Odisha News Portal

କରୋନା ସମୟରେ ପୁଣି ବାହାରିଛି ଓଡିଶାରେ ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ସୁଯୋଗ !ସବୁ ଜିଲ୍ଲାର ପାର୍ଥୀ ଆବେଦନ କରିପାରିବେ ?

0 12

ଯେଉଁମାନେ ଶିକ୍ଷକ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ତା ସହିତ ଯେଉଁମାନେ ନନ୍ ଟିଚିଙ୍ଗ ପୋଷ୍ଟରେ ଜବ୍ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବହୁତ ବଡ ଅପଡେଟ୍ ଟି ରହୁଛି । ଯାହାକୁ କି ଓଡିଶା ସବୁ ଜିଲ୍ଲାର ପାର୍ଥୀମାନେ ଏହି ଜବ୍ ଟିକୁ ଆବେଦନ କରିପାରିବେ ଏବଂ ଉଭୟ Male and Female ଆବେଦନ କରିପାରିବେ । ତେବେ ଯଦି ଶିକ୍ଷାଗତ ଯୋଗ୍ୟତା କଥା କହିବା ,କେବଳ 10th ପାସ୍ କରିଥିବା ପିଲାମାନେ ଏହି ଜବଟିକୁ ଆବେଦନ କରିପାରିବେ ଏବଂ +2 ଏବଂ +3 କରିଥିଲେ ମଧ୍ୟ ଏହାକୁ ଆବେଦନ କରିପାରିବେ ।

ଏଥିରେ ଆପଣଙ୍କୁ କୌଣସି ପରୀକ୍ଷା ଦେବା ପାଇଁ ପଡିବ ନାହିଁ କିମ୍ବା ଆବେଦନ କରିବା ପାଇଁ କୌଣସି ଆପ୍ଲିକେଶନ୍ ଫିସ୍ ଦେବାକୁ ପଡିବ ନାହିଁ । ଯାହାକି ବହୁତ ବଡ ସୁଯୋଗ ରହୁଛି ଆମ ଓଡିଶାର ପିଲାମାନଙ୍କ ପାଇଂ । ତେବେ କଣ ସବୁ ଡିଟେଲ୍ସ ରହୁଛି ଚାଲନ୍ତୁ ଜାଣିନେବା ।


Organization – Freedom International School ତରଫରୁ ଏହି ଭେକେନ୍ସିଟି ରହୁଛି ।
Who can apply – All Odisha Candidate ଆବେଦନ କରିପାରିବେ ।
Gender – Both Male & Female
Job Location – Cuttack , Odisha

ତେବେ ଚାଲନ୍ତୁ ଜାଣିବା ଏହାର ସିଲେକ୍ସନ ପ୍ରେସେସ୍ କେମିତି ରହୁଛି ।


Selection Process – Only Interview ବା କେବଳ ସାକ୍ଷାତକାର ମାଧ୍ୟମରେ ସିଲେକ୍ସନ ରହୁଛି , ଏଥିପାଇଁ ଆପଣଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ।
Interview Date -08 November 2020
Reporting Time – At 09.00 AM

Non – Teaching Posts –
Accountant, PRO- Female & House Keeping ପାଇଁ ମଧ୍ୟ ଭେକେନ୍ସି ରହୁଛି । ଏଥିପାଇଁ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କଥା କହିବା ଯଦି ତେବେ,10th , 12th & Graduate ଏଥିମଧ୍ୟରୁ ଯାହା କରିଥିଲେ ବି ସିଲେକ୍ସନ ହୋଇପାରିବେ ।

Teaching Posts- (PRT) ପ୍ରାଇମେରୀ ଟିଚର୍ ପାଇଁ
English , Hindi, Odia, Mathematics & Social Science ପାଇଁ ଟିଚର୍ ପୋଷ୍ଟ ଗୁଡିକ ଭେକେନ୍ସି ରହୁଛି । 12th ପାସ୍ କରିଥିବେ ତାସହିତ D.EL.ED କରିଥିବା ନିହାତି ଦରକାର ।

Teaching Posts – ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର୍( TGT)
English , Hindi, Odia, Mathematics , Social Science, Computer Science ରେ ଭେକେନ୍ସି ରହିଛି । Graduate with B.ED କରିଥିବା ଦରକାର ।

ଯେଉଁମାନେ 08 ନଭେମ୍ବରରେ Interview ଦେଇପାରୁନାହାଁନ୍ତି ସେମାନଙ୍କ ପାଇଂ ଆଉ ଗୋଟିଏ ସୁଯୋଗ ରହୁଛି । ସେମାନେ ଏହି fisodishahr@gmail.com ମେଲରେ ନିଜର ରୁଜ୍ୟୁମ ଫାଇଲକୁ ସେଣ୍ଡ୍ କରିବେ । ଏହାର ଶେଷ ତାରିଖ ହେଉଛି 10 ନଭେମ୍ବର 2020 ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।