Odisha News Portal

ମାୟାରେ ଅଭିନୟ କରୁଥିବା ଗୋଲାପଙ୍କ ପରିବାର ଆଗରୁ କେବେ ଦେଖିନଥିବେ .ଜାଣନ୍ତୁ ତାଙ୍କ ପରିବାର ରେ କିଏ କିଏ ଅଛନ୍ତି….

ଆଜିର ଦୁନିଆରେ ଲୋକମାନେ ସର୍ବଦା ସମସ୍ତ କାମରେ ବ୍ୟସ୍ତ ରହନ୍ତି କାରଣ ଏବେକାର ସମାଜରେ ସମସ୍ତଙ୍କ ପାଖରେ କାମ ରହିଥାଏ ସେମାନେ କେବେବି ଫାଙ୍କା ହୋଇ ପାରନ୍ତି ନାହିଁ । ତେବେ ଏହି ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଟିକେ ଟାଇମ ପାଇଲେ ସେମାନେ ଟିକେ ମନୋ ରଞ୍ଜନ କରିବା ପାଇଁ ଚାହାନ୍ତି । ତେବେ ଏହି ସମୟରେ ସେମାନେ ଫାଙ୍କା ହେଲେ କୌଣସି ସିରିଏଲକୁ ଦେଖନ୍ତି ଯାହା ସେମାନଙ୍କୁ ବହୁତ ଭଲ ଲାଗେ ଏବଂ ସେଥିରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି ।

ତେବେ ସେମାନେ ଯାହାକୁ ଭଲ ପାଆନ୍ତି ସେମାନଙ୍କ ବିଷୟରେ କିଛି କଥା ଜାଣିବା ପାଇଁ ଚାହାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ସିରିଏଲରେ ଜଣେ ଅଭିନେତ୍ରୀଙ୍କ କତା କହିବୁ ଯାହାକୁ ଆପଣ ମନେ ହୁଅତ ବହୁତ ଭଲ ପାଉଥିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ

ଆପଣ ମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ମାୟା ଧାରାବାହିକ ଦେଖୁଥିବେ । ତେବେ ଯଦି ଆପଣ ମାନେ ମାୟା ଧାରାବାହିକ ଦେଖୁଛନ୍ତି ତେବେ ସେଥିରେ ଚାକରାଣୀ ଭୂମିକାରେ ଅଭିନୟ କରୁଥିବା ଗୋଲାପକୁତ ଆପଣ ମାନେ ଜାଣିଥିବେ । ଏହା ସହିତ ଗୋଲାପ ସେଥିରେ ସୁନ୍ଦର ଆକ୍ଟିଙ୍ଗ ମଧ୍ୟ କରୁଛନ୍ତି ।

ମାୟା ଧାରାବାହିକରେ ସେ ମାୟା ପରିବାରର ଚାକରାଣୀ ଭାବରେ ଅଭିନୟ କରୁଛନ୍ତି ।ଅବଶ୍ୟ ତାଙ୍କର କେରକଟରକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏହା ସହିତ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଗୋଲାପଙ୍କର ପ୍ରକୃତ ଘର ହେଉଛି କଟକ ଏବଂ ସେ କଟକରୁ ହିଁ ତାଙ୍କର ସୁଟିଙ୍ଗ ସେଟକୁ ଆସନ୍ତି ।

ଗୋଲାପଙ୍କର ପ୍ରକୃତ ନାମ ହେଉଛି ନିବେଦିତା । ଏହା ସହିତ ମଧ୍ୟ ଗୋଲାପ ଆଗରୁ ମଧ୍ୟ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କୁଆଁରା ବୋହୂ ଧାରାବାହିକରେ ନଜର ଆସିଥିଲେ ଏବଂ ସେଥିରେ ମଧ୍ୟ ସେ ବହୁତ ସୁନ୍ଦର ଆକ୍ଟିଙ୍ଗ କରିଥିଲେ । ତେବେ ଗୋଲାପ ଏବେ ଅବଶ୍ୟ ମାୟା ଧାରାବାହିକରେ ସେତେ ନଜର ଆସୁନାହାନ୍ତି ମାତ୍ର ଯେତିକି ସମୟ ଆସୁଛନ୍ତି ସେହି ସମୟରେ ତାଙ୍କର ଭୁଲିଭାଳି କ୍ୟାରକଟରଟି ଲୋକମାନଙ୍କୁ ବହୁତ ହିଁ ପସନ୍ଦ ଆସୁଛି । ଏହା ସହିତ ଲୋକମାନେ ମଧ୍ୟ ଗୋଲାପକୁ ତାଙ୍କର କ୍ୟାରକଟରରେ ବହୁତ ହିଁ ପସନ୍ଦ କରୁଛନ୍ତି ।

ଗୋଲାପ କୁକିଙ୍ଗ କରିବା ପାଇଁ ଭଲ ପାଆନ୍ତି , ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ତାଙ୍କର ଡ୍ୟାନସିଙ୍ଗ ଏବଂ ଅଭିନୟ ଜଗତରେ ସେ କିଛି କରି ଦେଖାଇବାକୁ ଚାହୁଁଥିବା ବେଳେ ଆଗକୁ ମଧ୍ୟ ଅଭିନୟ ଜାରି ରଖିବେ ଏବଂ ଗୋଲାପ ଆଗକୁ ମଧ୍ୟ ଅଭିନୟରେ କିଛି ନୂଆ କରି ଦେଖେଇବେ ବୋଲି ଏକ ଇଣ୍ଟରଭ୍ୟୁୟରେ ସେ କହିଥିଲେ । ଗୋଲାପଙ୍କର ପ୍ରକୃତ ନାମ ନିବେଦିତା ହୋଇଥିବା ବେଳେ ସେ କଟକରେ ହିଁ ରୁହନ୍ତି । କଟକରେ ତାଙ୍କର ନିଜର ଘର ରହିଛି ଏବଂ ସେହିଠାରୁ ହିଁ ସେ ସୁଟିଙ୍ଗ ସେଟକୁ ଆସନ୍ତି ।

ଗୋଲାପ ଆଗରୁ ମଧ୍ୟ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ତେବେ ଶେଷ ଧାରାବାହିକ କୁଆଁରୀ ବୋହୂରେ ଆପଣ ମାନେ ତାଙ୍କୁ ଦେଖିବାକୁ ପାଇଥିଲେ । ତେବେ ଏବେ ସେ ମାୟା ଧାରାବାହିକରେ ଚାକରାଣୀ ଭୂମିକାରେ ବହୁତ ସୁନ୍ଦର ଆକ୍ଟିଙ୍ଗ କରୁଛନ୍ତି ଏବଂ ଲୋକମାନଙ୍କର ହୃଦୟକୁ ମଧ୍ୟ ସେ ବେଶ ଜିତିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।