ଦୁଷ୍କର୍ମ ରୋକିବା ପାଇଁ ଝିଅ ତିଆରି କଲେ ରେଫ ଫ୍ରୁଫ ଅଣ୍ଡରୱେୟାର । ତେବେ ଏହି କଥାଟି ଆପଣ ମାନଙ୍କୁ ଏଜବ ଲାଗିଥାଇ ପାରେ , ମାତ୍ର ଏହି ଝିଅ ଜଣକ ଏହା କରିବାରେ ସଫଳ ହୋଇଛନ୍ତି । ତେବେ ଘରେ ବସି ନିଜେ ତିଆରି କରିଥିବା ଏହି ଅଣ୍ଟରୱେୟାରରେ କଣ କଣ ସବୁ ସୁବିଧା ରହିଛି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କେତେ ଟଙ୍କାରେ ଏହି ଅଣ୍ଟରୱେୟାର ତିଆରି କଲେ ଏହି ଯୁବତୀ ଜଣକ ଏବଂ ଏହା କେମିତି ରେଫ ଫ୍ରୁଫ ଅଟେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
ଦେଶରେ ଏବେ ପ୍ରତିଦିନ କିଛି ନା କିଛି ଦୁଷ୍କର୍ମର ମାମଲା ସାମ୍ନାକୁ ଆସୁଛି । କେବଳ ଝିଅ କଣ ଜଣେ ଛୋଟ ଶିଶୁ କନ୍ୟା ମଧ୍ୟ ଏହି ଦୁଷ୍କର୍ମରୁ ବଞ୍ଚି ପାରୁନାହିଁ । ଦୁଷ୍କର୍ମ ଏବେ ଦିନକୁ ଦିନ ବଝିବାରେ ଲାଗିଛି , ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଏହାକୁ ରୋକି ପାରୁନାହାନ୍ତି ।
ସମାଜରେ ଏବେ ନାରୀ ମାନେ ବହୁତ ଅସୁବିଧାରେ ରହିଛନ୍ତି । କିଛି ଲୋକଙ୍କ ପାଇଁ ସେମାନେ ଟିକେ ଭଲରେ ବଞ୍ଚି ପାରୁନାହାନ୍ତି , ସର୍ବଦା ସେମାନଙ୍କ ମନରେ ଭୟ ଲାଗି ରହୁଛି । ଗତ ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଏବେ ସାରା ଦେଶରେ ଏ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଏହି ସମସ୍ତ କଥାକୁ ଦେଖି ଉତ୍ତର ପ୍ରଦେଶର ଜମେ ଯୁବତୀ ଝିଅ ମାନଙ୍କ ପାଇଁ ଏପରି ଏକ ଅଣ୍ଟରୱେୟାର ତିଆରି କରିଛନ୍ତି , ଯାହା ଦ୍ୱାରା ଦୁଷ୍କର୍ମକୁ ରୋକା ଯାଇ ପାରିବ ବୋଲି ସେ କହିଛନ୍ତି ।
ତେବେ ଉତ୍ତର ପ୍ରଦେଶର ବୁର୍ଖାବାଲ ଅଞ୍ଚଳର ଏହି ଯୁବତୀଙ୍କର ନାମ ହେଉଛି ସିନୁ କୁମାରୀ । ଏବେ ସେ ବିଏସିରେ ପଢୁଛନ୍ତି ତେବେ ମହିଳା ମାନଙ୍କ ସହ ହେଉଥିବା ଦୁଷ୍କର୍ମକୁ ରୋକିବା ପାଇଁ ଏବେ ସେ ତିଆରି କରିଛନ୍ତି ରେଫ ପ୍ରୁଫ ଅଣ୍ଟରୱେୟାର । ସିନୁ କୁମାରୀଙ୍କ ଦ୍ୱାରା ତିଆ ରି ଏହି ଅଣ୍ଟରୱେୟାରରେ ରହିଛି ଲକ , ଜିପିଏସ ଏବଂ ଭିଡିଓ ରେକର୍ଡର ।
ସୁନୁଙ୍କ ପ୍ରସ୍ତୁତ ଏହି ଇଣ୍ଟରୱେୟାର ବୁଲେଟ ପ୍ରୁଫ ମଧ୍ୟ ଅଟେ । ଏହି ଅଣ୍ଟରୱେୟାରକୁ କଟାଯାଇ ପାରିବ ନା ଗୁଳି ଦ୍ୱାରା ଫଟାଯାଇ ପାରିବ । ଏଥିରେ ଲାଗିଥିବା ଜିପିଏସ ମହିଳାଙ୍କ ପରିବାର ଲୋକଙ୍କୁ ତାହାର ଲୋକେସନ ପଠାଯାଇପାରିବ । ଏହା ସହ ଏଥିରେ ଲାଗିଥିବା ବିଡିଓ ରେକର୍ଡର ଆକ୍ରମଣ କରୁତିବା ଲୋକର ଚେହେରାକୁ ରେକର୍ଡ କରିପାରିବ । ଏହା ସହିତ ସିନୁଙ୍କର କହିବା ଅନୁୟାୟୀ ଏହି ଅଣ୍ଟରୱେୟାରରେ ଲାଗିଥିବା ଲକ ବିନା କୌଣସି ପାସୱାର୍ଡରେ ଖୋଲିବ ନାହିଁ । ଏହି ଅଣ୍ଡରୱେୟାରର ଦାମ ହେଉଛି 4300 ଟଙ୍କା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।