ତେବେ ବନ୍ଧୁ ଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି ସେହି ରିୟାଲିଟି ଶୋ ଯାହା କୁ ଓଡ଼ିଶାର ଘରେ ଘରେ ପ୍ରତେକ ଙ୍କ ହୃଦୟରେ ଜାଗା ବନାଇ ପାରିଛି ସିଦ୍ଧାର୍ଥ ଟିଭି ର ସେହି ସବୁଠୁ ବଡ଼ ରିୟାଲିଟି ଶୋ “ସମ୍ପୂର୍ଣ୍ଣ ଲକ୍ଷ୍ମୀ “| ଆଉ ଯାହା କୁହାଯାଉଛି କି ଏହି ଶୋ ରେ ଭାଗ ନେବା ପାଇଁ ଓଡିଶା ର କୋଣ ଆଉ ଅନୁକଣ ରୁ ଅନେକ କଣ୍ଟେସଟେଣ୍ଟ ମାନେ ଆସୁଛନ୍ତି | ଆଉ ନିଜର ଟେଲେଣ୍ଟ କୁ ମଧ୍ୟ ଦେଖାଉଛନ୍ତି | ତେବେ ସେହି ଭଳି ଜଣେ ପ୍ରତିଭା ଶାଳୀ ମହିଳା ଜଣଙ୍କ ହେଉଛନ୍ତି ସତ୍ୟପ୍ରିୟା | ଆଉ ଯିଏ କି ସାତ ମାସର ପ୍ରେଗନେଟ ଥାଇକି ମଧ୍ୟ ଏହି ଶୋ ରେ ଭାଗ ନେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସତ୍ୟପ୍ରିୟା ଙ୍କ ପୋରଫୋମେନ୍ସ ବିଷୟରେ ଅଧିକ ଜାଣିବା |
ତେବେ ସିଦ୍ଧାର୍ଥ ଟିଭିର ଏକ ନୂଆ ପ୍ରୟାସ ହେଉଛି ସମ୍ପୂର୍ଣ୍ଣ ଲକ୍ଷ୍ମୀ କାର୍ଯ୍ୟକ୍ରମ ଟି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେ ଗାଁ ହେଉ ଅବା ସହର | ଓଡିଶା ର ସବୁ ସ୍ଥାନରେ ଲୁକ୍କାୟିତ ଭାବରେ ରହିଥିବା ପ୍ରତିଭା ମାନଙ୍କ ର ପ୍ରତିଭା କୁ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରଚେଷ୍ଟା କରିଛି ସିଦ୍ଧାର୍ଥ ଟିଭି | ଆଉ ଯେଉଁଥିରେ ଭାଗ ନେବା ପାଇଁ ମଧ୍ୟ ଆସୁଛନ୍ତି ଅନେକ କଣ୍ଟେସଟେଣ୍ଟ ମାନେ | ତେବେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମଞ୍ଚରେ ଦେଖିବାକୁ ମିଳିଛି ଏକ ସମ୍ପୂର୍ଣ୍ଣ ନୂଆ ଘଟଣା ଟିଏ | ଆଉ ଯେଉଁଠି ଦେଖୁବାକୁ ମିଳିଛି କି 7 ମାସ ର ପ୍ରେଗନେଟ ଥାଇକି ମଧ୍ୟ ସତ୍ୟପ୍ରିୟା ନାମକ ମହିଳା ଜଣକ ଏହି ଶୋ ରେ ଭାଗ ନେଇଛନ୍ତି |
ତେବେ ସତ୍ୟପ୍ରିୟା ଆସିବା ପରେ ଷ୍ଟେଜ ରେ ସମସ୍ତେ ତାଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ତେବେ ସେ ଜୋଜେସ ମାନେ ଯାହାବି ଟାସ୍କ ଦେଲେ ତାହା ସେ କରି ପାରିବେ ବୋଲି ମଧ୍ୟ ପ୍ରକାଶ କରିକି କହିଥିଲେ | ତେବେ ସେ ତାଙ୍କ ବିଷୟରେ ପରିଚୟ ଦେବାକୁ ଯାଇ କହିଥିଲେ କି ସେ ଜବ କରନ୍ତି ତାହା ସାଙ୍ଗକୁ ଘର କଥା ମଧ୍ୟ ବୁଝନ୍ତି | ଆଉ ମନରେ ତାଙ୍କର ବହୁତ ଇଚ୍ଛା ଥିଲା ଏହି ଶୋ କୁ ଆସିବା ପାଇଁ | ଆଉ ସେଥିପାଇଁ ସେ ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର କାର୍ଯ୍ୟକ୍ରମ କୁ ଆସିକି ବହୁତ ଖୁସି ମଧ୍ୟ ଅଛନ୍ତି ବୋଲି କହିଥିଲେ |
ତାହା ସହିତ ଜିନା, ସ୍ମିତା ମେମ ଓ ପୁପିନ୍ଦର ସାର ଙ୍କର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ମଧ୍ୟ ସତ୍ୟପ୍ରିୟା ମେମ ଦେଇଥିଲେ | ଆଉ ଗୋଟିଏ ଗୀତ ଗାଇ ସମସ୍ତଙ୍କ ମାନଙ୍କୁ ମଧ୍ୟ ଆକୃଷ୍ଟ କରେଇ ପାରିଥିଲେ ମହିଳା ଜଣଙ୍କ | ଆଉ ଶେଷରେ ସେ ନେକଷ୍ଟ ଲେବୁଲ କୁ ସିଜେକ୍ଟ ମଧ୍ୟ ହୋଇଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।