Breaking News – ସାମ୍ନାକୁ ଆସିଲା ବଡ଼ ଖୁଲାସା ! 2023 IPL ପାଇଁ କେଉଁ କ୍ରିକେଟର କେତେ ଟଙ୍କା ପାଇଛନ୍ତି , ଦେଖନ୍ତୁ video…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଯେତେବେଳେ ଖେଳ କଥା ଉଠେ ସେତେବେଳେ ସମସ୍ତ ଙ୍କର ଆଗ୍ରହ ଓ ଇଚ୍ଛା ବଢ଼ି ଯାଇଥାଏ | ଆଉ ତାହା ସହିତ କ୍ରିକେଟ ଖେଳ ପ୍ରତି ସମସ୍ତେ ବିଶେଷ ଭାବରେ ଆଗ୍ରହୀ ଥାଆନ୍ତି | ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ IPL ମ୍ୟାଚ ରେ କିଏ କେତେ ପାଉଛନ୍ତି ଟଙ୍କା ଓ କୋଟି ପତି ହେଉଛନ୍ତି ସେ ବିଷୟରେ କୁହାଯାଇଛି ଭିଡ଼ିଓ ଟିରେ |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବିଶେଷ ଭାବରେ ଜାଣିଥିବେ କି ଇଣ୍ଡିଆ କ୍ରିକେଟର ମାନଙ୍କର ଯିଏ ଯାହାର ଖେଳ ଅନୁସାରେ IPL ମ୍ୟାଚ ରେ ଟଙ୍କା ପାଇଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ କ୍ରିକେଟର ମାନେ IPL ମ୍ୟାଚ ରେ କେତେ ଟଙ୍କା ପାଇଥାନ୍ତି ସେ ବିଷୟରେ କୁହାଯାଉଛି | ତେବେ ଏମାନଙ୍କ ମଧ୍ୟରେ ସବୁଠାରୁ ଉପରେ ରହିଛନ୍ତି ରୋହିତ ଓ ତାଙ୍କ ପରେ ଧୋନି ଓ କୋହଲି ମଧ୍ୟ ରହିଛନ୍ତି | ଆଉ କୋଟି କୋଟି ଟଙ୍କା ପାଇଁକି କୋଟିପତି ହେବାର ସୁଯୋଗ ମଧ୍ୟ ଲାଭ କରୁଛନ୍ତି ଏହି ଇଣ୍ଡିଆନ କ୍ରିକେଟର ମାନେ ବୋଲି କୁହାଯାଉଛି |

ଆଉ ଯାହା କୁହାଯାଉଛି କି କି ମୁମ୍ବାଇ ଇଣ୍ଡିଆନ ର କ୍ୟାପଟେନ 2008-2023 ଭିତରେ ମୋଟ 178 କୋଟି ଟଙ୍କା ରୋଜଗାର କରିଛନ୍ତି | ତେବେ ରୋହିତ ଶର୍ମା ଙ୍କ ପରେ IPL ମ୍ୟାଚ ରୁ ଯିଏ ଅଧିକ ଟଙ୍କା ରୋଜଗାର କରିଛନ୍ତି ସେ ହେଉଛନ୍ତି ଚେନ୍ନାଇ ର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି,ଆଉ ଯିଏ କି IPL ମ୍ୟାଚ ରୁ 176 କୋଟି ଟଙ୍କା ରୋଜଗାର କରିଛନ୍ତି | ତାହା ସହିତ କୁହାଯାଉଛି କି ଧୋନି 6 କୋଟି ରୁ ଆରମ୍ଭ କରିଥିଲେ IPL ମ୍ୟାଚ ଆଉ ଏବେ 12 କୋଟି ରେ ପହଂଚିଲାଣି ବୋଲି କୁହାଯାଉଛି | ଏହା ବ୍ୟତୀତ ବିରାଟ କୋହଲି ଯିଏ କି 173 କୋଟି ଟଙ୍କା ରୋଜଗାର କରିଛନ୍ତି IPL ମ୍ୟାଚ ରୁ ବୋଲି କୁହାଯାଉଛି |

ତେବେ ଚେନ୍ନାଇ ସୁପର କିଙ୍ଗ ରୁ ଆଉ ଜଣେ ଖେଳାଳି ସୁରେଶ ରାଇନା 110 କୋଟି ଟଙ୍କା ରୋଜଗାର କରିଥିବା ବେଳେ ଚେନ୍ନାଇ ସୁପର କିଂଗ ରୁ ତାଙ୍କ ପରେ ସାର ଯାଇଜାଡ IPL ମ୍ୟାଚ ରୁ 105 କୋଟି ଟଙ୍କା ଇନକମ କରିଛନ୍ତି ବୋଲି ମଧ୍ୟ କୁହାଯାଉଛି | ଏହି ଭଳି ଭାବରେ IPL ମ୍ୟାଚ ରେ କୋଟି ପତି ହୋଇଥିବା ଖେଳାଳି ଗୁଡିକ ର ଲିଷ୍ଟ ପ୍ରସ୍ତୁତ କରାଯାଇଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment