Odisha News Portal

ତାହା କେଉଁ ଜିନିଷ ଯାହାକୁ କାଟିବା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହସ ଅଛିତ ଉତ୍ତର ଦିଅ

ଆଜିର ଦିନରେ କୌଣସି ବ୍ୟକ୍ତିର ବୁଦ୍ଦି ପରିକ୍ଷା ନିମନ୍ତେ କେତେକ ବୁଦ୍ଦି ମାନର ପ୍ରଶ୍ନ ପଚାରା ଯାଇଥାଏ ଏବଂ ସେହି ସବୁ ପ୍ରଶ୍ନର ଉତ୍ତର ଜଣେ ବୁଦ୍ଦିମାନ ବ୍ୟକ୍ତି ହିଁ ଦେଇ ପାରିଥାଏ । କାହିଁକି ନା ଆଜିର ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷା ବା ଇଣ୍ଟରଭ୍ୟୁ ଗୁଡିକରେ ବୁଦ୍ଦିମାନର ପ୍ରଶ୍ନ ପଚାରା ଯାଇଥାଏ । କିନ୍ତୁ ଅନେକ ପିଲା ସେଥିରେ ଅସଫଳ ହୋଇ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥାନ୍ତି । ସେଥିପାଇଁ ଆଜି ଆମେ କେତେକ ମଜାଳିଆ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ଜାଣିବା ।

1 ତାହା କଣ ଯାହା ସବୁବେଳେ ଆସେ କିନ୍ତୁ କେବେ ପହଞ୍ଚେ ନାହିଁ ?
ଉତ୍ତର – ଆସନ୍ତା କାଲି ।

2 ତାହା କେଉଁ ଜିନିଷ ଯାହାକୁ କାଟିବା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?
ଉତ୍ତର – ଜନ୍ମଦିନର କେକ୍ ।

3 ସେ କିଏ ଯାହାର ଚାରିଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନାହିଁ ?
ଉତ୍ତର – ଟେବୁଲ ।

4 ଉତ୍କଳ ଗୌରବ କିଏ ?
ଉତ୍ତର – ମଧୁସୂଦନ ଦାସ ।

5 ଉତ୍କଳମଣି କିଏ ?
ଉତ୍ତର – ଗୋପବନ୍ଧୁ ଦାସ ।

6 ଉତ୍କଳଘଣ୍ଟ କିଏ ?
ଉତ୍ତର – ଯଦୁମଣି ମହାପାତ୍ର ।

7 ଦଶହରା ପର୍ବ କେଉଁ ମାସରେ ପାଲନ କରାଯାଏ ?
ଉତ୍ତର – ଅକ୍ଟୋବର ।

8 ବାଲିଯାତ୍ରା କେଉଁ ମାସରେ ପାଳନ କରାଯାଏ ?
ଉତ୍ତର – ନଭେମ୍ୱର ।

9 ପ୍ରଥମାଷ୍ଟମୀ କେଉଁ ମାସରେ ପାଳନ କରାଯାଏ ?
ଉତ୍ତର – ଡିସେମ୍ୱର ।

10 ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ କିନ୍ତୁ ଡାହାଣ ହାତରେ ନୁହେଁ ?
ଉତ୍ତର – ଡାହାଣ ହାତ ।

11 ତାହା କଣ ଯାହାଦ୍ୱାରା ଆମେ କାନ୍ଥର ଆରପଟ ମଧ୍ୟ ଦେଖି ପାରିଥାଉ ?
ଉତ୍ତର – ଝରକା ।

12 ତାହା କଣ ଯାହାକୁ ଭାଙ୍ଗିବା ପରେ ସବୁଲୋକ ଖୁସୀ ହୋଇଥାନ୍ତି ?
ଉତ୍ତର – ରେକର୍ଡ ।

13 କେଉଁ ଜୀବର ଦଶଟି ଗୋଡ ?
ଉତ୍ତର – କଙ୍କଡା ।

14 କେଉଁ ଜୀବର ଆଠଟି ଆଖି ?
ଉତ୍ତର – ମାଙ୍କଡସା ।

15 କେଉଁ ଜୀବର ଚାରିଗୋଟି ଡେଣା ଅଛି ?
ଉତ୍ତର – ପ୍ରଜାପତି ।

16 କେଉଁ ଜୀବ ପ୍ରତ୍ୟହ 18 ଘଣ୍ଟା କେବଳ ଖାଇବାରେ ବିନିଯୋଗ କରେ ?
ଉତ୍ତର – ହାତୀ ।

17 କୃଷ୍ଣ ହୀରକ କାହାକୁ କୁହାଯାଏ ?
ଉତ୍ତର – କୋଇଲା ।

18 କୋଇଲା କେତେ ପ୍ରକାର ଓ କଣ କଣ ?
ଉତ୍ତର – 4 ପ୍ରକାର ଯଥା – ପିଟ , ଲିଗନାଇଟ , ବିଟୁମିନସ ଓ ଆନ୍ଥାସାଇଟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।