Odisha News Portal

ଦେଖନ୍ତୁ Viral ଭିଡ଼ିଓ – ଶ୍ୱଶୁର ଓ ଦେଢଶୁର ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋଡାଇ ଗୋଡାଇ ଭାଈ ବୋହୂ ସହିତ ଏମିତି କାଣ୍ଡ କଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି….

ବର୍ତ୍ତମାନ ସମାଜରେ ଅନ୍ୟାୟ ଅନୀତି ଏବଂ ଅତ୍ୟାଚାର ର ସୀମା ବଢ଼ିିବାର ଲାଗିଛି। ଧୀରେ ଧୀରେ ଲୋକ ମାନଙ୍କ ମଧ୍ୟରେ ମାନବିକତା ଭଳି ଗୁଣ ହ୍ରାସ ହେବାକୁ ବସିଲାଣି, ପ୍ରତ୍ୟେକ ଦିନ ସମାଜରେ ଚୋରି, ହତ୍ୟା, ଲୁଟ, ମାର ପିଟ ଏବଂ ଗଣ୍ଡଗୋଳ ଭଳି ଖବର ଶୁଣିବାକୁ ମିଳିଥାଏ । ଏହା ବ୍ୟତୀତ କେଉଁଠି ଶାଶୂ ଶଶୁର, ବହୁକୁ ନିର୍ଯାତନା ଦେଉଛି ତୋ ଆଉ କେଉଁଠି ବହୁ, ଶାଶୂ ଶଶୁରଙ୍କୁ ନିର୍ଯାତନା ଦେଉଛି। ଏହା ବ୍ୟତୀତ ବର୍ତ୍ତମାନ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁ ମାନେ ନିଜ ସ୍ତ୍ରୀକୁ ଅତ୍ୟାଚାର କରିଥାନ୍ତି। ପ୍ରତ୍ୟେକ ଦିନ ସ୍ତ୍ରୀ ଉପରେ ଅତ୍ୟାଚାର ଆମ ସମାଜରେ ବଢି ବଢି ଚାଲିଛି। ଏଭଳି ଅନେକ ଅପରାଧ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଏଭଳି ଘଟଣା ବିଷୟରେ ଶୁଣିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଯାହା ବର୍ତ୍ତମାନ ଖୁବ ଜୋର ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକି ଜଣେ ବୋହୂକୁ ମାଡ ମାରିଲେ ଶ୍ବଶୁର ଓ ଦେଢଶୁର ଏଭଳି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ସୂଚନା ଅନୁସାରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ବାହାଘର ପରେ ଅତ୍ୟନ୍ତ ଖୁସିରେ ରହିଥିଲେ। କିନ୍ତୁ କିଛି କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଦୁଃଖର ପାହାଡ଼ ଖସି ପଡ଼ିଲା ଯାହା ସେହି ମହିଳା ଜଣଙ୍କ କେବେବି ସ୍ୱପ୍ନ ରେ ସୁଦ୍ଧା ଭାବିନଥିଲେ। ତେବେ ତାଙ୍କ ସ୍ୱାମୀ ଦ୍ଵିତୀୟ ବିବାହ ଖବର ଶୁଣିବା ପରେ ସେହି ମହିଳାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ଜଣେ ମହିଳା କେବେବି ନିଜ ସ୍ୱାମୀର ଦ୍ୱିତୀୟ ବିବାହ କଥା ବରଦାସ୍ତ କରି ପାରିବେ ନାହିଁ। ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାହାକି ଏଭଳି ଏକ ପ୍ରସ୍ତାବ ଦେଇଥିଲେ ତାଙ୍କ ନିଜ ଶଶୂର ଏବଂ ଦେଢଶୁର ପ୍ରଥମେ ସେ ଏହାକୁ ବିଶ୍ଵାସ କରି ପାରି ନଥିଲେ।

ନିଜ ସ୍ୱାମୀକୁ ଦ୍ଵିତୀୟ ବିବାହ କରିବା ପାଇଁ ରାଜି ହେବାରୁ ତାଙ୍କ ଶଶୂର ଏବଂ ଦେଢଶୁର ମିଶି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏବଂ ତାଙ୍କୁ ମହିଳାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ମାଡ଼ ଏଭଳି ଭାବରେ ମରାଯାଇଛି ଯେ ତାଙ୍କ ଦେହରେ ଦାଗ ମଧ୍ୟ ରହିଛି ଏବଂ ତାଙ୍କ ଶଶୂର ମଧ୍ୟ ଅତ୍ୟନ୍ତ କ୍ରଧିତ ହୋଇ ମୋବାଇଲ ମଧ୍ୟ ଭାଙ୍ଗି ଦେଇଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି, ତେବେ ଆମର ପ୍ରଶାସନ ନିକଟରେ ଏତିକି ଅନୁରୋଧ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।