ଧଳାସାୟା ପିନ୍ଧି ରାଣୀ ଯଦି ଷ୍ଟେଜ୍ ଓଦା ହେଇ ସାମି ସାମି ନାଚିଥାନ୍ତା, ମତେ ସବୁ ଝୁଣି ପକେଇଥାନ୍ତେ… ଏ ନେଇ କଣ କହୁଛନ୍ତି ରାଣୀ ପ୍ରିୟଦର୍ଶିନୀ, ଦେଖନ୍ତୁ Video

ଯୁଆଡେ ଦେଖିବା ସେହି ଗୋଟିଏ ନାଁ ଶୁଣିବାକୁ ମିଳୁଛି ବର୍ତ୍ତମାନ ତାହା ହେଉଁଛି ରାଣୀ ପ୍ରିୟଦର୍ଶିନୀ | ଆଉ ଯାହା ଜଣା ପଡିଛି କି ରାଣୀ ସାରା ଓଡ଼ିଶାରେ ବର୍ତ୍ତମାନ ଚହଲ ସୃଷ୍ଟି କରିଛନ୍ତି |ଅଶ୍ଳୀଳ ଡାନ୍ସ କୁ ନେଇକି ଯେଉଁ ଭଳି ଭାବରେ ବିବାଦ ଚାଲିଛି ତାହାକୁ ନେଇକି ମୁହଁ ଖୋଲିଛନ୍ତି ରାଣୀ | ଆଉ କହିଛନ୍ତି କି ଏଭଳି ଡାନ୍ସ କୁ ଦେଖିକି ସମସ୍ତେ ଏମିତି ହେଉଛନ୍ତି ଆଉ ଯଦି ଛାୟା ପିନ୍ଧିକି ହଟ ଡାନ୍ସ କରିଥାନ୍ତେ ତାହେଲେ ଦର୍ଶକ ମାନେ ଆଜି କଣ କରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି | ତାହା ବ୍ୟତୀତ ସେ ଯେହେତୁ ଜଣେ ଆଇଟମ ଡାନ୍ସର ତେଣୁ ସେ ଏହିଭଳି ଡାନ୍ସ କରିଛନ୍ତି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ରାଣୀ ପ୍ରିୟଦର୍ଶିନୀ ଙ୍କ କଥା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଆପଣ ମାନେ ଜାଣିଥିବେ କି ଭଦ୍ରକ ର ଚରମ୍ପା ରେ ରାଜନନ୍ଦିନୀ ଯାତ୍ରା ପରିବାର ତରଫରୁ ହୋଇଥିବା ରାଣୀ ପ୍ରିୟଦର୍ଶିନୀ ଙ୍କର ଅଶ୍ଳୀଳ ଡାନ୍ସ କୁ ନେଇକି ସୃଷ୍ଟି ହୋଇଥିଲା ଉତ୍ତେଜନା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ମହିଳା ଜଣଙ୍କ କିଛି ନ କହି ସିଧା ରାଣୀ ଙ୍କ ଉପରକୁ ଚପଲ ମାଡ଼ କରିଥିଲେ ଆଉ ତାହାପରେ ସୃଷ୍ଟି କରିଥିଲା ବିବାଦ | ଆଉ ଯାହାକୁ ନେଇକି ମୁହଁ ଖୋଲିକି କହିଛନ୍ତି ରାଣୀ | ତେବେ ତାଙ୍କର କହିବା କଥା କି ତାଙ୍କର ଏହିଭଳି ଡାନ୍ସ କୁ ଦେଖିକି ମହିଳା ଜଣଙ୍କ ରାଗି ଯାଉଛନ୍ତି,ଆଉ ଯଦି ସେ ଛାୟା ପିନ୍ଧିକି ଉପରେ ସାୱାର ପିନ୍ଧିକି ସାମି ଗୀତ ରେ ଡାନ୍ସ କରିଥାନ୍ତେ ତାହେଲେ କଣ କରିଥାନ୍ତେ ସମସ୍ତେ |

ରାଣୀ କହିଛନ୍ତି କି ଯେତେବେଳେ ଗୋଟିଏ ଟିଭିରେ ଏହିଭଳି ହଟ ଡାନ୍ସ ଟେ ହେଉଛି ସବୁ ଦେଖେଇକି ସେତେବେଳେ କଣ ତମେ ଟିଭି କୁ ଭାଙ୍ଗି ଦେଉଛ କି | ତାହେଲେ ତାଙ୍କ ଉପରକୁ କାହିଁକି ଏମିତି କରିଛନ୍ତି | ତେବେ ମହିଳା ଜଣଙ୍କ ଯଦି ଏତେ ଭଦ୍ରକ ତାହେଲେ ଆକ୍ସନ ନେଇଥାନ୍ତେ ସମସ୍ତଙ୍କ ଉପରେ ବୋଲି କହିଛନ୍ତି ରାଣୀ | ତାହା ସହିତ କହିଛନ୍ତି ରାଣୀ କି ଏଥିରେ ମ୍ୟାନେଜର ମାନେ କିଛି କରିନ ଥାନ୍ତି | ଯାହାର ଯେମିତି କାମ ଥାଏ ସିଏ ସେମିତି କରିଥାଏ |

ତେବେ ଏଥିରେ ଯାତ୍ରା ଉପରେ କୌଣସି ବି ପ୍ରଭାବ ପକାଇବ ନାହଁ ବୋଲି କହିଛନ୍ତି କାରଣ ଏହି ଡାନ୍ସ ଟି ହେଉଛି ହଟ ଆଇଟମ ଡାନ୍ସ, ଆଉ ଯାହା ସମ୍ପୂର୍ଣ୍ଣ ଅଲଗା ଅଟେ | ଯିଏ ଅଭିନୟ ପାଇଁ ଆସିଛି ଅଭିନୟ କରିବ ଆଉ ଯିଏ ଆଇଟମ ପାଇଁ ଆସିଛି ସେ ଡାନ୍ସ କରିବ |ତେବେ ରାଣୀ ଙ୍କ କହିବା କଥା କି ସେ ଖୁବ ଶୀଘ୍ର ମହିଳା ଙ୍କ ଉପରେ ଆକ୍ସନ୍ସ ନେବେ ବୋଲି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment