Odisha News Portal

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ, ଭଗନ୍ଦର ମୂଳରୁ ଶେଷ ହୋଇଯିବ | 5 Homemade Remedies

1.ପ୍ରଥମ ଉପାୟ:-

ଯେଉଁ ମାନଙ୍କୁ ଅର୍ଷ ହେଇଥିବ ଆଉ ତାଙ୍କର ଝାଡା ସମୟରେ ରକ୍ତ ପଡୁଥିବ ସେହି ମାନଙ୍କ ପାଇଁ ଏହି ଉପଚାର ଖୁବ ଲାଭଦାୟୀ ଅଟେ ।

ଆବଶ୍ୟକ ସାମଗ୍ରୀ:-
-କଲରା
-ଚିନି

ଉପଚାର ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ ଗୋଟିଏ ମିଡିୟମ ସାଇଜର କଲରା ନିଅନ୍ତୁ ଆଉ ଟ୍ର ଚୋପାକୁ ଭଲକରି ବାହାର କରି ଦିଅନ୍ତୁ ଆଉ ସେହି କଲରାକୁ ଛୋଟ ଛୋଟ ପିସ କରି କାଟି ତାକୁ ଗ୍ରାଇଣ୍ଡିଂ କରି ତାହାର ରସ ବାହାର କରି ନିଅନ୍ତୁ ।

-ତେବେ ଥରକ ପାଇଁ ଗୋଟିଏ ଚାମୁଚ କଲରା ରସ ଗୋଟିଏ ପାତ୍ରରେ ନିଅନ୍ତୁ ଆଉ ସେଥିରେ ଚମୁଟାଏ ଚିନି ମିଶାଇ ନିଅନ୍ତୁ ।ଏବେ ସେହି ରସକୁ ସକାଳେ ଥରେ ଓ ରାତିରେ ଥରେ ଖାଆନ୍ତୁ ।କିଛି ଦିନ ଏହି ରସ ଖାଇବା ପରେ ଦେଖିବେ ଆପଣ ଙ୍କ ଅର୍ଷ ଭଲ ହେଇ ଯିବ ।ତେବେ ଯେଉଁ ମାନଙ୍କର ବହୁତ ପୁରୁଣା ଅର୍ଷ ହେଇଥିବ ସେମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଖାଇବା ଉଚିତ ଏଆଉ କଲରା ଯୁସର
ମାତ୍ରା କଜ ବିଦେଇବା ସହ ସ୍ୱାଦ ଅନୁସାରେ ଚିନି ପକେଇ ବି ପିଇ ପାରିବେ ।

2.ଦ୍ଵିତୀୟ ଉପାୟ

ଆବଶ୍ୟକ ସାମଗ୍ରୀ:-

-ଲେମ୍ବୁ
-ଗାଈ କ୍ଷୀର

ଉପଚାର ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ ଫାଳେ ଲେମ୍ବୁର କୁ ଚିପୁଡି ତାର ରସ ବାହାର କରି ନିଅନ୍ତୁ । ତେବେ ପାଇଲସ କୁ ଜଲଦି ଭଲ କରିବା ପାଇଁ ଲେମ୍ବୁ ଖୁବ ଭଲ କାର୍ଯ୍ୟ କରିଥାଏ ।ଏହା ଖାଦ୍ୟର ପାଚନ କୁ ତୀବ୍ର କରିବା ସହିତ ଝାଡ଼ା କରିବାରେ ସାହାଯ୍ୟ କରିଥାଏ ।

