Odisha News Portal

ଦେଖନ୍ତୁ ଭିଡ଼ିଓ : ତୈଲକ୍ୟ ପରେ ପୁଣି ଭାଇରାଲ ହେଲା ଏହି ବାଳକର ଭିଡ଼ିଓ, ଦେଖଲେ ହେବେ ତାଯୁବ…

ବନ୍ଧୁଗଣ ଆପଣ ଯାତ୍ରା ଦେଖିବାକୁ ଯଦି ଭଲ ପାଉଥିବେ ତେବେ ଯାତ୍ରା ଜଗତର ପ୍ରମୁଖ କଳାକାର ମାନଙ୍କ ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ। ସେମାନଙ୍କ ମଧ୍ୟରୁ ଖଳନାୟକ ଭୂମିକା ରେ ଅଭିନୟ କରୁଥିବା ଦୈତାରି ପଣ୍ଡାଙ୍କ ବିଷୟରେ ଆପଣ ନିହାତି ଜାଣିଥିବେ। କାରଣ ସେ ହେଉଛନ୍ତି ଯାତ୍ରା ଜଗତର ଜଣେ ଆଗ ଧାଡ଼ିର ଲୋକପ୍ରିୟ କଳାକାର। ଯାହାଙ୍କ ଅଭିନୟ ଯେତିକି ହୃଦୟସ୍ପର୍ଶୀ ଅଟେ ସେମିତି ଜୀବନ୍ତ ମଧ୍ୟ ଲାଗି ଥାଏ। ତେବେ ତାଙ୍କର ଅଭିନୟ ସହ ଜଡ଼ିତ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣେ ବାଳକ ଙ୍କ ବିଷୟରେ ଆସନ୍ତୁ ଜାଣିବା। ଯିଏ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଛନ୍ତି।

ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଆପଣ ମାନେ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ଆଜି ଆମେ ଜାଣିବା ଏମିତି ଏକ ଭିଡିଓ ବିଷୟରେ ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବାକୁ ବାଧ୍ୟ ହେବେ।ସେ ହେଉଛନ୍ତି ଜଣେ କୁନି ବାଳକ। ଏମିତିରେ କୁନି ପିଲାମାନଙ୍କ ସ୍ୱର ଏବଂ ସେମାନଙ୍କ କଥା ସମସ୍ତଙ୍କୁ ଏକ ଅଜଣା ଖୁସି ଦେଇଥାଏ। ସେମାନଙ୍କ କଥା ସମସ୍ତଙ୍କ ହୃଦୟକୁ ସ୍ପର୍ଶ ମଧ୍ୟ କରିଥାଏ। ତୁନି ଓଠରେ ସେମାନେ ଯେଉଁଭଳି କଥା ହୁଅନ୍ତି ତାହା ଶୁଣିବାକୁ ମଧ୍ୟ ଭଲ ଲାଗେ।

ତେବେ ଯେଉଁଭଳି ଭାବରେ ସେମାନେ କୌତୁକିଆ ଢଙ୍ଗରେ କଥା ହୁଅନ୍ତି କିମ୍ବା ଗୀତ ଗାଇଥାନ୍ତି ତାହା ସମସ୍ତଙ୍କୁ ଯେତିକି ଶ୍ରୁତି ମଧୁର ଲାଗିଥାଏ ସେତିକି ଆନନ୍ଦ ମଧ୍ୟ ଦେଇଥାଏ। ସେହିଭଳି ଏବେ ଏହି କୁନି ପୁଅର ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।କୁନି ପୁଅଟି ମୁହଁରେ ଦୈତାରି ପଣ୍ଡାଙ୍କ ଡାଇଲଗ ବହୁତ ଅବିକଳ ଲାଗୁଛି। ପିଲାଟି ମୁହଁରେ ଯାତ୍ରା ଜଗତର ମହାନ୍ ଖଳନାୟକ ଦଇତାରୀ ପଣ୍ଡା ଙ୍କ କିଛି ଡାଏଲଗ୍ ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହା ଶ୍ରୁତି ମଧୁର ମଧ୍ୟ ହୋଇଛି। ଯାହାକୁ ଦେଖି ଏବଂ ଶୁଣି ବାସ୍ତବରେ ଆପଣ ଖୁସି ହେବେ ନିଶ୍ଚିତ ଭାବରେ।

ଏହି କୁନି ପିଲାଟି ମହାନ୍ କଳାକାର ଦୈତାରି ପଣ୍ଡାଙ୍କ ଏକ ମୁଖ୍ୟ ଜଣାଶୁଣା ଡ଼ାଇଲଗ ଯେପରି ଭାବରେ ଅଭିନୟର ସହ କହୁଛନ୍ତି ଆପଣ ଥରେ ତାଙ୍କର ଏହି ସ୍ୱରକୁ ଶୁଣନ୍ତୁ ଏବଂ ଭିଡିଓ କୁ ଦେଖନ୍ତୁ, ତାପରେ ନିଜେ ଆପଣ ପିଲାଟିର ପ୍ରଶଂସା ନକରି ରହି ପାରିବେ ନାହିଁ। ଡାଇଲଗ ମଝିରେ ମଝିରେ ସେ ଦୈତାରି ଙ୍କ ଭଳି ହସ ମଧ୍ୟ ଦେଉଛନ୍ତି ଏବଂ ତାଙ୍କ ଭଳି ଅବିକଳ ହସୁଛନ୍ତି। ଏହାକୁ ଦେଖି ଆପଣ ବି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ଏବଂ ପିଲାଟିର ସ୍ଵରକୁ ପ୍ରଶଂସା କରିବେ ଏଥିରେ ସନ୍ଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।