ତାଙ୍କ ଆଦର୍ଶରେ ତାଙ୍କ ପୁଅକୁ ଗଢିବାକୁ ଚାହୁଁଛି : ଦିବଙ୍ଗତ ଅରିନ୍ଦମଙ୍କ ସ୍ତ୍ରୀ…କାହିଁକି ଏମିତି କହିଲେ… ଦେଖନ୍ତୁ Video

ସଂସାର ଏକ ଅଭୂତ ସ୍ଥାନ ଯେଉଁଠି ବେଳେବେଳ ଏମିତି ଘଟଣା ଦେଖିବାକୁ ମିଳିଥାଏ ତାହାକୁ କେହି କେବେ ଆକଳନ କରି ନଥାନ୍ତି। ଆଉ ଏହାରି ଭିତରେ କିଛି ଘଟି ଥାଏ ତାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ଏବଂ ଆଉ ବେଳେବେଳେ ଏମିତି ଦେଖିବାକୁ ମିଳିଥାଏ ତାହା ହୃଦୟ ବିଦାରକ ଓ ଦୁଃଖଦ ପୂର୍ଣ୍ଣ। ଏମିତି ଏକ ସମୟ କିଛି ଦିନ ପୂର୍ବେ ଦେଖା ଦେଇଥିଲା ଯେଉଁଠାରେ ସମସ୍ତଙ୍କ ମୁଁହରେ ଲୁହ ଦେଇଥିଲା। ତାଙ୍କର ସେହି ସାହାସିକତା କାମ ପାଇଁ ସେ ଏବେ ବି ରହିଛନ୍ତି। ସେ ଥିଲେ ନ୍ୟୁଜ ରିପୋର୍ଟର ଅରିନ୍ଦମ ଦାସ ଯାହା ତାଙ୍କର ଥିଲା ଅତୁଳନୀୟ କଳା। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କର ସେହି ଘଟଣା କୁ ମନେ ପକେଇ ତାଙ୍କ ସ୍ତ୍ରୀ କଣ କହିଛନ୍ତି।

ଏବେ ସେ ନଥିଲେ ମଧ୍ୟ ତାଙ୍କର ସ୍ମୃତି ଓ କାର୍ଯ୍ୟ ସବୁ ତାଙ୍କୁ ଏପର୍ଯ୍ୟନ୍ତ ଜୀବନ୍ତ ରଖିଛି। ଆଉ ସେ ସବୁ ବେଳେ ଅମର। ଚିଫ ରିପୋର୍ଟର ଅରିନ୍ଦମ ଙ୍କ କାର୍ଯ୍ୟ କଳାପ ତାଙ୍କୁ ଏବେ ଲୋକ ମାନେ ଝୁରୁଛନ୍ତି। ସେ କୌଣସି ସେଲିବ୍ରେଟି ଏବଂ ନେତା ହୋଇ ନଥିଲେ ମଧ୍ୟ ସମସ୍ତଙ୍କ ଘରେ ଘରେ ସେ ସୁପରିଚିତ।ଏହି ସମୟରେ ତାଙ୍କ ସ୍ତ୍ରୀ ମୁହଁ ଖୋଲିଛନ୍ତି। ଆଉ କିଛି ତାଙ୍କର ପୁରୁଣା ଦିନର ସ୍ମୃତି କୁ ମାନେ ପକେଇଛନ୍ତି। ତାଙ୍କର ଏମିତି ଦୁଃସାହସିକ କାମ ସମାଜରେ ତାଙ୍କୁ ଜୀବିତ ରଖିଛି ବୋଲି କୁହାଯାଇପାରେ। ସେ ଓଡ଼ିଶାର ବଡ଼ ନ୍ୟୁଜ ଚ୍ୟାନେଲ O tv ର ରିପୋର୍ଟର ଥିଲେ। ଆଉ ତାଙ୍କ ସହିତ କିଛି ଅଘଟଣ ଘଟି ଯିବାରୁ ଅକାଳ ରେ ମୃତ୍ୟୁ ହୋଇ ଯାଇଛି ଏହାକୁ ତାଙ୍କର ଧର୍ମ ପତ୍ନୀ ସମୀକ୍ଷା ବେହେରା ଦୁଃଖ ରେ ଭାଙ୍ଗି ପଡିଛନ୍ତି।

ସେ ଥିଲେ ଗୋଟିଏ ବୀର ଯିଏ କି ଯେଉଁଭଳି ପରିସ୍ଥିତି ଆସୁ ତାହା ପ୍ରାକୃତିକ ବିପର୍ଯ୍ୟୟ ଯେତେ ବଡ଼ ହୋଇଥାଉ ପଛେ ସବୁ ବେଳେ ଆଗକୁ ଆସି ସାଧାରଣ ଲୋକଙ୍କ ପାଖରେ ଖବର ପହଞ୍ଚାଇ ଥାଆନ୍ତି। ଆଉ ଏବେ ତାଙ୍କର ଗୋଟିଏ ପୁଅ ରହିଛି। ତାଙ୍କର ସ୍ତ୍ରୀ ମଧ୍ୟ କହୁଛନ୍ତି ଯେ” ଏବେ ମୁଁ ଛାଡି ଯାଇଥିବା ସ୍ମୃତି ସହିତ ତାଙ୍କର ଏହି ପୁଅ କୁ ଦେଖିକି ରହୁଛି”। ଆଉ ତାଙ୍କର ଏହି ପୁଅ କୁ ତାଙ୍କ ପରି ଗଢିବି ଏବଂ ବର୍ତମାନ ସମୟରେ ତାଙ୍କ ପରି କେହି ବ୍ୟକ୍ତି ନାହାଁନ୍ତି ଆଉ ଯଦି କହିବା 100℅ ରୁ 1℅ ସେହିଭଳି ମହାନ ବ୍ୟକ୍ତି ଦେଖିବାକୁ ପାଇବା।

ଆଉ ତାଙ୍କର ସେହି ଦିନ କୁ ମନେ ପକେଇ ଏମିତି ମନ ଭିତର ଦୁଃଖକୁ ପ୍ରକାଶ କରିଛନ୍ତି। ଆଉ ଆଜିର ଏହି ହୋଲି ଦିନରେ ସେ ମଧ୍ୟ ବହୁତ ମଜ୍ଜା କରି ଥାଆନ୍ତି ଏବଂ ସେହି ହୋଲି ରେ ମଧ୍ୟ ଅଫିସ ଯାଇ ଥାଆନ୍ତି। ଆଉ ତାଙ୍କ ସହିତ ଯାହା ଅଘଟଣ ଘଟିଗଲା ସାରା ଜୀବନ ତାଙ୍କ କଥା ମନେ ପଡିବ। ଏମିତି ଚେହେରା ଆଉ ମିଳିବା ବହୁତ ବିରଳ ଅଟେ। ତାଙ୍କର ବ୍ୟକ୍ତିଗତ ଗୋଟିଏ ଭିନ୍ନ ଧରଣର ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment