1 Days Challenge – ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ମୁହଁ ( Skin ) ଦୁଧ ପରି ଗୋରା ତାଙ୍କ ତାଙ୍କ ଦେଖାଯିବ.. ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ପ୍ରାୟ ସମସ୍ତେ ପିଲାଠାରୁ ବୁଢ଼ା ପ୍ରଯ୍ୟନ୍ତ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି |ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ପାଇ ବିଭିନ୍ନ ପ୍ରକାର କୋସମେଟିକ ମଧ୍ୟ୍ୟ ବ୍ୟବହାର କରୁଛନ୍ତି,ଯାହାର ବହୁତ ସାଇଡ ଏଫେକ୍ଟ ଦେଖାଯାଏ |ଆପଣଙ୍କ ସ୍କିନ ଗ୍ଲୋ କରିବା, ବ୍ରାଇଟନେସ ବୃଦ୍ଧିହେବା ଓ କଳା ଦାଗ ଲିଭିବା ପାଇଁ ମୁଁ ଆଜି ଆପଣଙ୍କୁ ମେକପ ଦ୍ୱାରା ନୁହଁ କେବଳ ପ୍ରାକୃତିକ ଉପାୟରେ କିପରି ଘରେ ରହି ଫେସ ପେକ ପ୍ରସ୍ତୁତ କରି ଏହାର ଉପଚାର କରିପାରିବେ ଆସନ୍ତୁ ଜାଣିବା |ଏହି ତିନୋଟି ଘରୋଇ ଉପଚାରେ ଆବଶ୍ୟକ ଜିନିଷ ଆପଣଙ୍କ ରୋଷେଇ ଘରୁ ମିଳିବ |

1-ଟମାଟୋ ଇଂସ୍ଟଣ୍ଟ ସ୍କିନ ବ୍ରାଇଟେନିଙ୍ଗ ଫେସ ପେକ :-ଏଥିପାଇଁ ଆପଣ ଗୋଟେ ପାତ୍ରରେ ଏକ ଚାମୋଚ ବେସନ ଏକ ଚାମୋଚ ମଇଦା ଓ ଦୁଇରୁ ୩ ଡ୍ରପ ଲେମ୍ବୁରସ,ଦୁଇ ଚାମଚ କ୍ଷୀର ଏବଂ ଦୁଇ ସ୍ପୋନ ଟମାଟୋ ଜୁଶ ନିଅନ୍ତୁ |ଏହାକୁ କିଛି ସମୟ ଭଲ ଭାବରେ ମିଶାନ୍ତୁ |ସମ୍ପୂର୍ଣ ମିଶ୍ରଣ ପରେ ଆପଣ ଆପଣଙ୍କ କ୍ଲିନ ଫେସ ରେ ଏହି ପ୍ରସ୍ତୁତି ହୋଇଥିବା ରିମିଡିକୁ ଭଲଭାବରେ ପ୍ରଲେପ କରନ୍ତୁ |

ଏବେ ଆପଣ ଏହାକୁ 20ମିନିଟ ପର୍ଯ୍ୟନ୍ତ ଆପଣଙ୍କ ସ୍କିନରେ ରଖାନ୍ତୁ,ପରେ ଥଣ୍ଡା ପାଣିରେ ଭଲ ଭାବରେ ଆପଣଙ୍କ ସ୍କିନକୁ ଧୋଇଦିଅନ୍ତୁ|ଯେଉଁମାନଙ୍କ ସ୍କିନ ଅଧିକ ଓଏଲି ଓ କଲାଦାଗଥାଏ ସେମାନେ ଏହି ରେମିଡ଼ିକୁ ଲଗାତାର ଲଗାନ୍ତୁ |ଦେଖିବେ ଧୀରେ ଧୀରେ ଆପଣଙ୍କ ସମସ୍ତ ପ୍ରୋବ୍ଲେମ ହୋଇଯିବ ଏବଂ ଆପଣଙ୍କ ସ୍କିନ ବହୁତ ଗ୍ଲୋ ଦେଖାଯିବ |

2-ଇଂସ୍ଟଣ୍ଟ ହଳଦୀ ସ୍କିନ ବ୍ରାଇଟେନିଙ୍ଗ ଫେସ ପେକ :-ଏହାର ପ୍ରସ୍ତୁତୁ ପାଇଁ ଆପଣ ଏକ ପତ୍ରରେ ଦୁଇ ଚାମଚ ବେସନ ଏବଂ ଏକ ଚାମୋଚ ହଳଦୀ ଗୁଣ୍ଡ ଓ ଏକ ଚାମୋଚ ଲେମ୍ବୁ ରସ ଏକା ଚାମୋଚ ମହୁ ଏବଂ ସର୍ବ ଶେଷରେ ଦୁଇ ରୁ ତିନି ଚାମଚ ଦହି ନିଅନ୍ତୁ |ଏହାକୁ ଭଲଭାବରେ ମିକ୍ସ କରନ୍ତୁ,ସମ୍ପୂର୍ଣ ମିକ୍ସ ପରେ ଏହାକୁ ଆପଣ ଆପଣଙ୍କ ଫେସ ରେ ଲଗାନ୍ତୁ |

ଏବେ ଆପଣ ଏହାକୁ 20ମିନିଟ ରଖି,ପରେ ଥଣ୍ଡା ପାଣିରେ ଭଲ ଭାବରେ ସ୍କିନକୁ ଧୋଇଦିଅନ୍ତୁ|ଆପଣ ଜାଣିଛନ୍ତି ହଳଦୀ ଆମ ସ୍କିନ ପାଇଁ ବହୁତ ଉପକାର ହୋଇଥାଏ |ଏହା ଦ୍ୱାରା ଆପଣଙ୍କ ସ୍କିନ ଅତ୍ୟଧିକ ଗ୍ଲୋଙ୍ଗ ଦେଖାଯିବା ସଂଗେ ସଙ୍ଗେ ଆପଣଙ୍କ ଫେସରେ ଥିବା ସମସ୍ତ ଦାଗ ମଧ୍ୟ କ୍ଳିଅର ହୋଇଯିବ |ଏହି ରିମିଡ଼ି ଆପଣ ସପ୍ତାହରେ 3ରୁ 4ଦିନ ବ୍ୟବହାର କରିପାରିବେ |

3-ଇଂସ୍ଟଣ୍ଟ କଫି ସ୍କିନ ବ୍ରାଇଟେନିଙ୍ଗ ଫେସ ପେକ:- ଏହାର ପ୍ରସ୍ତୁତୁ ପାଇଁ ଆପଣ ଏକ ଛୋଟ ପତ୍ରରେ ଦୁଇ ସ୍ପୋନ କଫି ଏବଂ ଏକ ଟେବଲ ସ୍ପୋନ ବେସନ ଦୁଇ ରୁ ତିନି ସ୍ପୋନ ଦହି ଏବଂ ସର୍ବ ଶେଷରେ ଦୁଇ ରୁ ତିନି ଡ୍ରପ ଲେମ୍ବୁରସ ନେଇ ଏହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ||

ଏବେ ଆପଣ ଏହାକୁ ଆପଣଙ୍କ ଫେସରେ ଭଲ ଭାବରେ ଲଗାନ୍ତୁ |ଏବେ ଆପଣ ଏହାକୁ ପୂର୍ବ ପରି 20ମିନିଟ ରଖନ୍ତୁ, ପରେ ଥଣ୍ଡା ପାଣିରେ ଭଲ ଭାବରେ ଆପଣଙ୍କ ସ୍କିନକୁ ଧୋଇଦିଅନ୍ତୁ|ଆପଣ ଜାଣିଛନ୍ତି କଫି ଆମ ସ୍କିନ ପାଇଁ ବହୁତ ଉପକାର ଦେଇଥାଏ |ଏହା ଦ୍ୱାରା ଆପଣଙ୍କ ସ୍କିନ ଅତ୍ୟଧିକ ଗ୍ଲୋଙ୍ଗ ଦେଖାଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment