ଥରେ ଲଗାନ୍ତୁ ସବୁ ପାଚିଲା ଚୁଟି କଳା ହୋଇଯିବ 100 % ଗ୍ୟାରେଣ୍ଟି

ଚୁଟି ରହିଲେ ଜଣେ ମଣିଷ ଖୁବ ସୁନ୍ଦର ଦେଖାଯାଏ ମାତ୍ର ସେହି ଚୁଟି ଯଦି ପାଚି ଧଳା ହେଇ ଯିବ ତାହେଲେ ଆପଣଙ୍କ ସୌନ୍ଦର୍ଯ୍ୟ କୁଆଡେ ହଜି ଯିବ ।ଆଉ ଏବେ ବହୁତ ଲୋକ ମାନଙ୍କ ର କମ ବୟସରୁ ଚୁଟି ପାଚିବା ଆରମ୍ଭ ହେଲାଣି ଯାହା ପାଇଁ ସେହି ଲୋକ ମାନଙ୍କୁ ବହୁତ ଅପମାନିତ ହେବାକୁ ପଡିଥାଏ ।ଆଉ ବହୁତ ସମୟରେ ତ ବିଭିନ୍ନ ମିଛ ବି କହିବାକୁ ପଡିଥାଏ, ତେବେ ଏବେ ଏମିତି ବହୁତ ପ୍ରକାରର କଲର ଓ ସେମ୍ପୁ ଆଦି ବାହାରିଲାଣି ଯାହାକୁ ବ୍ୟବହାର କରି ଧଳା ଚୁଟିକୁ କଳା କରିହେବ ।ମାତ୍ର ସେସବୁକୁ ଯେତେ ବ୍ୟବହାର କଲେ ବି ଆପଣଙ୍କ ଚୁଟି ସବୁଦିନ ପାଇଁ ଆଉ କଳା ହେଇ ପାରି ନଥାଏ।

ତେବେ ଖୁସିର କଥା ସେହି ମାନଙ୍କ ପାଇଁ ଯେଉଁ ମାନଙ୍କର ଚୁଟି ପାଚି ଧଳା ହେଇ ଯାଉଛି, କାରଣ ଆମେ ଆଜି ଏମିତି ଗୋଟିଏ ତେଲ ବିଷୟରେ ଖୀବୁ ଯାହା ମୁଣ୍ଡରେ ଲଗାଇଲେ ଚୁଟି ସମ୍ପୂର୍ଣ୍ଣ କଳା କରିବା ସହିତ ଚୁଟିକୁ ମଜବୁତ ବି କରିଥାଏ ।ତେବେ ଆସନ୍ତୁ ଜାଣିବା ସେହି ତେଲ ବିଷୟରେ ।

ଆବଶ୍ୟକ ସାମଗ୍ରୀ ତେଲ ତିଆରି ପାଇଁ:-
-ଲୁହା କଡେଇ
-ସୋରିଷ ତେଲ ବା ନଡ଼ିଆ ତେଲ
-ମେଥି ଗୁଣ୍ଡ
-ଅଁଳା ଗୁଣ୍ଡ
-ମେହେନ୍ଦୀ ଗୁଣ୍ଡ

ତେଲ ପ୍ରସ୍ତୁତି ପଣାଳୀ:-

-ଏହି ତେଲ ତିଆରି କରିବା ପାଇଁ ଆପଣ ଗୋଟିଏ ଲୁହା କଡେଇ ଆଣନ୍ତୁ ତେବେ ଯଦି ଲୁହା କଡେଇ ନାହିଁ ତେବେ ଅନ୍ୟ କଡେଇ ବି ବ୍ୟବହାର କରି ପାରିବେ ।ତେବେ ସେହି କଡେଇକୁ ଗ୍ୟାସରେ ବସାନ୍ତୁ ଆଉ ଜ୍ଞାସର ଫ୍ଲେମ କମ ରଖିବେ,ଏବେ ସେହି କଡେଇରେ ଏକ କପ ସୋରିଷ ତେଲ ବା ନଡ଼ିଆ ତେଲ ପକାନ୍ତୁ ।ତାପରେ କିଛି ମେଥି ନିଅନ୍ତୁ ତାକୁ ଗୁଣ୍ଡ କରି ସେଥରୁ ଏକ ଚାମୁଚ ଗୁଣ୍ଡ ସେହି ତେଲରେ ପକାନ୍ତୁ ।

-ତାପରେ ଅଁଳା ଗୁଣ୍ଡ ନିଅନ୍ତୁ ଆଉ ସେଥିରୁ ଏକ ଚାମୁଚ ସେହି ତେଲରେ ପକାନ୍ତୁ ଆଉ ଏବେ ଏକ ଦୁଇ ଚାମୁଚ ମେହେନ୍ଦୀ ଗୁଣ୍ଡ ସେହି ତେଲରେ ପକାନ୍ତୁ ।ତେବେ ରହି ଦୁଇଟି ଚୁଟି ପାଇଁ ରାମବାଣ ପରି କାମ କରିଥାଏ ତାହା ସମସ୍ତେ ଜାଣିଛନ୍ତି ।

-ଏବେ ସେହି ସବୁକୁ ମିଶାଇ 10 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ଲୋ ଫ୍ଲେମରେ, ତେବେ ଦେଖିବେ ତେଲର ରଙ୍ଗ କଳା ହେଇ ଆସିବ କିନ୍ତୁ ପୋଡିବେ ନାହିଁ ।ଏବେ ଗ୍ୟାସ ବନ୍ଦ କରି 8ରୁ 10 ଘଣ୍ଟା ପର୍ଯ୍ୟନ୍ତ ତେଲକୁ ସେହି କଡେଇରେ ରଖନ୍ତୁ ।

-ତାପରେ ସେହି ତେଲକୁ ଛାଣି ଗୋଟିଏ କାଚ ବୋତଳରେ ପୁରେଇ ଦିଅନ୍ତୁ ।ଆଉ ଏବେ ଏହି ତେଲକୁ ଆପଣ ସବୁଦିନେ ବା ସପ୍ତାହରେ 3 ଥର ଚୁଟିରେ ଲଗେଇ ପାରିବେ ।ଆଉ ଧିରେ ଧିରେ ଦେଖିବେ ଆପଣଙ୍କ ଧଳା ଚୁଟି କଳା ହେଇଯିବ ଓ ଆଉ ଚୁଟି ପାଚିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment