ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ବର୍ତ୍ତମାନ ଏଭଳି ଏକ କଥା ଯାହା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯେଉଁଠି କୁହାଯାଉଛି କି ବେଶ କିଛି ଦିନ ହେବ ଅନୁଭବ ଆଉ ବର୍ଷା ଙ୍କ ର ପାରିବାରିକ ବିବାଦ କାରଣରୁ ଆଉ ଫ୍ଲିମ ରେ ନଜର ଆସୁ ନ ଥିଲେ ଅନୁଭବ | ଆଉ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏକ ନୂଆ ଫ୍ଲିମ କୁ ନେଇକି ଏଣ୍ଟ୍ରି ମାରୁଛନ୍ତି ଅନୁଭବ ମହାନ୍ତି | ଆଉ ଯାହା କୁହାଯାଉଛି କି ବର୍ଷା ଆଉଟ ଆଉ ସ୍ୱପ୍ନା ଇନ ହୋଇଛନ୍ତି ବୋଲି କଥା ଭାଇରାଲ ହେବା ସହିତ ଅନୁଭବ ଙ୍କ ଫ୍ଲିମ ରେ ଆଉ ବର୍ଷା ଅଭିନୟ କରିବେନି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |
ଯାହା କୁହାଯାଉଛି କି ଅନୁଭବ ଙ୍କ ଏକ ନୂଆ ଫ୍ଲିମ ବର୍ତ୍ତମାନ ରିଲିଜ ହେବାକୁ ଯାଉଛି ତାହା ପୁଣି ନୂଆ ହିରୋଇନ ଙ୍କ ସହିତ | ଆଉ ଯେଉଁଠି କୁହାଯାଉଛି କି ଅନୁଭବ କୁଆଡେ ହିରୋଇନ ମାନଙ୍କ ସହିତ ଫ୍ଲିମ. କରି ଦେଖୁଛନ୍ତି ଆଉ ଅନେକ ଏକ୍ସ ପେରିମେଣ୍ଟ ମଧ୍ୟ କରୁଛନ୍ତି ଯେମିତି ବିଜୁବାବୁ ସିନେମା ରେ ସୁପ୍ରିୟା,ପ୍ରେମ କୁମାର ରେ ଶିବାନୀ, ଅଭୟ ରେ ଏଲିନା ଓ ସେହିପରି ଜଗା ହାତରେ ପଘା ରେ ଝିଲ୍ଲୀକ ଙ୍କ ସହିତ ଫ୍ଲିମ ରେ କାମ କରି ସାରିଛନ୍ତି | ଆଉ ଯାହା କୁହାଯାଉଛି କି ଏବେ ଆଉ ଜଣେ ନୂଆ ହିରୋଇନ ତଥା ମଡେଲର ସ୍ୱପ୍ନା ପ୍ରିୟଦର୍ଶିନୀ ଙ୍କ ସହିତ ଫ୍ଲିମ କରିବାରେ ଲାଗିଛନ୍ତି |
ତେବେ ତାପସ ସର ଘୋରିଆ ଙ୍କ ନିର୍ଦେଶନା ରେ ଏକ ନୂଆ ଫ୍ଲିମ ଲଭ ଇନ ଲଣ୍ଡନ ରେ କାମ କରୁଛନ୍ତି ଅନୁଭଵ ଆଉ ସ୍ୱପ୍ନା |ଆଉ ଯାହା କୁହାଯାଉଛି କି ଅନୁଭବ ମଧ୍ୟ ଏହି ନୂଆ ଫ୍ଲିମ ର ସୁଟିଂ ଲଣ୍ଡନ ରେ କରାଯାଇଥିବାରୁ ଏକ୍ସାଇଟେଡ଼ ଅଛନ୍ତି | ଆଉ ଯାହା କହିଛନ୍ତି କି ଏହି ଭଳି ଭାବରେ ସେ ବିଭିନ୍ନ ହିରୋଇନ ମାନଙ୍କ ସହିତ କାମ କରିବା ପରେ ଯାହାଙ୍କର ଫ୍ଲିମ କୁ ଦର୍ଶକ ମାନେ ଅଧିକ ପସନ୍ଦ କରିବେ ସେହି ହେବେ ଅନୁଭବ ଙ୍କ ର ଫ୍ଲିମ ପାର୍ଟନର ବୋଲି କୁହାଯାଇଛି |
ତେବେ ବର୍ଷା ଙ୍କ ସହିତ ତାଙ୍କର ଆଉ ଫ୍ଲିମ ଆସିବନି | ତେଣୁ କେଉଁ ହିରୋଇନ ଙ୍କ ସହିତ ଅନୁଭବ ଙ୍କୁ ଦର୍ଶକ ମାନେ ଅଧିକ ପସନ୍ଦ କରୁଛନ୍ତି ତାହା କେବଳ ଦେଖିବକୁ ବାକି ଅଛି ବୋଲି କୁହାଯାଉଛି | ଏହା ସହିତ ଲଭ ଇନ ଲଣ୍ଡନ ଫ୍ଲିମ କୁ ଅଧିକ ଭଲ ପାଇବା ଦର୍ଶକ ଙ୍କ ପାଖରୁ ମିଳିବ ବୋଲି ଆଶା ରହିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।