ଟମାଟ କରିବ ରାତାରାତି ଗୋରା… ଦେଖନ୍ତୁ ଚମତ୍କାର | Tomato Facial At Home

ଦର୍ଶକ ବନ୍ଧୁ କଣ ଆପଣ ଜାଣିଛନ୍ତି ଟମାଟୋ ଦ୍ୱାରା ମୁହଁରେ ତ୍ୱଚାପଣ ବୃଦ୍ଧି ହେଇଥାଏ ଓ ମୁହଁ ଗୋରା ମଧ୍ୟ ହେଇଥାଏ,ଅଧିକାଂଶ ଲୋକ ଆମ ଫେସ କୁ ଦେଖି ଆମକୁ ପସନ୍ଦ କରିନଥାନ୍ତି ତେଣୁ କିଛି ଲୋକ ଏହି କାରଣ ରୁ ଚିନ୍ତା ରେ ଥାନ୍ତି ଓ ସେମାନ ଏହା କୁ କେମିତି ଦୂର କରିବେ ତାହା ବିଷୟ ରେ ଚିନ୍ତା କରିଥାନ୍ତି ଓ ଦୋକାନ ରୁ ଯାଇ ବିଭିନ୍ନ ପ୍ରକାର ର କ୍ରିମ ନେଇଆସି ତାହାର ବ୍ୟବହାର କରିଥାନ୍ତି ହେଲେ କ୍ରିମ ବ୍ୟବହାର କରିବା ଦ୍ୱାରା ମୁହଁରେ ତ୍ୱଚା ପଣ ଆସିଥାଏ ସତ ହେଲେ ଏହା ବେଶୀ ଦିନ ପର୍ଯ୍ୟନ୍ତ ରହିନଥାଏ, କାରଣ ବଜାର ରେ ମିଳୁଥୁବା କ୍ରିମ ରେ କେମିକାଲ ମିଶ୍ରିତ ହେଇଥାଏ ଯାହା ମୁହଁ ର ଡାର୍କନେସ କୁ କମ କରିଦେଇଥାଏ ଓ ମୁହଁ ରେ ଥିବା ଗ୍ଲୁ ବା ତ୍ୱଚା ପଣ ନଷ୍ଟ ହେଇଥାଏ | ହେଲେ ଟମାଟୋ କୁ ମୁଁହରେ ଲଗାଇବା ଦ୍ୱାରା ଆପଣଙ୍କ ଫେସ ରେ ଚମକ ପଣ ଆଣିଥାଏ ଓ ଆପଣଙ୍କ ଙ୍କୁ ଗୋରା କରିବାରେ ମଧ୍ୟ ସାହାଯ୍ୟ କରିଥାଏ,ଯାହା ଯିଏ କେହି ଦେଖିଲେ ସେମିତି ଦେଖିକି ରହିଯିବ, ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଟମାଟୋ ର ଏହି ଗୁଣ ବିଷୟ ରେ ଜାଣିବା |

ହଁ ଦର୍ଶକ ବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟମାଟୋ କୁ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଓଏଲ ନେସ ଦୂର ହେବା ସହିତ ଆପଣଙ୍କ ମୁହଁ ଶୀଘ୍ର ସଫା ହେବାରେ ଲାଗିଥାଏ ଓ ଧୀରେ ଧୀରେ ଆପଣଙ୍କ ମୁହଁ ଗୋରା ହେବାର ଦେଖା ଯାଏ, ଏହାକୁ ଶୋଇବା ପୂର୍ବ ମୁହଁରେ 10 ରୁ 15 ମିନିଟ ଲଗାଇ ତାପରେ ନର୍ମାଲ ପାଣି ରେ ଏହାକୁ ଧୋଇଦିୟନ୍ତୁ ଦେଖିବେ ଏହା ଆପଣଙ୍କ ମୁହଁ ର ତ୍ୱଚା ପଣ କିପରି ସଙ୍ଗେ ଦେଖା ଦଉଛି, ଏହାକୁ ବ୍ୟବହାର କରିସାରିବା ପରେ ମୁହଁ ରେ କୌଣସି ସାବୁନ ବା ତେଲ ଲଗାଇବେ ନାହିଁ |

ତାହେଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଟମାଟୋ ର ବ୍ୟବହାର ଓ ଏହାକୁ କେମିତି ପ୍ରସ୍ତୁତ କରି ନିଜ ମୁହଁ ରେ ଲଗାଇବେ :-

1- ଦର୍ଶକ ବନ୍ଧୁ ଗୋଟିଏ ବାଉଲ ନିୟନ୍ତୁ ଓ ତାପରେ ଗୋଟିଏ ଟମାଟୋ କୁ ଭଲ ଭାବରେ ଧୋଇ ଦେଇ ସେଥିରୁ ତାହାର ରସ ବାହାର କରନ୍ତୁ ଓ ଗୋଟିଏ ସଫା ବାଉଲ ରେ ଢାଳନ୍ତୁ ଓ ସେଥିରେ ଅଧା ଚାମଚ ପାଣି ମିଶାନ୍ତୁ ଓ କିଛି ସମୟ ତାକୁ ଭଲ ଭାବରେ ଫେଣ୍ଟନ୍ତୁ ।

ଏମିତି କରିସାରିବା ପରେ ତାକୁ ଶୋଇବା ପୂର୍ବ ରୁ ମୁଁହ ରେ ଲଗାନ୍ତୁ ଓ 10ରୁ 15 ମିନିଟ ତାକୁ ସେମିତି ରଖନ୍ତୁ ଦେଖିବେ ଏହା ଆପଙ୍କ ମୁହଁ କୁ ଫ୍ରେସ କରିବା ସହିତ ସଙ୍ଗେ ସଙ୍ଗେ ଏହାର ଚମତ୍କାର ଦେଖିବାକୁ ପାଇବେ, ଯଦି ଆପଣ ମାନେ ଏହା କରୁନାହାନ୍ତି ମୁହଁ ର ଡାର୍କନେସ ପାଇଁ ଚିନ୍ତା ରେ ଅଛନ୍ତି ତାହାଲେ ଆଜିଠୁ ଏହି ଉପାୟ ବ୍ୟବହାର କରନ୍ତୁ, ଦେଖିବେ ଆପଣ ନିଶ୍ଚୟ ଫଳପ୍ରଦ ପାଇବେ ଏହା ଥିଲା 1 ପ୍ରଥମ ସ୍ଟେପ |

2-ତାପରେ ଦ୍ୱତୀୟ ସ୍ଟେପ ବିଷୟରେ ଜାଣିବା | ଦ୍ୱିତୀୟ ସ୍ଟେପ ବି ଆପଣ ସେମିତି ଗୋଟିଏ ଚାମଚ ଟମାଟୋ ର ରସ ଓ ସେଥିରେ ଅଳ୍ପ ପରିମାଣରେ ଚିନି ମିଶାନ୍ତୁ ଓ ଆଗ ଭଳି ସମାନ ଭାବରେ ଏହାକୁ ବ୍ୟବହାର କରନ୍ତୁ |

3-ତୃତୀୟରେ ଆପଣ ଟମାଟୋ ପେଷ୍ଟରେ ମହୁ ମଧ୍ୟ ବ୍ୟବହାର କରିପାରିବେ, ଓ ସେଥିରେ ଆପଣଙ୍କ ସ୍କିନକୁ ସୁଟ ହେଲା ଭଳି ଲେମ୍ବୁ ମଧ୍ୟ ମିଶାଇ ପାରିବେ ଓ ଲଗାଇପାରିବେ |

4-ଶେଷ ସ୍ଟେପରେ ଆପଣ ଟମାଟ ସହିତ ମୁଲତାନୀ ମାଟି ମିଶାଇ ମୁହଁରେ ବ୍ୟବହାର କରିପାରିବେ |

ତାହାଲେ ଜାଣିଲେ ଦର୍ଶକ ବନ୍ଧୁ ଏହି ପରି ଭାବରେ ଟମାଟୋ ର ବ୍ୟବହାର ଦ୍ୱାରା ଆମେ ଅଳ୍ପ ଦିନ ରେ ଗୋରା ହେଇପାରିବା |ଏହା ଥିଲା ଆଜିର ମୁହଁ ଗୋରା କରିବା ର ଉପାୟ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment