Odisha News Portal

ତାରେଣୀ ଙ୍କ ଘରକୁ ଆସିଲା ଖୁସି ଖବର , ଖୁସିରେ ଆତ୍ମହରା ହୋଇ ନାଚିଉଠିଲେ ଲିପି ମହାପାତ୍ର !

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।ଆପଣ ମାନେ ନିଶ୍ଚିତ ଭାବରେ ତରଙ୍ଗରେ ପ୍ରସାରିତ ତାରା ତାରିଣୀ ସିରିଏଲ୍ ଦେଖୁଥିବେ ।

ତେବେ ସେଥିରେ ଅଭିନୟ କରୁଥିବା ଲିଡ୍ ଆକ୍ଟରସ୍ ଭାବରେ ଅଭିନୟ କରୁଥିବା ତାରିଣୀ ଙ୍କୁ ତ ବହୁତ ଭଲ ଭବାରେ ଜାଣି ଥିବେ । ଆଜି ଆମେ ସେହି ତାରା ତାରିଣୀ ଧାରାବାହିକରେ ଅଭିନୟ କରୁଥିବା ତାଣୀଙ୍କ ବିଷୟରେ କିଛି ଆପଣ ମାନଙ୍କୁ ଜଣାଇବୁ । ତାଙ୍କର ରିଏଲ୍ ନାଁ ହେଉଛି ଲିପି ମହାପାତ୍ର ।

ତେବେ ଆପଣ ମାନେ କଣ ଜାଣିଛନ୍ତି ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର ଙ୍କ ଘରକୁ ବର୍ତ୍ତମାନ ଆସିଛି ବହୁତ ବଡ ଖୁସି ଖବର । ଆଉ ତାରିଣୀଙ୍କ ଖୁସି କହିଲେ ନ ସରେ । ଏବେ ତାରିଣୀ ଖୁସିରେ ପୂରା ମଜବୁର ହୋଇ ଯାଇଥନ୍ତି କାହିଁକି ନା ତାରିଣୀ ବା ଲିପି ମହାପାତ୍ର ଏବେ ମାଉସି ହୋଇ ଯାଇଛନ୍ତି । ଆଉ ମାଉସୀ ହେବାର ଖୁସିକୁ ତାରିଣୀ ଏବଳି ଭବାରେ ସେ୍ଲିବ୍ରେସନ କରିଛନ୍ତି ଯେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଡରେ ଏଜବେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ଏବଂ ତାରିଣୀଙ୍କ ଏବେ ଅନେକ ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଏବେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଏହି ପୋଷ୍ଟ ମାଧ୍ୟମରେ ।

ତେବେ ତାରିଣୀ ମାଉସି ହେବାର ଖୁସି ନିଜ ସୋସିଆଲ ମିଡିଆ ଆକାଉଣ୍ଡରେ ଜାହିର କରିବା ପରେ ଏବେ ତାଙ୍କୁ କଙ୍ଗ୍ରାଚୁଲେସନ୍ ଏବଂ ଧନ୍ୟବାଦର ଶୁଅ ବହୁତ ଛୋଟିଥିଲା । ଆଉ ତାରିଣୀ ମଧ୍ୟ ତାଙ୍କ ଖୁସିକୁ ତାଙ୍କ ଘରେ ସେଲିବ୍ରେସନ୍ କରିଛନ୍ତି ଏବଂ ମାଉସି ହେବାର ଖୁସି କେମିତି ସେ ଅନୁଭବ କରୁଛନ୍ତି ତାହା କେବେ ଏକ୍ସପ୍ରେସନ୍ କରିପାରିବେ ନାହିଁ ବୋଲି ତାରିଣୀ କହିଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବହୁତ ଖୁସି ଅଛି ଏବଂ ଆଗକୁ ମଧ୍ୟ ରହିବି ।


ତେବେ ଆପଣ ମାନେ ନିଶ୍ଚିତ ଭାବରେ ତରଙ୍ଗରେ ପ୍ରସାରିତ ଦୈନିକ ଧାରାବାହିକ ତାରା ତାରିଣୀ ସିରିଏଲ୍ ଦେଖୁଥିବେ । ଆଉ ଏହି ସିରିଏଲ୍ ବର୍ତ୍ତମାନ ଘରେ ଘରେ ବହୁ ପରିଚିତ ଏବଂ ଲୋକ ମାନେ ମଧ୍ୟ ଏହି ସିରିଏଲ୍ କୁ ବହୁତ ସାରା ଭଲ ପାଇବା ଏବଂ ପସନ୍ଦ ମଧ୍ୟ କରୁଛନ୍ତି । ଯାହା ଫଳରେ ଆଜି ଏହି ସିରିଏଲ୍ ନମ୍ବର ୱାନ ସିରିଏଲ୍ ଭାବରେ ପରି ଗଣିତ ହୋଇ ପାରିଛି । ଆଉ ଏଥିରେ ତାରିଣୀ ତାଙ୍କର ଚରିତ୍ରକୁ ପୂରା ଜୀବନ୍ତ କରି ତୋଳିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।