ସୁପରଷ୍ଟାର ଅନୁଭବ ମହାନ୍ତି ( Anubhav Mohanty ) ଙ୍କ ଝିଅ କୁ ନେଇ ଯାତ୍ରା ବୁଲା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଷ୍ଟାର ବିବାହ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ବୌବହିକ ସମ୍ପର୍କ ର ବିବାଦ ବିଷୟ ରେ ଜାଣିଥିବେ ନିଶ୍ଚିତ। ତେବେ ଅନେକ ଦିନ ଧରି ଏହି ବିବାଦ ଫ୍ୟାମିଲି କୋର୍ଟ ରେ ଚାଲିଥିଲା ଆଉ ବର୍ତ୍ତମାନ ଏହି ବିବାଦ ଟି ଧୀରେ ଧୀରେ ସାମାଧାନ ର ରାସ୍ତା ଆଡ଼କୁ ଯାଉଥିବା ଜଣା ପଡ଼ିଛି ।ତେବେ କିନ୍ତୁ କିଛି ଦିନ ତଳେ କୋର୍ଟ ର ରାୟ ପରେ ବର୍ଷା ଅନୁଭବ ମହାନ୍ତି ଙ୍କ ର ଘର ଛାଡ଼ି ଦେଇଛନ୍ତି।ତେବେ ବର୍ତ୍ତମାନ ଉଭୟ ଙ୍କ ର ଏକ ଏମିତି ଭିଡ଼ିଓ ସାମ୍ନା କୁ ଆସିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଅଭିନେତା ଅନୁଭବ ମହାନ୍ତି ଙ୍କ ର ଏକ ଭିଡ଼ିଓ ଯାହା ଦେଖିବା ପରେ ଲୋକ ମାନେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି।ତେବେ ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ , ତାଙ୍କର ପତ୍ନୀ ବର୍ଷା ଘରୁ ବାହାରି ଯିବା ପରେ ସେ କୁନି ଝିଅ ସହ କଟକ ରେ ମା ଦୁର୍ଗା ଙ୍କ ପୂଜା ଦେଖିବା କୁ ଯାଇଛନ୍ତି। ଆଉ ସେଠାରେ ଖୁବ ମଜା ମସ୍ତି ମଧ୍ୟ କରିଛନ୍ତି , ଯାହାର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଏବେ ଭାଇରାଲ ହେବା ରେ ଲାଗିଛି।

ତେବେ ଅଭିନେତା ଅନୁଭବ ବା MP ଅନୁଭବ ମହାନ୍ତି ଙ୍କୁ ଆପଣ ସମସ୍ତେ ଜାଣିଛନ୍ତି , ସେ ଜଣେ ଅଭିନେତା ଭାବରେ ଯେତିକି ଲୋକପ୍ରିୟ ଜଣେ ରାଜନେତା ଭାବରେ ମଧ୍ୟ ବେଶ ପରିଚିତ ଅଟନ୍ତି। ତେବେ ସେ ଆମ କୁ ଅନେକ ପ୍ରକାରର ସିନେମା ମଧ୍ୟ ଦେଇ ଆସିଛନ୍ତି , ତେବେ କିଛି ବର୍ଷ ହେବ ତାଙ୍କର ବୌବହିକ ସମ୍ପର୍କ ରେ ଫାଟ ଆସିଥିଲା ଯାହାକୁ ନେଇ କୋର୍ଟ ରେ ମାମଲା ଚାଲିଥିଲା ।ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ବର୍ଷା ଅନୁଭବ ଙ୍କ ଘର ଛାଡ଼ି ସାରିଛନ୍ତି ଏବଂ ସେ ଅଲଗା ରହୁଛନ୍ତି।

ତେବେ ଏହି ଭିତରେ ଦେଖା ଯାଇଛି କି ଅନୁଭବ ନିଜ ଭାଇ ର ଝିଅ ଅଭିସାରିକା ଙ୍କୁ ସାଙ୍ଗ ରେ ନେଇ କଟକ ଦୁର୍ଗା ପୂଜା ବୁଲିବା ପାଇଁ ଯାଇଛନ୍ତି। ଆଉ ସେ ସେଠାରେ ଲୋକଙ୍କ ସହ କଥା ବାର୍ତ୍ତା କରି କୁନି ଝିଅ ସହ ମା ଦୁର୍ଗା ଙ୍କ ମଣ୍ଡପ କୁ ଯାଇଛନ୍ତି। ଆଉ ମା ଙ୍କୁ ଉଭୟ କୁନି ଝିଅ ଓ ଅନୁଭବ ହାତ ଯୋଡ଼ି ପ୍ରଣାମ କରି ମୁଣ୍ଡିଆ ମାରିଛନ୍ତି। ଏବଂ ଦେଖା ଯାଇଛି କି ସେହି ପୂଜା କମିଟି ପକ୍ଷରୁ ତାଙ୍କୁ ଏକ ସୁନ୍ଦର ଉପହାର ଟିଏ ମିଳିଛି ଯାହାକୁ ନେଇ ସେ ପୁଣି ନିଜ ଘର କୁ ଫେରିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଏବଂ ସମସ୍ତେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment