ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ଅନେକ ପ୍ରକାରର ରୋଗ ମାନ ଦେଖା ଯାଇଥାଏ | ତେବେ ସେ ସମସ୍ତ ରୋଗ ଯୋଗୁଁ ଆମର ସ୍ୱାସ୍ଥ୍ୟ ଜନିତ ଅନେକ ଅସୁବିଧା ମଧ୍ୟ ହୋଇଥାଏ | ଆଉ ତାହା ସହିତ ଏହି ଥାଇରଏଡ ଜନିତ ରୋଗ କାରଣରୁ ଆମେ ଅନେକ ସମୟରେ କଷ୍ଟ ମଧ୍ୟ ପାଇଥାଉ | ତେବେ ଆଜି ଆମେ ଆଲୋଚନା କରିବା ଏହି ଭଳି ଏକ ରୋଗ କାହିଁକି ହୋଇଥାଏ ଏହା ର କାରଣ ବିଷୟରେ |ଆସନ୍ତୁ ତାହେଲେ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଥାଇରଏଡ ଭଳି ରୋଗ କାହାକୁ କୁହାଯାଏ :-
କୁହାଯାଉଛି କି ଆମର ଗୋଳା ରେ ଥାଇରଏଡ ଗ୍ରନ୍ଥି ରହିଛି ଯାହା ଆମ ବଡି ର ମେଟା ବୋଲିଜିମ କୁ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ଏହା ଛଡା କୁହାଯାଉଛି କି ଥାଇରଏଡ ରୁ ଥାଇରାକ୍ସି କ୍ଷରଣ ହୋଇଥାଏ | ଆଉ ତା ହା କେତେବେଳେ ବେଶୀ ତ ଆଉ କେତେବେଳେ କମ ହୋଇଥାଏ | ଥାଇରଏଡ ବେଶୀ କ୍ଷରଣ ହେବେ ତାହା କୁ ଆମେ ମାନେ ହାଏପର ସିକ୍ରିସନ ଓ କମ ହେଲେ ହାଇପ ସିକ୍ରିସନ ବୋଲି ମଧ୍ୟ କହିଥାଉ | ଆଉ ଯାହା କାରଣରୁ ସମସ୍ୟା ଗୁଡିକ ଦେଖା ଯାଇଥାଏ |
ହାଇପ ଥାଇରୋଏଡ଼ଜିମ ରୋଗ କଣ :-କୁହାଯାଏ କି ଆମ ଥାଇରଏଡ଼ ଗ୍ରନ୍ଥି ରୁ T3 ଓ T4 ର ସିକ୍ରିସନ କମ ହେଲେ ଏହି ଭଳି ସମସ୍ୟା ଦେଖା ଯାଇଥାଏ | ଏହା ମୁଖ୍ୟତଃ ମହିଳା ମାନଙ୍କ ନିକଟରେ ଦେଖା ଯାଇଥାଏ | ଆଉ ଯାହା ଫଳରେ ଓଜନ ବଢ଼ିଯିବ, ଚୁଟି ଝଡିବା, ଦେହ ହାତ ଡ୍ରା ଦେଖା ଯିବା ଓ ଶେଷରେ ଦୁର୍ବଳ ଲାଗିଵା ଭଳି ସମସ୍ୟା ମାନ ମଧ୍ୟ ଦେଖା ଯାଇଥାଏ |
ହାଇପର ଥାଇରେଡ଼ିଜିମ ହେଲେ କଣ ହୁଏ :-ଆଉ ଯାହା କୁହାଯାଉଛି କି ଥାଇରଏଡ ହୋର୍ମନ ଅଧିକ ସିକ୍ରିସନ ହେଲେ ଏହି ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ | ଆଉ ଯେଉଁଥିପାଇଁ ଦୁର୍ବଳ ଲାଗିବ, ସ୍ୱାସ୍ଥ୍ୟ କମିଯିବ, ଚୁଟି ଉପୁଡିବା ଭଳି ସମସ୍ୟା ମାନ ସୃଷ୍ଟି ହୋଇଥାଏ ବୋଲି ମଧ୍ୟ କହଯାଉଛି |
ଥାଇରଏଡ଼ ରୋଗ ର କାରଣ କଣ ରହିଛି :-କୁହାଯାଉଛି କି ଅଟୋ ଇମ୍ୟୁନିଜିମ ଯୋଗୁଁ ଆଜି କାଲି ଲୋକ ମାନଙ୍କର ଥାଇରଏଡ ବଢିବା ଵା ଥାଇରଏଡ ହୋର୍ମନ କମିବ ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ | ଯାହା ଏହି ରୋଗ ସୃଷ୍ଟି କରିବାର କାରଣ ବୋଲି କୁହାଯାଏ |
ଥାଇରଏଡ଼ ରୋଗ ର ପରୀକ୍ଷା କେମିତି କରିବା :-ତେବେ ଏହି ରୋଗ ଜାଣିବା ପାଇଁ ଆମେ ପ୍ରଥମେ ରୋଗୀ ପାଖରେ ଥାଇରଏଡ଼ ରୋଗ ପାଇଁ କିଛି ସିମ୍ପଟମସ ଦେଖା ଯାଉଛି କି ନାହିଁ ପଚାରିଥାଉ | ତାହା ପରେ ଆମେ ମାନେ ରୋଗୀ ର ରକ୍ତ ପରୀକ୍ଷା କରି ରକ୍ତ ରେ T3,T4,TSH ପରୀକ୍ଷା ମଧ୍ୟ କରିଥାଉ |
ଥାଇରଏଡ଼ ରୋଗ ର ଚିକିତ୍ସା କଣ ରହିଛି :-
ତେବେ ଏହି ରୋଗ ର ଚିକିତ୍ସା ପାଇଁ ଆମେ ରୋଗୀ ର ରକ୍ତ ପରୀକ୍ଷା କରିବା ଆବଶ୍ୟକ ଥାଏ ଆଉ ତାହା ପରେ ସେହି ଅନୁସାରେ ଟେବଲେଟ ବ୍ୟବହାର କରିଥାଉ | ଏହି ରୋଗ ରୁ ମୁକ୍ତି ପାଇଁକି ଆମେ ମାନେ ଖାଲି ପେଟ ରେ ଖାଇବା ଆବଶ୍ୟକ ହୋଇଥାଏ |ଆଉ ଖାଇବା 45 ମିନିଟ ପରେ ଖାଦ୍ୟ ଗ୍ରହଣ କରିବା ଉଚିତ |ଥାଇରଏଡ ରୋଗ ପାଇଁ ଅନ୍ଧବିଶ୍ୱାସ :-ତେବେ ଥାଇରଏଡ଼ ପାଇଁ ଆମେ କହୁ ଯେ ଫୁଲ କୋବି ଓ ବନ୍ଧା କୋବି ଖାଇବା ପାଇଁ ଅନୁଚିତ ତାହା ନୁହଁ ଅଧିକ ପରିମାଣରେ ଏହା କୁ ଖାଇବା ଦ୍ୱାରା କିଛି ପରିମାଣରେ ଏହି ସମସ୍ୟା ଦେଖା ଯାଇଥାଏ |
ତେବେ ଏହା ଥିଲା ଥାଇରଏଡ଼ ଭଳି ସମସ୍ୟା ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।