ତେବେ ଭାଇରାଲ ହେଉଥିବା ଅନେକ ଭିଡିଓ ଭିତରେ ଏହିଁ ଭିଡିଓ ତୋ ସମ୍ପୂର୍ଣ୍ଣ ନିଆରା ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବୋହୂ ଆଉ ଶାଶୂ ଙ୍କ ମଧ୍ୟରେ ଥିବା ଅପାର ଭଲ ପାଇବା ଆଗରେ ହାର ମାନିବ ଦୁନିଆର ସମସ୍ତ ସୁଖ | ଆଉ ଭାଇରାଲ ହେଉଥିବା ବୋହୂ ଆଉ ଶାଶୂ ଙ୍କର ଭିଡିଓ ଟିକୁ ଦେଖିବା ପରେ ସମସ୍ତେ ବେଶ ଖୁସି ଥିବାର ମଧ୍ୟ ଜଣା ପଡିଛି | ଆଉ ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ନମିତା ଅଗ୍ରୱାଲ ଙ୍କ ଶାଶୂ ନମିତା ଙ୍କୁ କୁଣ୍ଢେଇ ଧରିଛନ୍ତି | ଆଉ ତାଙ୍କୁ ଗେଲ୍ହ ମଧ୍ୟ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
କୁହାଯାଏ ଯେଉଠି ଭଲ ପାଇବା ଥାଏ ସେଇଠି ଭଗବାନ ମଧ୍ୟ ରହିବାକୁ ପସନ୍ଦ କରିଥାନ୍ତି | ଆଉ ଆପଣ ମାନେ ଜାଣିଥିବେ ମା ଆଉ ଝିଅ ଙ୍କ ମଧ୍ୟରେ ଭଲ ପାଇବା ହେଉଛି ଏକ ନିଆରା ବନ୍ଧନ | ଆଉ ଯେମିତି ମା ସେମିତି ବୋହୂ ଙ୍କ ପାଇଁ ଶାଶୂ ମଧ୍ୟ ସେମିତି ହେବା ଆବଶ୍ୟକ ରହିଛି | ଆଉ ଏଠାରେ ଦେଖିବାକୁ ମିଳିଛି କେଉଁଭଳି ଭାବରେ ଓଡିଶା ର ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ଯାହାଙ୍କର ସ୍ବରର ଯାଦୁ କରିଛି ସମସ୍ତଙ୍କୁ ଦିୱାନା ସେହି କଳାକାର ନମିତା ଅଗ୍ରୱାଲ ଙ୍କୁ ସ୍ନେହରେ କୁଣ୍ଢେଇ ପକାଇଛନ୍ତି ନମିତା ଙ୍କର ଶାଶୂ ଜଣଙ୍କ | ଆଉ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଛନ୍ତି |
ଏଠାରେ ଦେଖିବାକୁ ମିଳିଛି କି ବୋହୂ ନମିତା ଙ୍କୁ ଧରିକି ଶାଶୂ ଜଣଙ୍କ ତାଙ୍କୁ ଗେଲ୍ହ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନମିତା ଙ୍କର ଶାଶୂ ଜଣଙ୍କ ମଧ୍ୟ ଗୀତ ଗାଇବାକୁ ଲାହିଛନ୍ତି ବୃଦ୍ଧ ବୟସରେ | ଆଉ ଯେଉଁ ବୟସରେ ବୃଦ୍ଧ ମାନେ ଥରି ଥରି କଥା ମଧ୍ୟ ଠିକ ଭାବରେ କହି ପାରି ନ ଥାଆନ୍ତି | ସେହି ବୟସରେ ଥର ଥର କଣ୍ଠ ରେ ଗାଇବାକୁ ଲାଗିଛନ୍ତି ସୀତାରାମ ଙ୍କର ମା ଅର୍ଥାତ ନମିତା ଙ୍କ ଶାଶୂ ଗାଇଛନ୍ତି ଗୀତ | ଆଉ ତାଙ୍କ ତାଳ ଦେଇକି ନମିତା ମଧ୍ୟ ଗୀତ ଗାଇବା ପାଇଁ ଲାଗିଛନ୍ତି |.
ଯେଉଁଠି ଦେଖିବାକୁ ମିଳିଛି କି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଗୀତ ରେ ସୁନ୍ଦର ଭାବରେ ଗୀତ ଗାଇବା ପାଇଁ ଲାଗିଛନ୍ତି | ଆଉ ଶାଶୂ ଙ୍କ ସହିତ ତାଳ ଦେବାକୁ ଲାଗିଛନ୍ତି ବୋହୂ ନମିତା | ଆଉ ଶାଶୂ ବୋହୂ ଙ୍କର ଏହି ନିଆରା ମିଳନକୁ ଆପଣ ମାନେ ମଧ୍ୟ ଦେଖିଲେ ବହୁତ ଖୁସି ହୋଇଯିବେ ଆପଣ ମାନେ ମଧ୍ୟ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।