Odisha News Portal

ଶ୍ୱଶୁର ଘରେ ନ କହି ବାପଘରକୁ ଆସିବାରୁ ଝିଅକୁ ଗଛରେ ଓହଳାଇ ପଶୁ ଭଳି ପିଟିଲେ ବାପଘର ଲୋକ, ପୁରା ଘଟଣା ଜାଣିଲେ ହେବେ ଦୁଃଖିତ….

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି |ଚୋର, ଡକାୟତି, ଗଣ୍ଡଗୋଳ ଏବଂ ମାଡ଼ପିଟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ମନୁଷ୍ୟର ମନ ଭିତରେ ଦୟା ମାୟା ବୋଲି ଉଠିଗଲାଣି, ସମାଜରେ ଆଇନ, କାନୁନକୁ ମଧ୍ୟ ଡର ନାହିଁ। ନିଜର ମା ଓ ଭଉଣୀକୁ ମଧ୍ୟ ଅତି ନିର୍ଦୟ ଅତ୍ୟାଚାର କରିବା ପାଇଁ ପଛାଉ ନାହାନ୍ତି। ଏଭଳି ଘଟଣା ପ୍ରୟତ ସମାଜରେ ପ୍ରତିଦିନ ଦେଖିବା ପାଇଁ ମିଳୁଛି।

ତେବେ ବନ୍ଧୁଗଣ ଆମେ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଆପଣଙ୍କର ଲୋମ ମଧ୍ୟ ଟାଙ୍କୁରୀ ଉଠିବ।ତେବେ ଘଟଣାଟି ହେଉଛି,ଝିଅଟି ଶାଶୁଘର ଛାଡି ବାପଘରକୁ ଆସିଲା ବୋଲି ନିର୍ଦୟ ଭାବରେ ପିଟି ଚାଲି ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଝାବୁଆର କୁଟତାଲାବ ଗାଁରୁ ଏକ ଦୁଃଖ ଦାୟ ଘଟଣା ଆସିଛି। ଘଟଣାଟି ହେଉଛି, ଝିଅଟିର ବିବାହ ପରେ ତାର ସ୍ୱାମୀ ତାକୁ ଏକା ଛାଡି ଦାଦନ ଖଟିବାକୁ ଗୁଜୁରାଟ ପଳେଇଗଲେ ଏବଂ ଏହି କଥାରେ ଝିଅଟି ରାଗି ଯାଇ ନିଜ ମାମୁଁଙ୍କ ଘରକୁ ପଳାଇ ଆସିଲା।ଯେତେବେଳେ ଝିଅର ପରିବାର ଲୋକଙ୍କ ପାଖରେ ଏହି ଖବର ପହଁଚିଲା, ତାଙ୍କ ପରିବାର ଖୁବ ଜୋରରେ ରାଗି ଯାଇ ଝିଅଟିକୁ ମାମୁଁ ଘରୁ ନେଇ ଆସିଲେ। ନିଜ ଝିଅଟି କୁ ବାପଘରୁକୁ ଆଣି ଅତି ନିର୍ଦ୍ଧୟ ଭାବରେ ପିଟି ଚାଲିଲେ। ଯେଉଁ ଭାଇ ହାତରେ ଯୁବତୀ ଜଣଙ୍କ ରାକ୍ଷୀ ବାନ୍ଧୁଥିଲା, ସେହି ଭାଇ ନିଜେ ନିଜ ଭଉଣୀକୁ ଗଛରେ ଓଲଟାଇ ବାଡେଇବା ସହ ରାସ୍ତାରେ ମଧ୍ୟ ଘୋଷାଡ଼ି ଘୋଷାଡ଼ି ପିଟିବାକୁ ଲାଗିଲା।

ଯୁବତୀଙ୍କ ପରିବାର ଲୋକଙ୍କର କେବଳ ମାଡ଼ରେ ମନ ଭରିଲାନି ଯେ, ଯୁବତୀଙ୍କୁ ଗଛରେ ବାନ୍ଧି ଜଣକ ପରେ ଜଣେ ଅତି ନିର୍ଦୟ ଭାବରେ ପିଟି ଚାଲିଲେ ଏବଂ ନିର୍ଦୟ ବାପାର ମଧ୍ୟ ହୃଦୟ ତରଳିଲାନି, ସେ ଏପରି କାର୍ଯ୍ୟରେ ତାଙ୍କ ପୁଅମାନଙ୍କୁ ସାହାଯ୍ୟ ଓ ସହଯୋଗ କଲେ। ଝିଅଟି ତାର ପରିବାର ଲୋକଙ୍କୁ ଅତି ଦୁଃଖର ସହ କାକୁତି, ମିନତୀ ହୋଇ ଛାଡି ଦିଅ ବୋଲି ଗୁହାରି କରୁଛି, କିନ୍ତୁ ବାପା ଓ ଭାଇମାନେ ଯେମିତି ନୃଶଂସ ପାଲଟି ଯାଇଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏସପିଙ୍କ ନଜରେ ପଡିଲା ଓ ସେ ତୁରନ୍ତ ତଦନ୍ତ କରି ପରିବାରର ସଦସ୍ୟଙ୍କୁ ଗିରଫ କରି ଜେଲ ପଠାଇଛି।

ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।