ତରଙ୍ଗ ଟିଭି ସିରିଏଲ ହିରୋ ମାନଙ୍କ ପ୍ରକୃତ ସୁନ୍ଦରୀ ଭଉଣୀ… ଆଗରୁ କେବେ ଦେଖି ନଥିବେ….

ସମାଜରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜର ଭିନ୍ନ ଭିନ୍ନ ପସନ୍ଦ ରହିଥାଏ , ନିଜ ନିଜ ପସନ୍ଦର କଳାକାର ମାନେ ମଧ୍ୟ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ସବୁ ନିଶ୍ଚୟ ଦେଖୁଥିବେ । ଆଉ ଏଥିରେ ଅଭିନୟ କରୁଥିବା ହିରୋ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ , କିନ୍ତୁ ଆପଣ ମାନେ ସେମାନଙ୍କ ପ୍ରକୃତ ଭଉଣୀ ବିଷୟରେ ଜାଣିଛନ୍ତି କି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ସେହି ହିରୋମାନଙ୍କର ପ୍ରକୃତ ଭଉଣୀ ମାନଙ୍କ ବିଷୟରେ ।

1. ଜଗଜିତ୍ ପାଲ :-

ଯିଏକି ରାଜିବ୍ ଭୂମିକାରେ ବନ୍ଧନ ଏ ଜନ୍ମ ଜନ୍ମର ସିରିଏଲ ରେ ଅଭିନୟ କରୁଛନ୍ତି , ତେବେ ଏ ହେଉଛନ୍ତି ଜଗଜିତ୍ ଙ୍କ ଭଉଣୀ । ଯାହାଙ୍କ ନା ହେଉଛି ଦିପ୍ତିମୟୀ ପାଲ ।

2. ସପଲିନ ମିଶ୍ର :-

ନମ୍ୱର 2 ଆସୁଛନ୍ତି ସପଲିନ ମିଶ୍ର , ଯିଏକି ତୁଷାର ଭୂମିକାରେ ତାରିଣୀ ଆଖିରେ ତାରା ସିରିଏଲ ରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି । ଏ ହେଉଛନ୍ତି ସପଲିନ ଙ୍କ ଭଉଣୀ , ଯାହାଙ୍କ ନା ହେଉଛି ରାଜଶ୍ରୀ ମିଶ୍ର ।

3. ସନୋଜ କୁମାର :-

ନମ୍ୱର 3 ରେ ଆସୁଛନ୍ତି ସନୋଜ କୁମାର , ଯାହାକୁ ଆପଣ ମାନେ ଆରବ୍ ନା ରେ ବହୁତ ଭଲ ଭାବରେ ଜାଣିଥିବେ । ସନୋଜ ଙ୍କର କେହି ମଧ୍ୟ ଭଉଣୀ ନାହାନ୍ତି

4. ମାନବ ରାଉତରାୟ :-

ନମ୍ୱର 4 ରେ ଆସୁଛନ୍ତି ମାନବ ରାଉତରାୟ , ଯିଏକି ଚରଣ ଭୂମିକାରେ ମଙ୍ଗଳା ଚରଣ ସିରିଏଲ ରେ ଅଭିନୟ କରୁଛନ୍ତି । ତେବେ ମାନବ ଙ୍କର ଜଣେ ଭଉଣୀ ଅଛନ୍ତି , ଯାହାଙ୍କ ଫୋଟ ଏପର୍ଯ୍ୟନ୍ତ ଭାଇରାଲ ହୋଇନାହିଁ ।

5. ଅଭିଜିତ ଦାସ :-

ନମ୍ୱର 5 ଆସୁଛନ୍ତି ଅଭିଜିତ ଦାସ , ଯିଏକି ଶିବ ଭୂମିକାରେ ଝିଅ ଆମର ନୂଆବୋହୂ ସିରିଏଲରେ ଅଭିନୟ କରୁଛନ୍ତି । ଅଭିଜିତ୍ ଙ୍କ ର କୌଣସି ଭଉଣୀ ନାହାନ୍ତି ,ତାଙ୍କର ଗୋଟିଏ ଭାଇ ଅଛନ୍ତି ।

6. ସୁମନ କୁମାର ;-

ନମ୍ୱର 6 ରେ ଆସୁଛନ୍ତି ସୁମନ କୁମାର , ଯିଏକି ସାଇ ଭୂମିକାରେ କୁଆଁରୀ ବୋହୂ ସିରିଏଲ ରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି । ଭିଡିଓ ରେ ଦେଖିଥିବା ଝିଅ ହେଉଛନ୍ତି ସୁମନଙ୍କ ଭଉଣୀ ।

7. ଲିକୁନ ଚୌଧୁରୀ :-

ନମ୍ୱର 7ରେ ଆସୁଛନ୍ତି ଲିକୁନ ଚୌଧୁରୀ , ଯିଏକୁ କି ଆପଣ ମାନେ ସିନ୍ଦୁରର ଅଧିକାର ସିରିଏଲର ମିଠୁ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ । ଏ ହେଉଛନ୍ତି ଲିକୁନଙ୍କ ଭଉଣୀ , ଯାହାକୁ କି ଆପଣ ମାନେ ଏହି ଭିଡିଓ ରେ ଦେଖି ପାରୁଥିବେ ।

ତେବେ ଏମାନେ ଥିଲେ ତରଙ୍ଗ ପ୍ରସାରିତ ହେଉଥିବା ସିରିଏଲ ମାନଙ୍କରେ ଅଭିନୟ କରୁଥିବା ହିରୋ ମାନଙ୍କର ପ୍ରକୃତ ଭଉଣୀ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment