Odisha News Portal

Tarang ପରିବାର ମହା ମୁକାବିଲା | Season – 7 ରେ ଧମାକାଦାର ଡ୍ୟାନ୍ସ କଲେ ଏହି super ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ତରଙ୍ଗ ଟିଭି ଚ୍ୟାନେଲ କିପରି ଭାବରେ ତାର ଅନେକ ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟକ୍ରମ ଦ୍ବାରା ଦର୍ଶକ ମାନଙ୍କୁ ଏକ ଭଲ ପାଇବାର ଡୋରରେ ବାନ୍ଧି ରଖି ପାରିଛି। ଏହି ଟିଭି ଚ୍ୟାନେଲ ର ଅନେକ ଲୋକପ୍ରିୟତା ରହିଛି। ତେବେ ଏହି ଟିଭି ଚ୍ୟାନେଲ ରେ ଏବେ ପ୍ରସାରିତ ହେଉଥିବା ଅନେକ କାର୍ଯ୍ୟକ୍ରମ, ଧାରାବାହିକ, ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ତେବେ ତରଙ୍ଗର ବିଭିନ୍ନ କାର୍ଯ୍ୟକ୍ରମ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ମନରେ ପ୍ରତିଯୋଗୀ ମନୋଭାବ ସୃଷ୍ଠି କରିବାରେ ସଫଳ ହୋଇଛି।

ସବୁ ବର୍ଗର ଲୋକମାନଙ୍କ ପ୍ରତିଭା କୁ ଦେଖାଇବା ପାଇଁ ଏହି ଚ୍ୟାନେଲ ଏକ ନୂତନ ସୁଯୋଗ ସୃଷ୍ଟି କରିଛି।ତେବେ ଏହି ଚ୍ୟାନେଲ ରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ମାନଙ୍କର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ଯେଉଁଭଳି ଭାବରେ ଧାରାବାହିକ ଜଗତର ଚାହିଦା ଦିନକୁ ଦିନ ଅଧିକ ବୃଦ୍ଧି ପାଇବାରେ ଲାଗିଛି, ଲୋକଙ୍କର ଏଥିପ୍ରତି ଆଗ୍ରହ ଏବଂ ଭଲପାଇବା ସହିତ ଉତ୍ସୁକତା ମଧ୍ଯ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି।ଏହା ସହିତ କିଛି ଲୋକପ୍ରିୟ ଶୋ, ଯେଉଁ ଶୋ ରେ କଳାକାର ମାନଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥାଏ।

ତେବେ ସେହିଭଳି ଶୋ ର ଲୋକପ୍ରିୟତା କହିଲେ ନସରେ। ସେହିପରି ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଏକ ଲୋକପ୍ରିୟ ଶୋ, ଯାହାର ନାମ ହେଉଛି ତରଙ୍ଗ ପରିବାର ମହାମୁକାବିଲା, ଏକ ଏପରି ଶୋ,ଯାହା ଏବେ ବେଶ୍ ଲୋକପ୍ରିୟତାର ଶୀର୍ଷରେ ରହିଛି ତରଙ୍ଗ ଟିଭି ର ପ୍ରସାରିତ ଏହି କାର୍ଯ୍ୟକ୍ରମ ଟି ଏବେ ଲୋକଙ୍କ ବେଶ୍ ପସନ୍ଦର ଶୋ ପାଲଟି ବାରେ ଲାଗିଛି। ଲୋକେ ଏଠାରେ କଳାକାର ମାନଙ୍କୁ ପ୍ରତିଯୋଗିତା କରୁଥିବାର ଦେଖି ବେଶ୍ ଖୁସି ହେଉଛନ୍ତି। ଏଠାରେ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଥିବା ଏକ ଏପିଶୋଡ ରେ କିପରି ଭାବରେ ଦୁଇଟି ପରିବାର ତାଙ୍କର ପାରଦର୍ଶିତା ଦେଖାଉ ଅଛନ୍ତି ତାହା ଥରେ ଦେଖନ୍ତୁ।

ଏଠାରେ କରା ଯାଇଥିବା ଦୁଇଟି ଟିମ ଭିତରୁ ପ୍ରତ୍ୟେକ ଜଣେ ଜଣେ ଆସି ପ୍ରଥମେ ତାଙ୍କର ପ୍ରତିଯୋଗିତା କରୁଛନ୍ତି ଏବଂ ଡାନ୍ସ ଦେଖାଉ ଅଛନ୍ତି। ବହୁତ୍ ସୁନ୍ଦର୍ ଭାବରେ ସେମାନେ ତାଙ୍କର ଏହି ଡାନ୍ସ ଦେଖାଇବା ସହିତ ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି। ଦର୍ଶକ ଏବଂ ଉପସ୍ଥିତ ସମସ୍ତ କଳାକାର ଏହାକୁ ଦେଖି ବେଶ୍ ଖୁସି ହେଉଥିବାର ଦେଖିବାକୁ ମିଳୁଛି। ତେବେ ଏକ ଯୋଡି ନାଚି ସାରିବା ପରେ ଆଉ ଏକ ଯୋଡ଼ି ଆସି ସେମାନଂକୁ ଟକ୍କର ଦେବା ପାଇଁ ଆସି ତାଙ୍କର ଜବରଦସ୍ତ ରୋମାଣ୍ଟିକ ଡାନ୍ସ ଦେଖାଉଛନ୍ତି। ଦୁଇଟି ଟିମ୍ ଭିତରେ ପ୍ରଦର୍ଶନ ବହୁତ୍ ସୁନ୍ଦର୍ ହୋଇଛି। ବିଚାରକ ମାନେ ବି ଏହାକୁ ଦେଖି ବହୁତ୍ ସୁନ୍ଦର ମନ୍ତବ୍ୟ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।