ବନ୍ଧୁଗଣ ଏବେ ଡିଜିଟାଲ ଯୁଗରେ ଅନେକ ଗୁଡ଼ିଏ ଭାଇରାଲ ଭିଡିଓ ସମ୍ପର୍କରେ ଆମେ ପ୍ରତିଦିନ ଆସୁଛୁ।ସେହି କ୍ରମରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଆଉ କିଛି ଘଟଣାର ଭିଡିଓ ଦେଖିଲେ ଆମେ ବହୁତ୍ ଖୁସି ହେଉ।ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ଲୋକେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ଚିତ୍ତ ବିନୋଦନ କରିବା ପାଇଁ ଟିକେ ଫୁରୁସତ୍ ବାହାର କରି ପାରୁ ନାହାଁନ୍ତି। ମନଖୋଲି କିଏ କେବେ ହସିଥିଲେ ତାହା ବି ବହୁତ୍ ଜଣଙ୍କର ମନେ ନଥିବ।
ତାରି ଭିତରୁ କିଛି ଲୋକ ନିଜେ ହସି ଅନ୍ୟକୁ ହସାଇବାର ପ୍ରୟାସ କରିଥାଆନ୍ତି। ଏସବୁ କୁ ଦେଖି ଅନ୍ୟମାନେ ବି ବହୁତ୍ ମଜା ନିଅନ୍ତି। ଯାହା ସମୟକ୍ରମେ ବହୁତ୍ ଭାଇରାଲ ହୋଇଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। ଯଦି ଏହା ଆମକୁ ହସାଇଥାଏ କିମ୍ୱା ଖୁସି ଦିଏ ତେବେ ଆମେ ଏହାକୁ ପୁନର୍ବାର ଦେଖିବାକୁ ପସନ୍ଦ ବି କରୁ।
ତେବେ ଆଜି ଆମେ ଜାଣିବା ସେହିପରି ଏମିତି ଏକ ଅଜବ ଭିଡ଼ିଓ ବିଷୟରେ ଯାହା ଆପଣଙ୍କୁ ମୁଚୁକି ହସ ହସିବାକୁ ବାଧ୍ୟ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ର ଭାଇରାଲ ଭିଡିଓ ଦେଖିବା ପାଇଁ ମିଳିଥାଏ। ଏହିଭଳି କିଛି ଘଟଣା ଆମକୁ ହସିବାକୁ ବାଧ୍ୟ କରିଥାଏ ଏବଂ ଏକ ଭିନ୍ନ ଖୁସି ଦେଇଥାଏ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ହୋଇଥିବା ଘଟଣା ବିଷୟରେ। ଯେଉଁ ଭିଡିଓ ରେ କମ୍ପାନୀର ଜଣେ ଯୁବତୀ ଜଣେ ଯୁବକଙ୍କ ସହିତ କଥା ହେଉଥିବାର ରେକର୍ଡ଼ିଂ ସାମ୍ନାକୁ ଆସିଛି। ଆଉ ଏଥିରେ ଯୁବକଙ୍କ କଥାକୁ ଥରେ ଭଲ ଭାବରେ ଶୁଣନ୍ତୁ।
ଯେଉଁଭଳି ଭାବରେ ସେ କଷ୍ଟମୋର କେୟାର୍ ଏଯେଣ୍ଟଙ୍କ ସହିତ କଥା ହେଉଛନ୍ତି ତାକୁ ଶୁଣିଲେ ଆପଣ ହସି ହସି ଗଡି ଯିବେ। ଯୁବକ ଜଣଙ୍କ ଓଡ଼ିଆ, ହିନ୍ଦି ଭାଷାକୁ ମିଶାଇ ଯେଉଁଭଳି କଥା ହେଉଛନ୍ତି ଏହାକୁ ଶୁଣି ନିଜେ କଷ୍ଟମୋର କେୟାର୍ ର ଲେଡୀ ଜଣଙ୍କ ହସି ପକାଉଛନ୍ତି। ତଥାପି ଯୁବକ ଜଣଙ୍କ ତାଙ୍କୁ ଠିକ୍ ଲାଗିଲା ଭଳି ହିନ୍ଦି, ଓଡ଼ିଆ କୁ ମିଶାଇ ଯେଉଁଭଳି କଥା ହେଉଛନ୍ତି ତାହା ବହୁତ୍ ମଜାଦାର ଲାଗୁଛି ଶୁଣିବାକୁ। ଆପଣ ବି ଏହି ଭାଇରାଲ କଲ୍ ରେକର୍ଡ କୁ ଥରେ ଶୁଣିଲା ପରେ ନିଜ ହସକୁ ଅଟକାଇ ପାରିବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।