ଶଶୁର ବୋହୂ ହେଲେ ଗେଲ.. ବୋହୂ ନୁହେଁ ସେ ମୋ ଝିଅ.. ମୋ ବୋହୂ ବହୁତ୍ ଭଲ.. ଦେଖନ୍ତୁ Video

ପ୍ରତଦିନ ଆମ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ଚୋରି, ହତ୍ୟା, ଡକାୟତି ଇତ୍ୟାଦି ଦେଖିବା ପାଇଁ ମିଳୁଛି। ହେଲେ ଏସବୁ ବ୍ୟତୀତ ପ୍ରେମ ସମ୍ପର୍କିତ ଖବର ଆନେକ ଦେଖିବା ପାଇଁ ମିଳୁଛି। ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଏଭଳି ଅନେକ ଘଟଣା ଦେଖିବା ପାଇଁ ସମାଜରେ ମିଳୁଛି। ବୋହୂ ଫେରି ଆସିବା ପରେ ଖୁସିରେ ଏମିତି ଗେଲ କଲେ ଶ୍ୱଶୁର। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ବିବାହିତ ମହିଳା ଏମିତି କିଛି କରିଛନ୍ତି ଯାହାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଆଉ ଏବେ ଏହି ଘଟଣା ଟି ଚଂଚଲ୍ୟ ସୃଷ୍ଟି କରିଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ସେହି ଦିନ ଯୁବତୀ ଜଣଙ୍କ ସ୍ୱାମୀ ସହିତ ପରୀକ୍ଷା ଦେବା ପାଇଁ ଯାଇଥିଲେ ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ କାର ରେ ନେଇ ଯାଇଥିଲେ ଯାହାକୁ ନେଇ ସ୍ୱାମୀ କାନ୍ଦି କାନ୍ଦି ଗଡି ଯାଇଥିବାର ଦୃଶ୍ୟ ଭାଇରଲ ହୋଇଥିଲା। ଆଉ ତାହାର ପରବର୍ତ୍ତୀ ସମୟରେ ସେହି ମହିଳା ଙ୍କୁ ବହୁତ ଖୋଜି ଥିଲେ ହେଲେ କେଉଁଠି ବି ମିଳି ନଥିଲା।

ଆଉ ଏବେ ଜାଣିବାକୁ ମିଳିଛି ଯେ ଯୁବତୀ ଜଣଙ୍କ ନିଜ ସ୍ୱାମୀ ପାଖରେ ହଠାତ ଆସି ପହଂଚି ଯାଇଛି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଦୁହେଁ ପ୍ରେମ କରିବା ପରେ ବିବାହ କରିଥିଲେ ଯାହା ଶୁଣିବାକୁ ମିଳିଛି। ଆଉ ଏବେ ତାଙ୍କର ପ୍ରେମିକା କୁ ପୁଣି ଫେରି ପାଇଛି ସ୍ୱାମୀ ଯାହାର ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି। ଆଉ ତାଙ୍କର ପ୍ରେମିକ କୁ ପାଇବା ପରେ ସ୍ତ୍ରୀ ମଧ୍ୟ ଖୁସି ହୋଇ ଯାଇଥିଲେ । ଅନ୍ୟପଟେ ଶଶୁର ମଧ୍ୟ ଘର ର ବୋହୂ କୁ ପାଇବା ପରେ ଖୁସିରେ ଗେଲ ମଧ୍ୟ କରୁଛନ୍ତି ଯାହାର ଭିଡ଼ିଓ ଏବେ ଦେଖିବାକୁ ମିଳିଛି।

ଆଉ ଶଶୁର ଓ ବୋହୂର ଏମିତି ଗେଲ ଓ ଖୁସି ଯାହା ଦେଖିବା ପରେ କେତେ ଦଦୁହିଁଙ୍କ ଭଲ ପାଇବା ତାହା ଜାଣିବାକୁ ମିଳିଛି। ଆଉ ଏଠାରେ ଶଶୁର ମଧ୍ୟ କିଛି କହିଛନ୍ତି ଯେ ଝିଅ ଘର ଲୋକ ଏମିତି କିଛି ଲୁଚେଇ ନେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଯାହା ଏଠାରେ ଜାଣିବାକୁ ମିଳୁଛି। ଆଉ ସେ ତାଙ୍କ ଘର ବିରୋଧ ରେ ଅଭିଯୋଗ ଆଣିବା ସହିତ ସେମାନେ ଉଠେଇ ନେଇଥିବେ ବୋଲି କହିଛନ୍ତି। ଆଉ ସମାଜ ରେ ଏମିତି ସବୁ ଘଟି ଯାଉଛି ତାହା ଏବେ ଜୋର ରେ ଚର୍ଚା ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment