ତହସିଲଦାର ଙ୍କ ଗାଡିକୁ ପାଣି ପିଆଇଦେଲା ମାଫିଆଙ୍କ ଟ୍ରାକ୍ଟର… ଦେଖନ୍ତୁ Video

ହଁ ଆଜ୍ଞା କଥା ଟି ଶୁଣି ଅପଣ ମାନେ ଅର୍ଚଯ୍ୟ ହେଉଛନ୍ତି କି କିନ୍ତୁ ଘଟଣାଟି ସମ୍ପୂର୍ଣ ସତ୍ୟ ଅଟେ, ଘଟଣା ରେ ଦେଖିବାକୁ ମିଳିଛି ନଦୀ କୂଳରେ ଗୋଟିଏ ଟ୍ରାକ୍ଟର ଏପରେ ସେପଟେ ହୋଇ ବୁଲିବାରେ ଲାଗିଛି ଆଉ ଟା ପଛରେ ଗୋଟିଏ ବୋଲେରୋ ଚାଲିଛି , ଆଉ ଶେଷରେ ଟ୍ରାକ୍ଟରଟି ଚକ୍ମା ଦେଖାଇ ସେଠୁ ପଳେଇ ଯାଉଛି , ତେବେ କଣ ଥିଲା ଏହି ଘରଣାଟି ଯାହା ପାଇଁ ନଦୀ କୂଳରେ ଚାଲିଥିଲା ଏପରି ଘଟଣା ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଆସନ୍ତୁ ତାହେଲେ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |

ଘଟଣାଟିରେ ଜଣେ ବାଲି ମାଫିଆ ବାଲି ନେବାପାଇଁ ପହଞ୍ଚି ଥିଲା ଟ୍ରାକ୍ଟର ନେଇ ନଦୀ କୂଳରେ, ଆଉ ସେଥି ପହଞ୍ଚି ବାଲି ନେବାକୁ ଯୋଗାଡ଼ କରୁଥିବା ବେଳେ, ହଟାତ ସାମ୍ନାକୁ ଆସିଥିଲା ଗୋଟିଏ ଅଫିସର ଗାଡି ଆଉ ଯୋଉଥିରେ ବସିଥିଲେ ତହସିଲଦାର, ତାପରେ ଷ୍ଟାଟ ହେଇଗଲା ଲୁକାଛୁପି ଖେଳ, ଟ୍ରାକ୍ଟର ଆଗେ ଆଗେ ଆଉ ତା ପଛରେ ଚାଲିବାକୁ ଲାଗିଲା ତହସିଲଦାର |

ମାଫିଆଟି ଧରା ପଡିଲେ ଟଙ୍କା ଜୋରିମାନା ଦେବାର ଭୟରେ ଟ୍ରାକ୍ଟର ଵାଲା କିଛି ବନ୍ଧ ବାଡ଼ ନ ମାନି ଚଳାଇବାକୁ ଲାଗିଲା ଗାଡି, ଆଉ ହଟାତ ଗାଡି ଚଳେଇବା ଭିତରେ ତା ଆଗରେ ଯୋଉ ପାଣି ଥିଲା ସେହି ନଦୀ ଭିତରକୁ ଟ୍ରାକ୍ଟର ନେଇ ପୋସିଗଲା ଓ ତା ପଛରେ ତହସିଲଦାର ର ଗାଡି ମଧ୍ୟ ପୋସିଗଲା ଓ ସେହି ଟ୍ରାକ୍ଟରରେ ଥିବା ଲୋକଟିକୁ ଧରିବା ପାଇଁ ତହସିଲଦାର ଙ୍କ ଡ୍ରାଇଭର ମଧ୍ୟ ପଛରେ ଗୋଡ଼େଇବାକୁ ଲାଗିଲା |

ଏହି ପରି ବହୁତ ସମୟ ଗୋଡ଼ାଇବା ପରେ ଟ୍ରାକ୍ଟର ଟି ପୋସିଜାଇଥିଲା ନଦୀରେ ଥିବା ପାଣି ଭିତରକୁ ଆଉ ସେ ମଧ୍ୟ ନଦୀର ଜଳ ଭିତର ଦେଇ ଆର ପଟକୁ ଚାଲିଯାଇଥିଲା , କିନ୍ତୁ ସେହି ଟ୍ରାକ୍ଟର ପଛରେ ଗୋଡ଼ଉଥିବା ତହସିଲ ଗାଡିଟି ତାକୁ ଧରିପାରିଲା ନାହିଁ, କାରଣ ଯଦି ବୋଲେରୋ ଟି ପାଣି ଭିତର ଦେଇ ଯିବ ତାହେଲେ ସମ୍ପୂର୍ଣ୍ଣ ଗାଡିଟି ପାଣି ଭିତରକୁ ପଶିଯିବ | ଓ ତାହା ପାଣି ଭିତରୁ ବାହାରକୁ ବାହାରି ପାରିବ ନାହିଁ, ସେଥିପାଇଁ ତହସିଲଦାର ଜଣଙ୍କ ଗୁଡେଇ ଗୁଡେଇ ଟ୍ରାକ୍ଟର ଡ୍ରାଇଭର କୁ ଧରି ନପରି ଓ ପାଣିରେ ମଧ୍ୟ ନ ପଶି କେବଳ ଗାଡିରୁ ଆଲ୍ହାଇ ସେଇ ଟ୍ରାକ୍ଟର ଟିର ପୋଳେଇଯିବାର ଦୃଶ୍ୟକୁ ଦେଖୁଥିଲେ | ମାତ୍ର କିଛି କରିପାରି ନଥିଲେ |

କିନ୍ତୁ ଘଟଣା ଦେଖି ବା ଶୁଣି ଆମେ ମାନେ ଜାଣିପାରୁଛେ ଯେ ବାଲି ମାଫିଆ ମାନେ କେତେ ମାତ୍ରାରେ ଦୁର୍ନୀତି ଚଲାଉଛନ୍ତି ଓ ସରକାରଙ୍କ ନିୟମକୁ ମଧ୍ୟ ଉଲଂଘନ କରୁଛନ୍ତି, ଯାହା ଏବେ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment