Odisha News Portal

IAS ପରୀକ୍ଷା ପ୍ରଶ୍ନ ! ତାହା କେଉଁ ଜିନିଷ ଯାହାକୁ ଗୋଟିଏ ସ୍ତ୍ରୀ ସମସ୍ତଙ୍କ ସାମ୍ନା ରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ନୁହେଁ ? କେବଳ ଚାଲାକ ଲୋକ ହିଁ ଉତ୍ତର ବାହାର କରିପାରିବେ ?

0 11

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ ।

ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ । ଶିକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ପ୍ରତ୍ୟେକ ସ୍ଥାନରେ ଏବେ ପ୍ରତ୍ୟେକ ବ୍ୟକ୍ତିକୁ ସମସ୍ତ ପରୀକ୍ଷାରେ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡୁଛି । ପରୀକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି ।

ଏଥିପାଇଁ ଲୋକମାନେ ମଧ୍ୟ ସେଥିପାଇଁ ଜୋରଦାର ପ୍ରସ୍ତୁତ ମଧ୍ୟ କରୁଛନ୍ତି । ସର୍ବଦା କିଛି ନା କିଛି ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବ ସେହି ସମସ୍ତ ପ୍ରଶ୍ନ ବିଷୟରେ ।

1–ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ସାହିତ୍ୟ କ୍ଷେତ୍ରରେ

2–ଲିଙ୍ଗରାଜ ମନ୍ଦିର କେଉଁଠାରେ ଅଛି ?

ଉତ୍ତର- ଭୁବନେଶ୍ବରରେ

3–ଭାରତର ବଗିଚା କେଉଁ ସହରକୁ କୁହନ୍ତି ?

ଉତ୍ତର- ବେଙ୍ଗୁଲୁରୁ

4–ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି?

ଉତ୍ତର:-ପାକିସ୍ଥାନ

5–ପୃଥିବୀ ସୂର୍ଯ୍ୟ ନିକଟକୁ କେବେ ଆସିଥାଏ ?

ଉତ୍ତର- ୩ ଜାନୁଆରୀ

6– ତାହା କଣ ଯାହାକୁ ଗୋଟିଏ ସ୍ତ୍ରୀ ସମସ୍ତଙ୍କ ସାମ୍ନା ରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ନୁହେଁ ?

ଉତ୍ତର- ଧଳା ଶାଢୀ

7–ସିନ୍ଧୁ ସଭ୍ୟତା ଖୋଜିବା କେଉଁ ମସିହାରେ ହୋଇଥିଲା ?

ଉତ୍ତର- 1921

8–ଧଳା ସୁନା କାହାକୁ କୁହନ୍ତି ?

ଉତ୍ତର- ପ୍ଲେଟିନମ

9–ରାଜ୍ୟ ଶାସନର ମୁଖିଆ କିଏ ଅଟନ୍ତି ?

ଉତ୍ତର- ରାଜ୍ୟପାଳ

10–ସିନେମାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଫ୍ରାନ୍ସ

11–ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?

ଉତ୍ତର- ମସ୍ତିସ୍କ

12–କେଉଁ ଦେଶରେ ସିଗାରେଟ୍ ପେଇଲେ ଫାଶୀ ଦଣ୍ଡ ମିଳିଥାଏ?

ଉତ୍ତର:-କାନାଡା ରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।