T-20 ବିଶ୍ୱକପରେ Pakisthan ବିଜୟକୁ ସମର୍ଥନ କରି ଫସିଲେ ଶିକ୍ଷୟତ୍ରୀ, ଶେଷରେ ଚାକିରୀରୁ ହେଲେ ବହିଷ୍କାର…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ସମୟରେ ଦୁବାଇରେ ଟି-୨୦ ବିଶ୍ଵକପ ଚାଲିଛି। ଯେଉଁଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଥିଲା, ତେବେ ଏଥିରେ ଭାରତ ପାକିସ୍ତାନ ଠାରୁ ପରାଜୟ ହୋଇଥିଲେ। ତେବେ ଏଭଳି ଖବର ସାରା ଦେଶରେ ଜନସାଧରଣ ମଧ୍ୟରେ ଏକ ପ୍ରକାର ଦୁଃଖର ଖବର ପାଲଟି ଥିବା ବେଳେ। ଏହିଭଳି ପରିସ୍ଥିତିରେ ରାଜସ୍ଥାନର ଜଣେ ଶିକ୍ଷୟତ୍ରୀ ପାକିସ୍ତାନ ଜିତିବା ଖୁସି ମନାଇ ଥିଲେ। ଏପରିକି ଟୁଇଟର ରେ ମଧ୍ୟ ଲେଖିଥିଲେ, ଆମେ ଜିତିଗଲୁ। ଏଭଳି ଖବର ଇଣ୍ଟରନେଟ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଏହାପରେ ପୋଲିସ ତାଙ୍କୁ ଆରେଷ୍ଟ କରିଥିଲା, ସେ ଯେଉଁ ସ୍କୁଲ ରେ ଚାକିରୀ କରିଥିଲେ, ସେଠାରେ ତାଙ୍କୁ ମଧ୍ୟ ବହିଷ୍କାର କରିଥିଲେ।

ଏହା ପରେ ଶିକ୍ଷୟତ୍ରୀ ୟୁଟ୍ୟୁବରେ ଭିଡିଓ କରିଥିଲେ, ତାଙ୍କର ଏହିଭଳି ପୋଷ୍ଟ ପାଇଁ କ୍ଷମା ମାଗିଥିଲେ। ତାଙ୍କ କହିବା କଥା ଯେ, ସେ କାହାରି ଭାବନାକୁ ଆଘାତ କରିବାକୁ ଚାହିଁନାହାଁନ୍ତି। କେହି ଜଣେ ତାଙ୍କୁ ମେସେଜ କରି ପଚାରିଥିଲେ, ଯେ ଆପଣ ପାକିସ୍ତାନକୁ ସମର୍ଥନ କରୁଛନ୍ତି କି ? ମେସେଜଟି ମଜାଦାର ଇମୋଜି ଥିଲା ଏବଂ ଉତ୍ତର ଦେଇଥିଲେ, ହଁ। ଏହାର ଅର୍ଥ ନୁହେଁ ଯେ ମୁଁ ପାକିସ୍ତାନକୁ ସମର୍ଥନ କରୁଛି। ତାଙ୍କ କହିବା କଥା, ସେ ଜଣେ ଭାରତୀୟ ଏବଂ ସେ ଭାରତକୁ ଭଲ ପାଆନ୍ତି। ଏକଥା ମଧ୍ୟ କହିଥିଲେ, ଯେ ଆପଣ ମାନେ ଯେତିକି, ଭାରତକୁ ଭଲ ପାଆନ୍ତି, ସେ ମଧ୍ୟ ସେତିକି ଭଲ ପାଆନ୍ତି।

ରାଜସ୍ଥାନର ଉଦୟପୁରର ଏକ ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କୁ ବୁଧବାର ଗିରଫ କରାଯାଇଥିଲା। ଏହା ସହିତ କାଶ୍ମୀର ଆଉ ତିନି ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉତ୍ତରପ୍ରଦେଶର ଆଗ୍ରା ଠାରେ ତିନି ଦିନ ପୂର୍ବେ ଟି-୨୦ ବିଶ୍ୱକପ କ୍ରିକେଟ୍ ମ୍ୟାଚରେ ଭାରତ ଉପରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ବାର୍ତ୍ତା ପୋଷ୍ଟ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ବନ୍ଧୁଗଣ ଏଭଳି ଅନେକ ଲୋକ ଆମ ଭାରତ ବର୍ଷରେ ଅଛନ୍ତି, ଯେଉଁମାନେ କି ନିଜ ଦେଶକୁ ଭଲ ପାଇବା ବଦଳରେ ପାକିସ୍ତାନକୁ ସହଯୋଗ କରୁଛନ୍ତି।

ବୁଧବାର ଅଖିଲ ଭାରତ ବିଦ୍ୟା ପରିଷଦ କର୍ମୀମାନେ ବିଦ୍ୟାଳୟ ପରିସରରେ ପହଞ୍ଚି ଶିକ୍ଷୟତ୍ରୀଙ୍କ ବହିଷ୍କାର କରିବା ପାଇଁ ତାଙ୍କ ବିରୋଧରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସର୍କଲ ଇନ୍ସପେକ୍ଟର, ଅମ୍ବାମାଟା ପୋଲିସ ଷ୍ଟେସନରେ ନରପତ ସିଂ କହିଛନ୍ତି, ଯେ ଶିକ୍ଷକଙ୍କ ବିରୋଧରେ ଏକ ସ୍ଥାନୀୟ ସଂଗଠନ ଅଭିଯୋଗ ଆଣିଛନ୍ତି। ଏହା ପରେ ଆଇପିସି ଧାରା ୧୫୩-ବି (ଇମ୍ପ୍ୟୁଟେସନ୍ସ, ଜାତୀୟ ଏକୀକରଣକୁ ବିରୋଧ କରୁଥିବା ଅଭିଯୋଗ) ଅନୁଯାୟୀ ଏକ ମାମଲା ଦାୟର କରାଯାଇଛି। ତେବେ ବନ୍ଧୁଗଣ ଆପଣଙ୍କ ବିଚାର କରନ୍ତୁ ଏଭଳି ଦେଶ ବିରୋଧୀ ସହିତ କଣ କରିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment