ଦେଖିବା ପାଇଁ ଏତେ ସବୁ କରିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। କ୍ରିକେଟ ପ୍ରେମୀ ମାନେ ନିଜର ପ୍ରିୟ ଖେଳାଳି ଙ୍କ ପ୍ରତିଭା ଦେଖିବା ଲାଗି କଲି ଠାରୁ ଲାଇନ ଠିଆ ହୋଇଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ନିକଟରେ ଅନଲାଇନ ମାଧ୍ୟମରେ ଟିକେଟ ବୁକିଙ୍ଗ ହୋଇ ସାରିଛି ଯାହା ଆପଣ ମାନେ ଜାଣିଥିବେ।

ଆଉ ବିଭିନ୍ନ ସମୟରେ କଟକ ର ବାରବାଟୀ ଷ୍ଟାଡିୟମ ରେ ବିଭିନ୍ନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ସବୁ ଖେଳ ହୋଇ ଥାଏ ଯାହାକୁ ଦେଖିବା ପାଇଁ ଟିକେଟ ବୁକ କରିବା ପାଇଁ ପଡିଥାଏ। ହେଲେ ଏବେ ଖେଳ T-20 ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି ଯାହା କୁ ଦେଖିବା ପାଇଁ କ୍ରିକେଟ ପ୍ରେମୀ ମାନେ ଲାଇନ ରେ ଠିଆ ହୋଇଛନ୍ତି। ଆଉ ଟିକେଟ ଆଣିବା ପାଇଁ ଜଣେ ଯୁବକ ଏମିତି କିଛି କହିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଆଉ ସେହି ଯୁବକ ଜଣଙ୍କ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାହା ଏବେ ଭାଇରଲ ହୋଇଛି। ଆଉ ଭିଡ଼ ରେ ଲୋକ ମାନେ ଗୋଟିଏ ଦିନ ଆଗରୁ ଠିଆ ହୋଇଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଏଠାରେ ଜଣେ ଯୁବକ କହିଛନ୍ତି ଯେ ଗତ କାଲି ଠାରୁ ଲାଇନ ଠିଆ ହେବା ପରେ ମଧ୍ୟ ପୋଲିସ ତାଙ୍କୁ ଟିକେଟ କାଉଣ୍ଟର ପାଖରୁ ବାହାର କରି ଦେଲେ ଏବଂ ସେହି ଟିକେଟ ତାଙ୍କ ବାପା ଓ ମା ଙ୍କ ପାଇଁ କରି ଥାଆନ୍ତି। ହେଲେ ଏବେ ତାଙ୍କ ବାପା ଓ ମା ଙ୍କୁ କଣ କହିବେ ତାହା ଯୁବକ ଜଣଙ୍କ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment