ବଲାଙ୍ଗିରରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା ! କପିଳେଶ୍ୱର ବାବା ମନ୍ଦିରରେ ବୃଷଭଙ୍କୁ କ୍ଷୀର ପିଉଛନ୍ତି ଲୋକେ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଓ ବହୁତ ଚର୍ଚ୍ଚାରେ ଥିବା ଜଣା ପଡିଛି | ତେବେ ସେହି ଭାଇରାଲ ହେଉଥିବା ଭିଡ଼ିଓ ଏକ ମନ୍ଦିରର ବୋଲି ଜଣା ପଡିଥିବା ବେଳେ | ମନ୍ଦିରରେ ଘଟିଥିବା ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା କୁ ଦେଖିବା ପାଇଁ ମନ୍ଦିରେ ନାହିଁ ନଥିଲା ଭିଡ ଦେଖିବାକୁ ମିଳିଛି | ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସମସ୍ତ ସ୍ଥାନରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା କୁହାଯାଇଛି | ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଏକ ଶିବ ମନ୍ଦିରରେ ଥିବା ଵୃଷବ କ୍ଷୀର ପିଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ସମ୍ପୂର୍ଣ ଘଟଣା ବିଷୟରେ |

ତେବେ ବନ୍ଧୁ ଗଣ ଏମିତି ଏକ ଅଲୌକିକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକର ବିଭିନ୍ନ ଗ୍ରାମର ଶିବ ମନ୍ଦିରରେ ଥିବା ବୃଷଭମାନେ କ୍ଷୀର ପିଉଛନ୍ତି | ତେବେ ଏଭଳି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପ୍ରାୟ ଶିବ ମନ୍ଦିରରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେବା ଦେଖା ଯାଇଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ମନ୍ଦିର ଏପରି ଅଦ୍ଭୁତ ଦୁଶ୍ୟ ଦେଖି ଲୋକମାନେ ପୂଜାର୍ଚ୍ଚନା କରିବା ସହିତ ଭଜନକୀର୍ତ୍ତନ ଆରମ୍ଭ ମଧ୍ୟ ଆରମ୍ଭ କରିଦେଇଥିଲେ | ତେବେ ଏପରି ଘଟଣା ମଙ୍ଗଳବାର ସନ୍ଧ୍ୟା 7 ଟା ବେଳେ ଦେଖା ଯାଇଛି |

ତେବେ ସେଠାରେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଦେଖିବାକୁ ମିଳିଥିଲା |ଆଉ ତାହା ପରେ ସେଠାରେ ଉପସ୍ଥିତ ଥିବା ଶିବ ଭକ୍ତ ମାନେ ଶିବ ମନ୍ଦିରରେ ଥିବା ବୃଷଭ କ୍ଷୀର ପିଉଥିବା ଦେଖି ଏକ ଭିଡ଼ିଓ କରି ନେଇ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଦେଖିବାକୁ ମିଳିଥିଲା ଏହା ପରେ ପ୍ରତ୍ୟେକ ଗ୍ରାମରେ ଥିବା ଶିବ ମନ୍ଦିରଗୁଡିକୁ ଯାଇ ଲୋକେ ବୃଷଭଙ୍କୁ କ୍ଷୀର ପିଆଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ବୃଷଭ କ୍ଷୀର ପିଇବା ପରେ ଗ୍ରାମର ଅନେକ ଲୋକ ସେଠାରେ ପହଞ୍ଚିଯାଇଥିଲେ | ତାପରେ ସେଠାରେ ପରିବେଶ ଓଁ ନମଃ ଶିବାୟ ଧ୍ବନିରେ ଅଞ୍ଚଳ ଫାଟି ପଡ଼ିଥିଲା | ସେଠାରେ ଏକ ଭକ୍ତିମୟ ଓ ଶିବମୟ ପରିବେଶ ସୃଷ୍ଟି ହୋଇଥିଲ |

ତେବେ ଏପରି ଅଲୌକିକ ଘଟଣା ପାଟଣାଗଡ଼ ବ୍ଲକ ଖୁଣ୍ଟ ସମଲାଇ ଗ୍ରାମରେ ଥିବା ଶିବ ମନ୍ଦିରରେ ଦେଖିବାକୁ ମିଳିଥିବା ବେଳେ ସେଠାରେ ଭିଡ ହୋଇଥିଲା | ସେହିପରି ପ୍ରତ୍ୟେକ ଶିବ ମନ୍ଦିରରେ ଏବେ ପୂଜାର୍ଚ୍ଚନା ଚାଲିବା ସହିତ ଶ୍ରଦ୍ଧାଳୁମାନେ ଯାଇ ବୃଷଭଙ୍କୁ କ୍ଷୀର ପିଆଇବାରେ ଲାଗିଛନ୍ତି | ଆଉ ଦେବ ଦେବ ମହାଦେବ ଙ୍କର ଶୁଭ ଆଶୀର୍ବାଦ କାମନା ମଧ୍ୟ କରିବାକୁ ଲାଗିଥିଲେ ସେହି ଗ୍ରାମ ର ଲୋକ ମାନେ | ଯାହା ଏବେ ସୋସିଆଲ ମିଡିଆରେ ଠୁ ଆରମ୍ଭ କରି ସମସ୍ତ ସ୍ଥାନରେ ଏହାର ଭିଡ଼ିଓ ଭାଇରାଲ ହେବା ସହିତ ବହୁତ ପ୍ରଶଂସା ମଧ୍ୟ ଚାଲିଛି | ଆଉ ଯାହା ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment