Odisha News Portal

ଏହି ଘରୋଇ ଉପାୟ କରିବା ଦ୍ବାରା ଥଣ୍ଡା , କାଶ , ଛିଙ୍କ , ଗଳାରେ କଷ୍ଟ ଭଳି ସମସ୍ୟା ଦୂର ହୋଇଯିବ ! 100 % ଗ୍ୟାରେଣ୍ଟି….

ଥଣ୍ଡା , କାଶ , ଛିଙ୍କ , ଗଳାରେ କଷ୍ଟ ଭଳି ସମସ୍ୟା ପାଇଁ ଏହାକୁ କେବଳ ଥରେ ସେବନ କରିବା ଦ୍ବାରା ସବୁଦିନ ପାଇଁ ଏହି ସମସ୍ତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଥଣ୍ଡା,କାଶ ଏବଂ ଝିଙ୍କ ହେବା ଏକ ,ସାଧାରଣ ସମସ୍ୟା କିନ୍ତୁ ଶୀତ ଦିନ ମାନଙ୍କରେ ଅଳ୍ପ ଅସାବଧାନତା କାରଣରୁ ଆମେ ଏହାର ସଂସ୍ପର୍ଶରେ ଆସିଯାଉ । ତେବେ ବାରମ୍ବାର ଔଧର ସେବନ କରିବା ଦ୍ବାରା ଯଦି ଆପମଙ୍କର ଏହି ସମସ୍ୟ ସମସ୍ୟା ଦୂର ହେଉ ନାହିଁ ତେବେ ଆଜିର ଏହି ଚମତ୍କାରୀ ଉପାୟ କେବଳ ଆପଣ ମାନଙ୍କ ପାଇଁ ଆମେ ଖାସ୍ କରି ନେଇ ଆସିଛୁ ।

ଏହାକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ କାରଣ ଏହା ଆପଣଙ୍କର ପୁରୁଣାରୁ ପୁରୁଣା ଥଣ୍ଡା ଜନିତ ସମସ୍ୟା କୁ ସବୁ ଦିନ ପାଇଁ ଦୂରପ କରିଥାଏ । ତେବେ ଚାଲନ୍ତୁ ଜାଣିନେବା ଆଜିର ଏହି ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ।

ଏହାକୁ ବନେଇବା ପାଇଁ ଦୁଇ କପ୍ ପାଣିର ଆପଣଙ୍କୁ ଆବଶ୍ୟକ ପଡିବ । ଏହାପରେ ଆପଣଙ୍କୁ ଆବଶ୍ୟକ ଏକ ଚାମଚ ଜିରା । ଜିରା ଥଣ୍ଡା ଜନିତ ସମସ୍ୟା ପାଇଁ ବହୁତ ଲାଭ ଦାୟକ ଅଟେ । ଏହାସହିତ ଜିରା ମୁଣ୍ଡ ବିନ୍ଦା ଏବଂ ବନ୍ଦ ନାକକୁ ଖୋଲିବା ପାଇଁ ବହୁତ ସାହାଯ୍ୟ କରିଥାଏ । ଆପଣ ଦୁଇ କପି ପାଣିରେ ଏକ ଚାମଚ ଜିରା ପକାଇ ଏର ପାତ୍ରରେ ଫୁଟାନ୍ତୁ । ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଆପଣଙ୍କ ପାଣି ଫୁଟି ଦେଢ ଗ୍ଲାସ ନ ହୋଇଯିବ ।

ଦେଢ ଗ୍ଲାସ ପାଣି ରହିଗଲା ପରେ ଆପଣ ଜିରା କୁ ଛାଣି ନିଅନ୍ତୁ ଏବଂ ତାହାର ପାଣି ଅଲଗା କରି ନିଅନ୍ତୁ । ବର୍ତ୍ତମାନ ଆପଣଙ୍କୁ ଆବଶ୍ୟକ ପଡିବ ତୁଳସୀ ପତ୍ରର । ତୁଳସୀ ପତ୍ରରେ ଶହେରୁ ଅଧିକ ଔଷଧୀୟ ଗୁଣ ମିଳିଥାଏ ବୋଲି ଆପଣ ମଧ୍ୟ ନିଶ୍ଚିତ ଭାବରେ ଜାଣି ଥିବେ । ଏହା ଆମର ଥଣ୍ଡା , କାଶ ,ଛିଙ୍କ ଏବଂ କଫ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।

ଆପଣ 7-8ଟି ତଉସୀ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ସେହି ଜିରା ପାଣିରେ ମିଶାନ୍ତୁ ଏବଂ ସେହି ପାଣିକୁ ଆଉ ଥରେ ଫୁଟାନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ଅଳ୍ପ ଅଦା । ଅଦା ଆମ ଶରୀରରୁ ଥଣ୍ଡାକୁ କାଢିଥାଏ ଏବଂ ଗରମ ପ୍ରବେଶ କରିଥାଏ । ଆପଣ ଏକ ଚାମଚ ଅଦାକୁ ଛେଲି ସେହି ପାଣିରେ୍ ପକାନ୍ତୁ । ତାପରେ ଏହାକୁ ଧୀମା ଆଞ୍ଚରେ ଧୀରେଧୀରେ ଛାଡିଦେବେ ।

ଯେବେ ଏହି ଦେଢ ଗ୍ଲାସ ପାଣି ଫୁଟି ଏକ ଗ୍ଲାସ ରହିଯିବ ତେବେ ଆପଣ ପାଣିକୁ ଛାଣି ଅଲଗା କରି ନିଅନ୍ତୁ । ଏବେ କାଢା ପ୍ରସ୍ତୁତ ହୋଇଗଲା , ଏହାକୁ ମିଠାକରିବା ପାଇଁ ଏଥିରେ 1-2 ଚାମଚ ମହୁ ମଧ୍ୟ ମିଶାଇ ପାରିବେ ।


ଏହି କାଢାର ସେବନ ଆପଣ ଦିନରେ କେବେ ବି କରିପାରିବେ । କିନ୍ତୁ ଯଦି ଏହାର ପ୍ରୟୋଗ ସକାଳ ବେଳା କରିବେ ତେବେ ଏହା ଆପଣଙ୍କ ପାଇଁ ଅଧିକ ଲାଭ ଦାୟକ ହେବ । ଏହାର ସେବନ କରିବାର 1 ଘଣ୍ଟା ପୂର୍ବରୁ କିଛି ଖାଆନ୍ତୁ ନାହିଁ ଏବଂ ସେବନର 1 ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଏହାକୁ ଦିନରେ କେବଳ ଥରେ ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।