ମିଡ଼ିଆ ଆଗରେ ନିଜ ପୁଅ ଙ୍କ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. olywod ଅଭିନେତ୍ରୀ ଜ୍ୟୋତି ମିଶ୍ର ( Jyoti Mishra ) ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ଆପଣ ମାନେ ଦେଖୁଥିବେ କି ଫ୍ଲିମ ର ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଅନେକ ସମୟରେ ଅନେକ ପ୍ରକାରର ପୋରସନାଲ ଭିଡ଼ିଓ ମାନ ଆସିଥାଏ | ତେବେ ବର୍ତ୍ତମାନ ଯାହାଙ୍କ ବିଷୟରେ ଆମେ କହିବାକୁ ଯାଉଛି ସେ ହେଉଛନ୍ତି ଅଲିଉଡ ର ଜଣେ ବହୁତ ଜଣା ଶୁଣା ଅଭିନେତ୍ରୀ ଜ୍ୟୋତି ମିଶ୍ର | ତେବେ ସେ ନିଜର ମନର କଥା କୁ ସମସ୍ତଙ୍କ ଆଗରେ ପ୍ରକାଶ କରିକି କହିଛନ୍ତି ଆଉ ଜୀବନରେ ଥରେ ନାଁ ଥରେ କାହାକୁ ମନ ଦେଇଥିବ ବୋଲି ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଅଲିଉଡ ର ଜଣେ ବହୁତ ଜଣାଶୁଣା ଅଭିନେତ୍ରୀ ସମସ୍ତଙ୍କର ପ୍ରିୟ କଳାକାର ଯାହାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକ ମାନଙ୍କର ମନକୁ କିଣି ନେଇଥାଏ ସେହି ଭଳି ଜଣେ ବହୁତ ବଡ଼ ଅଲିଉଡ ଇଣ୍ଡୋଷ୍ଟ୍ରି ର କଳାକାର ଙ୍କ ବିଷୟରେ ଆପଣ ମାନେ ଜାଣିଥିବେ ସେ ହେଉଛନ୍ତି ଆପଣ ଙ୍କର ସମସ୍ତଙ୍କର ପ୍ରିୟ କଳାକାର ଜ୍ୟୋତି ମିଶ୍ର | ତେବେ ତାଙ୍କର ଅଭିନୟ ର ଯାଦୁ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରିଵା ସହିତ ସମସ୍ତେ କେଉଁ ଭଳି ଭାବରେ ତାଙ୍କ ପାଖରେ ଦିୱାନୀ ସେ ବିଷୟରେ ମଧ୍ୟ କହିବାକୁ ଲାଗିଛନ୍ତି ଜ୍ୟୋତି ମିଶ୍ର |

ତାଙ୍କର କହିବା କଥା କି ଏମିତି କେହି ଦୁନିଆରେ ନାହିଁ ଯିଏ କି କେବେ କାହାକୁ ମନ ଦେଇ ନ ଥିବ, ସେ ହିରୋ ହିରୋଇନ ହୁଅନ୍ତୁ କି ବାପା ମା ସାହି ପଡ଼ିଶା ହୁଅନ୍ତି ନିହାତି ସେ ମନ ଦେଇଥିବ କାହାକୁ | ଆଉ ତାହା ସହିତ ସେ କହିଛନ୍ତି କି ସେ ମଧ୍ୟ ମାନ ଦେଇଥିଲେ ଆଉ ଯାହାକୁ ମନ ଦେଇଥିଲେ ତାଙ୍କୁ ସେ ବିବାହ କରିଛନ୍ତି | ବର୍ତ୍ତମାନ କିନ୍ତୁ ତାଙ୍କର ମନ ତାଙ୍କର ପୁଅ କ୍ରିସଭ ପାଖରେ ଅଛି ବୋଲି କହିବାକୁ ଲାଗିଛନ୍ତି |

ତାଙ୍କର କହିବା କଥା କି କ୍ରିଷଭ ଏକାଦଶ ରେ ପଢୁଛନ୍ତି ଆଉ ସେ ତାଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ତାଙ୍କର ଅଭିନୟ ଭିତରୁ ମାତୃ ଶକ୍ତି, ବାହୁଡ଼ିବେ ମୋ ଜଗା ବଳିଆ ଫ୍ଲିମ ଟି ତାଙ୍କୁ ବହୁତ ପସନ୍ଦ ଆସିଥାଏ ବୋଲି କହିଛନ୍ତି | ତେବେ ଆଣ୍ଟି ଟାଇପ ର ଏକ୍ଟିଂ ତାଙ୍କ ପୁଅ ର ପସନ୍ଦ ନୁହଁ ବୋଲି କହିଛନ୍ତି ଏକ୍ସନ ଆଉ କମେଡି କୁ ସେ ବହୁତ ପସନ୍ଦ କରିଥାନ୍ତି ବୋଲି କହିବାକୁ ଲାଗିଛନ୍ତି ଜ୍ୟୋତି ମିଶ୍ର | ତାହା ସହିତ ଝୁଲଣ ମହାନ୍ତି ଗୀତ ମଧ୍ୟ ବେଶ ଚର୍ଚ୍ଚା ହେବା କଥା ବିଷୟରେ ମଧ୍ୟ କହିଥିଲେ ଜ୍ୟୋତି ମିଶ୍ର ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment