ବିଭିନ୍ନ ସମୟରେ ଗୋଟିଏ ଦଳର ନେତା ଓ ଅନ୍ୟ ଦଳର ନେତା ମଧ୍ୟରେ ଏମିତି କିଛି ବିବାଦ ସୃଷ୍ଟି ହୋଇ ଯାଇଥାଏ ଯାହା ପାଇଁ ସୋସିଆଲ ମିଡ଼ିଆରେ ଚହଳ ଦେଖା ଯାଇଥାଏ। ଆଉ ଏବେ ଏମିତି ଏକ ଭିଡ଼ିଓ ନଜରରେ ଆସିଛି ଯେଉଁଠାରେ ନିକଟରେ ରିଲିଜ ହୋଇଥିବା ଫିଲ୍ମ “କାଶ୍ମୀର ଫାଇଲ” କୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟରେ କଡ୍ଡା ଟକ୍କର ହୋଇଛି ଆସନ୍ତୁ ଜାଣିବା ସେ ବିଷୟରେ।
ଏହି ସମୟରେ ଏକ ଭିଡ଼ିଓ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଯେଉଁଠାର ଜଣେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ସମସ୍ତେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେ ସର୍ବଦା ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସି ଥାଆନ୍ତି। ଆଉ ସେ ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜିରୱାଲ ଏବେ ପୁଣି ଆଗକୁ ଆସିଛନ୍ତି। ଆଉ ଏହିଠାରେ ସେ ନିଜର ବିଧାନସଭା ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ସମାଲୋଚନା କରିବା ସହିତ କିଛି ଉପଦେଶ ଦେଇଛନ୍ତି। ଆଉ ତାଙ୍କର MLA ମାନେ ଏଥିରେ ସହମତି ମଧ୍ୟ ଜଣେଇଛନ୍ତି।
ଆଉ ନିକଟରେ ଏକ ଫିଲ୍ମ ବଲିଉଡରେ ଆସିଥିଲା ଯାହାର ନାମ ଥିଲା” କାଶ୍ମୀର ଫାଇଲ” ଆଉ ଏହାକୁ ନେଇ ବିଭିନ୍ନ ମହଲରେ କୋଳାହଳ ଦେଖା ଦେଇଥିଲା ଯାହା ସୋସିଆଲ ମିଡ଼ିଆରେ ସମାଲୋଚନା ସହିତ ପର୍ଯ୍ୟଲୋଚନା ମଧ୍ୟ କରା ଯାଇଥିଲା ଏବଂ ଏହା କୁ ନେଇ ବଡ଼ ବଡ଼ ନେତା ମନ୍ତ୍ରୀ ମାନେ ମଧ୍ୟ ସାମ୍ନାକୁ ଆସିଥିଲେ। ଆଉ ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜିରୱାଲ ମଧ୍ୟ କିଛି ବିଜେପି ର ରାଜନୀତି ଉପରେ ମତ ରଖିଛନ୍ତି ଆଉ ଏମିତି କିଛି କହି ବିଧାନସଭା ରେ ବିଜେପିକୁ ଧୋଇଲେ ଯାହା କୁ ଶୁଣିବା ପରେ ତାଙ୍କର ନେତା ମାନେ ହସି ହସି ବେଦମ। ଆଉ ଏହିଭଳି ପରିସ୍ଥିତି ରେ ଭିଡିଓ ଟି ଭାଇରଲ ହୋଇଛି ଯାହା ସମସ୍ତଙ୍କ ପାଖରେ ପହଂଚି ପାରିଛି। ଆଉ ସେହି କାଶ୍ମୀର ପଣ୍ଡିତ ମାନଙ୍କ ଉପରେ ପର୍ଯ୍ୟବେସିତ ସିନେମା କୁ ଦେଖିବା ପରେ କିଛି ସ୍ଥାନରେ ବିରୋଧ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ସ୍ୱୀକୃତି ଦେଇଛନ୍ତି।
ଔଭି ଫିଲ୍ମ ଏକ କିଛି ଧର୍ମ ଓ ଅତ୍ୟାଚାର ଉପରେ ହୋଇ ଥିବାରୁ ଯାହା ସବୁ ରହସ୍ୟ ସାମ୍ନାକୁ ଆସିଲା । ଏହି ରହସ୍ୟ ସମ୍ପର୍କରେ ସମସ୍ତେ ଜାଣିବା ପରେ କିଛି ଏହାକୁ ନେଇ ବିରୋଧ କରିଥିଲେ ହେଲେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜିରୱାଲ କିଛି ଏମିତି କହି ବର୍ଷି ଛନ୍ତି। ଆଉ ଏହି ଫିଲ୍ମ ପାଇଁ କେନ୍ଦ୍ର ସରକାର ଟ୍ୟାଖ୍ସ ମାଗଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ଯେ ଏହି ସିନେମାକୁ ୟୁଟ୍ୟୁବ ରେ ମାଗଣା ରେ ଦେଖିବା ପାଇଁ ସ୍ୱୀକୃତି ଦିଆ ଯାଉ ଯାହାକୁ ସମସ୍ତେ ବିନା ଶୁକ୍ଳ ରେ ଡାଉନଲୋଡ଼ କରି ଦେଖି ପାରିବେ। ଆଉ ମଧ୍ୟ କହୁଛନ୍ତି ଯେ ଦିଲ୍ଲୀ ରେ ସମ୍ପୂର୍ଣ୍ଣ ମାଗଣା ବିଜୁଳି ସେବା ଏବଂ ପଢିବା ପାଇଁ ସ୍କୁଲ ସୁବିଧା , ମେଡିକାଲ ସୁବିଧା ଯୋଗାଇ ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।