-ଏବେ ଗୋଟିଏ ଗ୍ଲାସ ଗାଈ କ୍ଷୀର ନିଅନ୍ତୁ ତେବେ ଆପଣ କଞ୍ଚା କିମ୍ବା ଫୁଟା କ୍ଷୀର ନେଇ ପାରିବେ ଏବେ ସେଥିରେ ସେହି ଲେମ୍ବୁ ରସ କୁ ମିଶାନ୍ତୁ ।ଆଉ ମନେ ରଖିବେ କ୍ଷୀର ଛିଡିବା ଆଗରୁ ଏହାକୁ ଆପଣଙ୍କୁ ପିଇବାକୁ ପଡିବ ତାହେଲେ ଜସି ଏହା କାମରେ ଆସିବ ।ଏହାକୁ ଆପଣ ସକାଳେ ଖାଲି ପେଟରେ 7 ଦିନ ଯାଏ ପିଇବା ଉଚିତ ତାପରେ ଦେଖିବେ ଆପଣଙ୍କ ଅର୍ଷ କେମିତି ଭଲ ହେଇଯିବ ଆଉ ଯଦି ନକମିବ ତାହେଲେ ଆଉ କିଛି ଦିନ ଯାଏ ଏହାକୁ ପିଇବା ଉଚିତ ।

3.ତୃତୀୟ ଉପାୟ:-

ଆବଶ୍ୟକ ସାମଗ୍ରୀ:-

-ଦହି
-ଜୁଆଣି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ଏକ କପ ଦହି ନିଅନ୍ତୁ ଆଉ ସେଥିରେ ଏକ ଚାମୁଚ ଜୁଆଣି ଗୁଣ୍ଡ ଓ କିଛି ବିଟ ଲୁଣ ପକାଇ ଭଲ କରି ଗୋଳେଇ ନିଅନ୍ତୁ ।

-ତେବେ ଏହି ଦହିକୁ ଆପଣ ଖାଦ୍ୟ ଖାଇବା ପରେ ରାତିରେ ଓ ଦିନରେ ପିଇବା ଉଚିତ ଯାହା କଲେ ଆପଣଙ୍କ ପେଟରେ ମଳ ଜମି ନଥାଏ ।ଆଉ ଝାଡା ପରିଷ୍କାର ହେଇ ଥାଏ ତେବେ ଏହାକୁ ଏକରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପିଇବା ଦରକାର ।

4.ଚତୁର୍ଥ ଉପାୟ:-

ଆବଶ୍ୟକ ସାମଗ୍ରୀ:-
-ଭୂସୀ
-କ୍ଷୀର

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ କିଛି ଭୂସୀ ନିଅନ୍ତୁ ଆଉ ଗୋଟିଏ ଗ୍ଲାସ କ୍ଷୀର ନିଅନ୍ତୁ ।ଆଉ ରାତିରେ ଗୋଟିଏ ଚାମୁଚ ଭୂସୀ ପାଟିରେ ପକେଇବା ପରେ ଗୋଟିଏ ଗ୍ଲାସ କ୍ଷୀର ପିଇ ନିଅନ୍ତୁ ।ଏହା ଦ୍ବାରା ଆପଣଙ୍କ ପାଇଲସ ପରି ସମସ୍ୟା ଦୂର ହେଇଥାଏ ।

5.ପଞ୍ଚମ ଉପାୟ:-

ଆବଶ୍ୟକ ସାମଗ୍ରୀ:-

-ଆମଲା ଗୁଣ୍ଡ
-କ୍ଷୀର

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ କିଛି ଆମଲା ଗୁଣ୍ଡ ନିଅନ୍ତୁ ଆଉ ଗୋଟିଏ ଗ୍ଲାସ କ୍ଷୀର ବି ନିଅନ୍ତୁ ।ତେବେ ରାତିରେ ଖାଇବା ପରେ କିମ୍ବା ଖାଇବା ପୂର୍ବରୁ 2ରୁ 3 ଘଂଟା ଅନ୍ତରାଳରେ କ୍ଷୀରରେ ଏକ ଚାମୁଚ ଆମଲା ଗୁଣ୍ଡ ମିଶେଇ ପିଅନ୍ତୁ ।ଦେଖିବେ ଆପଣଙ୍କ ଝାଡ଼ରୁ ବ୍ଲଡ଼ ପଡିବା ଗୋଟିଏ ଦିନରେ କମି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।