Big Update – ଶିକ୍ଷକଙ୍କ ପାଇଁ ଖୁସି ଖବର !… ଶୀଘ୍ର ଦେଖନ୍ତୁ

ଆଜ୍ଞା ହଁ ଦର୍ଶକ ବନ୍ଧୁ କରୋନା ଏହି ମହାମାରୀ ଚାଲିଥିବା ସମୟରେ ରାଜ୍ୟ ବେକାରୀ ସମସ୍ୟାର ହାର ଧୀରେ ଧୀରେ ବୃଦ୍ଧି ପାଇବକୁ ଲାଗିଛି, ବହୁତ ଲୋକ ଏହି ସମୟରେ ତାଙ୍କର ଚାକିରୀ ଓ ବ୍ୟବସାୟ ହରାଇଥିଲା ବେଳେ ବହୁତ ଲୋକ ଏମିତି ଅଛନ୍ତି ଯାହାର ଭାଗ୍ୟ ବଦଳିଯାଇଛି, ହେଲେ ଏହି ସମୟରେ ରାଜ୍ୟ ସରକାର ଙ୍କ ଏହି ପଦକ୍ଷେପ ବହୁତ ଆଶ୍ଚର୍ଯ୍ୟ ଜନକ ହେଇଥିଲା ମଧ୍ୟ ସରକାର ଏହି ଜୁନ ମାସ ରେ 11 ହଜାର ନୂଆ ଶିକ୍ଷକ ନିଯୁକ୍ତି ପତ୍ର ପ୍ରଦାନ କରିବା ନେଇ ଜଣା ପଡିଛି |

ରାଜ୍ୟ ଏବେ 8 ହଜାର ବିଦ୍ୟାଳୟ ରେ ଶିକ୍ଷକ ପଦ ଖାଲି ଥିବା ବେଳେ, ଏବେ ପ୍ରଥମ ପର୍ଯ୍ୟୟ ରେ 5 ହଜାର ବିଦ୍ୟାଳୟ ରେ ଶିକ୍ଷକ ଙ୍କୁ ଦିଆଯିବ, ତା ପରବର୍ତ୍ତୀ ପର୍ଯ୍ୟୟ ରେ ଆଉ 3 ହଜାର ନୁଯୁକ୍ତି କୁ ନେଇ ଆଲୋଚନା କରାଯାଉଛି | ଗତ 19 ବର୍ଷ ଧରି ଗଣଶିକ୍ଷା ବିଭାଗ ରେ ନିଜର ଦାୟିତ୍ୱ ସମ୍ଭାଳୁ ଥିବା ସମୀର ରଞ୍ଜନ ଦାସ କହିଛନ୍ତି, ରାଜ୍ୟ ରେ ଏବେ ନବ ନିର୍ମିତ ବିଦ୍ୟାଳୟ କୁ ଦୃଷ୍ଟି ରଖି ଆଗକୁ ମଧ୍ୟ ଶିକ୍ଷକ ନିଯୁକ୍ତି କରାଯିବ, ରାଜ୍ୟ ଏବେ 200 ଟି ନୂଆ ବିଦ୍ୟାଳୟ ଖୋଲିବାକୁ ଯାଉଛି ସେଥିମଧ୍ୟରୁ ଆଦର୍ଶ ମହାବିଦ୍ୟାଳୟ ମାନଙ୍କ ରେ ବୋହୁ ସଂଖ୍ୟ କ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି |

ଏହି ଜୁନ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟୟ ରେ 11 ହଜାର ନୂଆ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ଯାହା 5 ହଜାର ବିଦ୍ୟାଳୟ ପାଇଁ ଉଦିଷ୍ଟ ହେଇଛି ବୋଲି ରାଜ୍ୟ ସରକାର ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ସେ ଏ କଥା ମଧ୍ୟ କହିଛନ୍ତି ଯେ, ରାଜ୍ୟ ରେ ଗଢ଼ି ଉଠୁଥିବା ନୂଆ ଆଦର୍ଶ ବିଦ୍ୟାଳୟ ମାନଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟୟ ରେ 3 ହଜାର ଓ ତା ଭିତରେ ରହିଛି କିଛି ଆଦର୍ଶ ବିଦ୍ୟାଳୟ ମାନଙ୍କ ପାଇଁ ପୁଣି ଥରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ଓ ଧୀରେ ଧୀରେ ରାଜ୍ୟ ରୁ ବେକାରୀ ସମସ୍ୟାର ଦୂରୀକରଣ କରାଯିବା ନେଇ ଆଲୋଚନା କରାଯାଉଛି ଓ ପରୋବର୍ତ୍ତୀ ପର୍ଯ୍ୟୟ ରେ ହେବାକୁ ଥିବା ନୁଯୁକ୍ତି କୁ ବିଜ୍ଞପ୍ତି ଜାରିକରାଯିବି ଓ ଯେଉଁମାନେ ଏହା ପାଇଁ ଯୋଗ୍ୟ ସେମାନେ ହିଁ କେବଳ ଏହାର ଲାଭ ଉଠାଇ ପାରିବେ ବୋଲି କୁହା ଯାଇଛି |

ତାହାଲେ ଜାଣିଲେ ତ ଦର୍ଶକ ବନ୍ଧୁ ସରକାର ଘୋଷଣା କରିଥିବା ଏହି ଶିକ୍ଷକ ନିଯୁକ୍ତି ରେ 11 ହଜାର ନୂଆ ନିଯୁକ୍ତି ପତ୍ର ଏହି ଜୁନ ଶେଷ ସୁଦ୍ଧା ଦିଆ ଯିବ ବୋଲି ଉଭୟ ରାଜ୍ୟ ସରକାର ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment