୩ ବର୍ଷର ପୁଅ ମା’ ବିରୁଦ୍ଧରେ ଦେଲା ଏତଲା … ଭିଡ଼ିଓ ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚଯ୍ୟ କରେଇ ଦେଇଥାଏ | ତେବେ ସେହି ଭଳି ଏକ ଘଟଣା ଘଟିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି 3 ବର୍ଷ ର ପୁଅ ଟି ତାର ମା ନାଁ ରେ ଅଭିଯୋଗ କରିଛି ଥାନା ରେ | ତେବେ ଯାହା କୁହାଯାଉଛି କି ମା ଜଣଙ୍କ କଳା ଲଗାଉଥିବା ସମୟରେ ସେ ଦୁଷ୍ଟାମୀ କରିବାରୁ ତାଙ୍କୁ ଗେଲ ରେ ମାଡ଼ ମାରି ଥିଲେ ମା | ଆଉ ଯାହା ଫଳରେ ତାଙ୍କର ମା ଙ୍କ ନାଁ ରେ ଅଭିଯୋଗ କରିବା ପାଇଁ ବାପା ଙ୍କୁ ନେଇକି ଯାଇଥିଲେ ଛୋଟ ଛୁଆଁ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ର ଗୁହାନ ସ୍ଥିତ ଦେବତଳାଇ ଗାଁ ର ଶିଶୁ ଟି ଦେବାକୁ ଆସିଛନ୍ତି ମା ଙ୍କ ନାଁ ରେ ଅଭିଯୋଗ | ତେବେ ଯାହା ଜଣା ପଡିଥିଲା କି ଗାଧୋଇ ସାରିବା ପରେ ମା ଜଣଙ୍କ ପିଲା ଟିକୁ କଳା ଲଗାଇବା ପାଇଁ ଦୁଷ୍ଟାମୀ ନ କରି ସ୍ଥିର ଆଉ ଶାନ୍ତ ହୋଇ ବସିବା ପାଇଁ କହିଥିଲେ | କିନ୍ତୁ ପିଲା ଟି ଦୁଷ୍ଟାମୀ କରିବାକୁ ମା ଜଣଙ୍କ ଗେଲ୍ହ ରେ ମାଡ଼ ମାରିଥିଲେ |

ତେବେ ଏଭଳି କରିବାରୁ ପିଲା ଜଣଙ୍କ ମା ଙ୍କ ନାଁ ରେ ଥାନା ରେ ଏତଲା ଦେବେ ବୋଲି କହିଥିଲା | ଆଉ 3 ବର୍ଷ ର ପିଲା ପାଖରେ ଏଭଳି କଥା ଶୁଣିବା ପରେ ସମସ୍ତେ ହସିବାକୁ ଲାଗିଥିଲେ | କିନ୍ତୁ ପିଲା ଟି କିଛି ଶୁଣି ନ ଥିଲା ଆଉ ଜିଦ ଧରି ବସିଥିଲା ଆଉ ଯାହା ପାଇଁ ବାପା ଜଣକ ପିଲା ଟିକୁ ଥାନା କୁ ନେଇ ଯାଇଥିଲେ | ଆଉ ସେଠାରେ ଅଭିଯୋଗ ଲେଖିବା ପାଇଁ ମାଡାମ ଜଣଙ୍କୁ କହିବା ପରେ ସେଠାରେ ସମସ୍ତେ ହସିବାକୁ ଲାଗିଥିଲେ |

ତେବେ ପରେ ମାଡାମ ଜଣଙ୍କ ତାଙ୍କର ଅଭିଯୋଗ ଲେଖିଥିଲେ ଆଉ ଯେଉଁଠି ପିଲା ଟି କହିଥିଲେ କି ତାଙ୍କର ମା ତାଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି | ଆଉ ତାଙ୍କର ଚକଲେଟ ମଧ୍ୟ ଚୋରି କରି ନେଉଛନ୍ତି ତାହା ସହିତ ତାଙ୍କର ପଇସା ମଧ୍ୟ ନେଇ ଯାଉଛନ୍ତି | ଆଉ ତାଙ୍କୁ ଚକଲେଟ ମଧ୍ୟ ଖାଇବା ପାଇଁ ମନା କରୁଛନ୍ତି | ତେଣୁ ତାଙ୍କ ମା ଙ୍କୁ ଆଣିକି ଜେଲ ରେ ରଖନ୍ତୁ ଆଉ ଯାହା ପରେ ସେ ଚକଲେଟ ଖାଇ ପରିବେ ବୋଲି କହିଛନ୍ତି | ଆଉ ଛୋଟ ପିଲା ଟିର ଏଭଳି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment