ଥଣ୍ଡା, ଜ୍ୱର, କଫ, କାଶ ( Cold and Cough ) ଗୋଟିଏ ଦିନରେ ଭଲ ହେବ ଗ୍ୟାରେଣ୍ଟି ରାମବାଣ ଉପାୟ

ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ଆମ ଶରୀରରେ ସବୁବେଳେ କିଛି ନାଁ କିଛି ନାଁ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗିଥାଏ |ପୁରୁଣା ରୁ ଅତି ପୁରୁଣା କାଶ, ଥଣ୍ଡା, କଫ ଭଳି ରୋଗ ଥିଲେ ମାତ୍ର ଅଳ୍ପ ଦିନରେ ଘରେଇ ଉପଚାର ଦ୍ୱାରା ଏହାକୁ ଭଲ କରନ୍ତୁ | ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଏହି ପରି ରୋଗ ସବୁ ଦେଖା ଯାଏ ତେଣୁ ଏହି ସବୁ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜେ ନିଜର ଘରେ ରହି ଏହାର ଉପଚାର ମାତ୍ର କିଛି ସମୟରେ କରିପାରିବେ ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ଥଣ୍ଡା, କାଶ ଭଳି ରୋଗରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ସେଇ ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ତାହାଲେ ପ୍ରଥମେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଗୋଲ ମରିଚ, ଲବଙ୍ଗ,ଜିରା ଶୁଣ୍ଠି, ହଳଦୀ,ଗୁଡ଼, ତୁଳସୀ

ପ୍ରସ୍ତୁତି ପ୍ରଣାଳୀ :-

ଦର୍ଶକ ଏହି ଘରେଇ ଉପଚାର ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ତାକୁ ଗ୍ୟାସ ରେ ବସାନ୍ତୁ ତାପରେ ସେଥିରେ ଏକ ଗ୍ଲାସ ପାଣି ଦିୟନ୍ତୁ ଓ ଏହାକୁ ଗରମ କରନ୍ତୁ ତାପରେ ସେଥିରେ ଗୋଲମରିଚ କୁ ଗୁଣ୍ଡ କରି ଏକ ଚାମଚ ଗୋଲମରିଚ ଗୁଣ୍ଡ ସେହି ପାଣି ପକାନ୍ତୁ | ତାପରେ ସେଥିରେ ଦୁଇଟି ଲବଙ୍ଗ କୁ ଛେଞ୍ଚି ସେହି ପାଣି ରେ ପକାନ୍ତୁ | ତାହା କିଛି ସମୟ ପରେ ସେଥିରେ ଏକ ଚାମଚ ଜିରା ଗୁଣ୍ଡ, ଏକ ଚାମଚ ସୁଣ୍ଟି ପାଉଡର, ଏକ ଚାମଚ କଞ୍ଚା ହଳଦୀ ଗୁଣ୍ଡ, ଏକ ଚାମଚ ଗୁଡ଼,ତାହା ସହିତ 2 ରୁ 3 ଟି ତୁଳସୀ ପତ୍ର ଯାହା ଆପଣଙ୍କ ଶରୀର ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼େଇଥାଏ | ତେଵେ ଏ ସମସ୍ତ ସାମଗ୍ରୀ କୁ ପାଣିରେ ରଖି ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଆପଣ ଦେଇଥିବା ପାଣି ଫୁଟି ଫୁଟି ଅଧା ନ ହେଇଯାଇଛି | ଏବେ ଏହାକୁ ଗରମ ହେଇ ସାରିବା ପରେ କାଢି ନିୟନ୍ତୁ ଓ ଏବେ ଏହାକୁ ସେବନ କରନ୍ତୁ |

ବ୍ୟବହାର ବା ସେବନ ବିଧି :-

ତେବେ ବନ୍ଧୁଗଣ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି ଉଷମ ହେଇଯିବା ପରେ ଏଥିରେ ଗୋଟିଏ ଚାମଚ ଏହାକୁ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟା ସେବନ କରନ୍ତୁ ଦେଖିବେ ଆପଣଙ୍କ ର ପୁରୁଣା ରୁ ଅତି ପୁରୁଣା ଥଣ୍ଡା କାଶ ଭଳି ରୋଗ ଅତି ସହଜରେ ମାତ୍ର କେତେଟି ଦିନ ରେ ପୂରା ଗାୟବ ହେଇଯିବ | ତାହେଲେ ଆଉ ଡେରି ନ କରି ଶୀଘ୍ର ଏହି ଘରେଇ ଉପଚାର କୁ ପ୍ରସ୍ତୁତି କରି ଏହାର କରାମତି ଜାଣନ୍ତୁ |

ତେବେ ଏହା ଥିଲା ଥଣ୍ଡା, କାଶ, କଫ ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର | ଯାହା କୁ ମାନିଲେ ଆମେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment