କେମିତି ଥିଲା ଗାଁ ଦୀପାବଳି ଏବଂ କେମିତି ପାଳିଲେ ରୂପା ( Rupa ) ହଠାତ ଏମିତି କଣ ହେଲା… ମାତ୍ର 4 ଘଣ୍ଟାରେ 156k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ |ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥି ବେ ଓ ତେବେ ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତେବେ ଦୀପାବଳି ରେ ପିଣ୍ଟୁ ଆଉ ଖୁସି କେମିତି ଦୀପାବଳି ପାଳନ କରିଛନ୍ତି ଆସନ୍ତୁ ଜାଣିବା |

ତେବେ ବନ୍ଧୁଗନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଯାହା ଭାଇରାଲ ହେବାର କିଛି ସମୟ ପରେ ବହୁତ ଲୋକ ଏହାକୁ ଦେଖି ପ୍ରଶଂସା କରିଥିବା ଦେଖା ଯାଇଛି | ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖା ଯାଇଛି ତାହାକୁ ଦେଖିଲେ ଦେଖିଲେ ଆପଣଙ୍କର ଗାଁ ର କଥା ମନେ ପଡ଼ିଯିବ | ଏହା ସହିତ ଆପଣ ପ୍ରଶଂସା ନ କରି ରହିପାରିବେନି | ତେବେ ଏହି ଭିଡ଼ିଓ ଦେଖା ଯାଇଛି ଯେ ବୋହୁ ଚର୍ଚ୍ଚିତ ଭ୍ଲୋଗର ପିଣ୍ଟୁ ଓ ରୂପା କିପରି ତାଙ୍କ ଗାଁ ରେ ସୁନ୍ଦର ଭାବରେ ସମସ୍ତ ଙ୍କ ସହିତ ମିଶି ଦୀପାବଳି ପାଳନ କରିଛନ୍ତି | ଆଉ ଘରେ ଓ ବାହାରେ ବେଶ ସୁନ୍ଦର ଭାବରେ ସଜେଇଛନ୍ତି ପିଣ୍ଟୁ ଓ ରୁପା |

ଆଉ ପରିବାର ଲୋକଙ୍କ ସହିତ ମିଶିକି ବହୁତ ସୁନ୍ଦର ଭାବରେ ଦୀପାବଳି ପାଳନ କରିଛନ୍ତି ସେମାନେ |ଆଉ ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ବେଶ ପ୍ରଶଂସା କରିଛନ୍ତି | ତେବେ ଆପଣ ଜାଣିଥିବେ ଯେ ଦୀପାବଳି ଦିନ କିପରି ଗାଁ ବୟସକ ବ୍ୟକ୍ତି ମାନେ ତାଙ୍କର ପୂର୍ବ ପୁରୁଷ ମାନଙ୍କୁ ପୟା ଦ୍ୱାରା ଡାକିଥାନ୍ତି ତାହା ମଧ୍ୟ ଏହି ଭିଡ଼ିଓ ରେ ଦେଖା ଯାଇଛି | ଏହା ସହିତ ବିଭିନ୍ନ ପ୍ରକାର ବାଣ, ମହମବତୀ, ଓ ଆଲୋକ ରେ ବହୁତ ସୁନ୍ଦର ଭାବରେ ସଜେଇ ଥିବା ଘର ଦ୍ୱାର ମଧ୍ୟ ଦେଖା ଯାଇଛି |

ତେବେ ଏହି ଦୀପାବଳିର ଉତ୍ସବ କୁ ନିଜେ ଉପଭୋଗ କରିବା ସହିତ ଏହାକୁ କ୍ୟାମେରା ମାଧ୍ୟମ ରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରେଇଛନ୍ତି |ଆଉ ଆଲୋକ ର ପର୍ବ କୁ ଖୁସି ଓ ମଜା ର ସହିତ ଉପଭୋଗ କରିବା ସହିତ ପରମ୍ପରା କୁ ପୁଣି ଥରେ ମନେ ପକାଇଦେଇଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ମାଧମରେ | ତେବେ ପିଣ୍ଟୁ ଓ ରୂପା ଙ୍କର ଏହି ନିଆରା ପ୍ରୟାସ ସମସ୍ତ ଙ୍କ ମନରେ ଖୁସି ଭରିଦେଇଛି ବୋଲି କହିଛନ୍ତି | ତାହାଲେ ଦର୍ଶକ ବନ୍ଧୁ କିଛି ସମୟର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାର କିଛି ସମୟ ପରେ ଏହାକୁ ବହୁତ ଲୋକ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment