ଚତୁରତା ପ୍ରଶ୍ନ –ତାହା କଣ ଯାହା ପୁଅ ମାନେ ସବୁଦିନ ଏବଂ ଝିଅ ମାନେ ବର୍ଷରେ ଥରେ ପିନ୍ଧନ୍ତି ? ଉତ୍ତର ବୋଧେ ଆପଣଙ୍କ ପାଖରେ ନଥିବ …..
ମନୁଷ୍ୟ ମଧ୍ୟରେ ଜ୍ଞାନ ଭରପୁର ହୋଇ ରହିଛି ମାତ୍ର ଯିଏ ତାର ସଠିକ ଫାଇଦା ଉଠିପାରିବ ସେ ଦୁନିଆରେ ସବୁଠୁ ଆଗରେ ରହିବ । ଭଗବାନ ପ୍ରତ୍ୟେକ ମନୁଷ୍ୟକୁ ସମାନ ଭାବରେ ଜ୍ଞାନ ପ୍ରଦାନ କରିଥାନ୍ତି ମାତ୍ର କେହି କେହି ତାର ସଠିକ ବିନିଯୋଗ କରିପାରନ୍ତି ନାହିଁ । ଏହି ଜ୍ଞାନ ମାଧ୍ୟମରେ ଆମେ ଏକ ଉଚ୍ଚ ବ୍ୟକ୍ତି ଭାବେ ପରିଗଣିତ ହେଉ । ପାଠ ପଢି ସାରା ଦୁନିଆରେ ନାମ କରାଉ । ମାତ୍ର ବେଳେ ବେଳେ କଣ ହୋଇଥାଏ କି ଆମେ ମାନେ ଏତେ ପାଠ ପଢିଥିଲେ ମଧ୍ୟ ବେଳେ ବେଳେ କେତେକ ସମୟରେ ସାଧାରଣ ପ୍ରଶ୍ନର ଉତ୍ତର ପ୍ରଦାନ କରିପାରିନଥାଉ । ଯାହା ଦ୍ୱାରା କି ଆମେ ମାନେ ସେହିଠାରେ ବହୁତ ଅପମାନିତ ହେଉ ।
ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଯାହା ଆଇଏସ ପରୀକ୍ଷା ରେ ପଚରା ଯାଇଥିଲା , ତେବେ ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକ କଣ ଓ ତାର ଉତ୍ତର କଣ ।
1–କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇଥାଏ
ଉତ୍ତର–ବି 6 ଏବଂ ବି 12
2–ସେ କିଏ ୟାହାର ମୁଣ୍ଡ ନାହିଁ ମାତ୍ର ଟୋପି ପିନ୍ଧେ
ଉତ୍ତର–ବୋତଲ
3–ଭାରତର ସର୍ବାଧିକ ଜଳସେଚିତ ରାଜ୍ୟ କଣ ଅଟେ
ଉତ୍ତର–ଉତ୍ତର ପ୍ରଦେଶ
4–ଭାରତର କେଉଁ ରାଜ୍ୟରେ ପ୍ରଚୁର ନଡିଆ ଚାଷ ହୋଇଥାଏ
ଉତ୍ତର–କେରଳ
5–ବାରତରେ ପ୍ରଥମେ କେବେ ରେଳ ଚାଲିଲା
ଉତ୍ତର–1853 ମସିହାରେ
6–ତାହା କଣ ଯାହା ପୁଅ ମାନେ ସବୁଦିନ ଏବଂ ଝିଅ ମାନେ ବର୍ଷରେ ଧରେ ପିନ୍ଧନ୍ତି
ଉତ୍ତର–ପଇତା
7–କଣ ଲେଇଟା ଯାହାକୁ ଛେପ ଲଗାଇ ସିଧା କରାନ୍ତି ଏବଂ କଣା ଭିତରେ ପୁରାନ୍ତି
ଉତ୍ତର–ସୂତାରେ ଛୋପ ଲଗାଇ ସିଧା କରନ୍ତି ଏବଂ ଛୁଞ୍ଚିର କଣାରେ ପୁରାଇଦିଅନ୍ତି ।
8–କଣ ସେଇଟା ଯାହା ଗାଇ ମାନଙ୍କର 4 ଟା ଏବଂ ମହିଳା ମାନଙ୍କର 2 ଟା ରହିଥାଏ
ଉତ୍ତର–ଗୋଡ
9–ତାହା କଣ ଯାହା ଅଧା ପୁରାଇଲେ କାଟେ ଏବଂ ପୂରା ପୁରାଇଦେଲେ ଆରାମ ଲାଗେ
ଉତ୍ତର–ଚୁଡି
10–ମଣିଷ ଶରୀରର କେଉଣ ଅଂଗ ରାତି ହେବା ମାତ୍ରରେ ବନ୍ଦ ହୋଇଯାଏ
ଉତ୍ତର–ଆଖିର ପତା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।