Odisha News Portal

ଟପ୍ପର ଝିଅ ପାଇଁ ଏଇଟା ହେଉଛି ଆନନ୍ଦର ଅଶ୍ରୁ ..ମୋ ଝିଅପାଇଁ ମୁଁ ବହୁତ ଖୁସି..ଯେତେ ସମସ୍ୟା ହେଲେ ମୁଁ ଝିଅଙ୍କୁ ପାଠ ପଢ଼େଇବି…ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ତ ଆପଣ ମାନେ ଦେଖୁଥିବେ ବନ୍ଧୁଗଣ | ତେବେ ବର୍ତ୍ତମାନ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା କୁ ଦେଖିଲେ ଆପଣ ମାନଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ | ଆଉ ତାହା ସହିତ ବାପାଙ୍କର ଝିଅ ପ୍ରତି ଥୁବା ବିଶ୍ୱାସ ଆଉ ପାଠ ପଢାଇବା ପ୍ରତି ଥିବା ଇଚ୍ଛା ଶକ୍ତି କୁ ଦେଖିଲେ ଆପଣ ମାନେ ମଧ୍ୟ ପ୍ରସଂଶା ନ କରି ରହି ପାରିବେ ନାହିଁ ବୋଲି କୁହା ଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଭଳି ଗୋଟିଏ ବାପା ଆଉ ଝିଅ ଙ୍କ ମଧ୍ୟରେ ଘଟିଥିବା ବିଶ୍ୱାସରେ ଘଟଣା ଉପରେ ଆସନ୍ତୁ ଆମେ ମାନେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଯାହା ଜଣା ପଡିଛି କି ବାପା ଜଣକ ଅତ୍ୟନ୍ତ ଗରିବ | ଆଉ ଯେଉଁଠି ଛୋଟ ଦୋକାନ ଟିଏ ତାଙ୍କର ରହିଛି | ଆଉ ସେହି ଦୋକାନ ରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ପରିବାର କୁ ବହୁତ କଷ୍ଟ ରେ ଚଳାନ୍ତି | ତେବେ ଘର ଚଳାଇବା ସହିତ ସେ ଝିଅ ର ପାଠ ପଢାକୁ ମଧ୍ୟ ଧ୍ୟାନ ଦିଅନ୍ତି | ଆଉ କେବେ ହେଲେ ଅର୍ଥ ଅଭାବ କୁ ନେଇକି ଝିଅ ର ପାଠ ପଢ଼ାରେ ବ୍ୟାଘାତ ଘଟାନ୍ତି ନାହିଁ | ଯାହା ଫଳରେ ଯେତେ କଷ୍ଟ ହେଲେ ବି ମନରେ ଝିଅ ପାଇଁ କିଛି ଆଶା ଆଉ ବିଶ୍ୱାସ ରଖି ପାଠ ପଢାନ୍ତି |

ତେବେ ବାପା ଜଣଙ୍କ କହିଛନ୍ତି କି ମୋ ଝିଅ ଯେତେ ପାଠ ପଢିଲେ ବି ମୁଁ ତାକୁ ପଢାଇବି | ଆଉ ଆଜି ଆମ ପାଖରେ ରହିବା ପାଇଁ ଘର ଟିକିଏ ନାହିଁ କିନ୍ତୁ ମୁଁ ମୋର ଆଶା ଛାଡ଼ିନି | ଝିଅ ପ୍ରତି ମୋର ଯେତିକି କର୍ତ୍ତବ୍ୟ ତାହା ମୁଁ ସବୁବେଳେ କରିବି | ଆଉ ମୋ ଝିଅକୁ ସମାଜରେ ଗୋଟିଏ ଉଚ୍ଚ ପଦବୀରେ ରଖିବା ସହିତ ସମାଜରେ ତାର ନାଁ କୁ ଉପରକୁ କରିବି | ଆଉ ଯାହା ଫଳରେ ମୋ ଝିଅ ବଡ଼ ହେଇକି ସମାଜ ପାଇଁ କିଛି କରି ପାରିବ | ଆଉ ତାହା ସହିତ ମୋ ଭଳି ଗରିବ ଲୋକ ମାନଙ୍କର ମଧ୍ୟ ସେବା କରିବ ବୋଲି କହିଛନ୍ତି |.

ତେବେ ଏହି ଭଳି କଥା କହିବା ସମୟରେ ବାପା ଙ୍କ ଆଖିରୁ ବହି ଆସିଥିଲା ଧାର ଧାର ଅଶ୍ରୁ, ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ କାନ୍ଦି ଉଠିବେ | ତେବେ ଖାଲି ବାପା ନୁହଁ ତାଙ୍କ ସହିତ ଝିଅ ମଧ୍ୟ କାନ୍ଦି ପକାଇଥିଲେ | ଆଉ କହିଥିଲେ ଏହି ଅଶ୍ରୁ ଦୁଃଖର ଅଶ୍ରୁ ନୁହଁ ଖୁସିର ଅଶ୍ରୁ | ଆଉ ଆଜି ମୋ ଝିଅର ସଫଳତା ପାଇଁ ମୁଁ ବହୁତ ଖୁସି ଅଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।