ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ବାର ମାସରେ ତେର ପର୍ବ ପାଳନ କରିଥାଉ, ଓଡ଼ିଆ ମାସ ଅନୁଯାଇ ଏହି ମାଘ ମାସରେ ହିନ୍ଦୁ ଧର୍ମରେ ବସନ୍ତ ପଞ୍ଚମୀ ପାଳନ କରାଯାଏ |ଏହି ବସନ୍ତ ପଞ୍ଚମୀରେ ମାତା ସରସ୍ବତୀଙ୍କ ପୂଜା ଖୁବ ଧୁମ ଧାମରେ ପାଳନ କରାଯାଏ, ମୁଁ ଆଜି ଯେଉଁ ପିଲାମାନେ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି ସେମାନଂକୁ କିଛି ପ୍ରଶ୍ନ ବିଷୟରେ କହିବି |ଯେଉଁ ପ୍ରଶ୍ନ ତାଙ୍କ ଜୀବନ କ୍ଷେତ୍ରରେ ସବୁବେଳେ କାର୍ଯ୍ୟରେ ଆସିଥାଏ, ମୁଁ ଆଜି ଆପଣକୁ ଏହି ପବିତ୍ର ବସନ୍ତ ପଞ୍ଚମୀ ସମ୍ୱନ୍ଧରେ କିଛି ପ୍ରଶ୍ନ କହିବି |ଯାହା ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବହୁତ ସାହାଯ୍ୟ କରିବ, ତେବେ ଆସନ୍ତୁ ଜାଣିବା ଏହି ପରି କିଛି ପ୍ରଶ୍ନ ଗୁଡିକ ବିଷୟରେ |
1-ବସନ୍ତ ପଞ୍ଚମୀ ଦିନ କେଉଁ ଦେବୀଙ୍କୁ ପୂଜା କରାଯାଏ ?
ଉତ୍ତର :-ସରସ୍ବତୀ ପୂଜା
2-କେଉଁ ଦେବୀଙ୍କୁ ଶିକ୍ଷା, ଜ୍ଞାନ, ବୁଦ୍ଧି ଓ ସୁକ୍ଷ୍ମ କଳାର ଦେବି ଭାବରେ ପୂଜା କରାଯାଏ ?
ଉତ୍ତର :-ସ୍ୱରସତୀ ଦେବୀଙ୍କୁ
3-କେଉଁ ଋତୁରେ ମାତା ସ୍ୱରସ୍ବତୀଙ୍କୁ ପୂଜା କରାଯାଏ ?
ଉତ୍ତର :-ବସନ୍ତ ଋତୁ
4-ହିନ୍ଦୁ କେଲେଣ୍ଡାର ଅନୁଯାଇ କେଉଁ ମାସରେ ମାତା ସରସ୍ବତୀଙ୍କ ପୂଜା ପାଳନ କରା ଯାଇଥାଏ ?
ଉତ୍ତର :-ମାଘ ମାସ
5-ଓଡିଆ ମାସ ମାଘ ମାସରେ କେଉଁ ତିଥିରେ ମାତା ସାରସ୍ବତୀଙ୍କ ପୂଜା ପର୍ବ ପାଳନ କରା ଯାଇଥାଏ ?
ଉତ୍ତର :-ପଞ୍ଚମୀ ତିଥିରେ
6-ଦେବୀ ସରସ୍ବତୀ ଙ୍କ ପିତାଙ୍କ ନାମ କଣ ଅଟେ?
ଉତ୍ତର :-ଭଗବାନ ବ୍ରହ୍ମା
7-କେଉଁ ଦେବତା ବସନ୍ତ ପଞ୍ଚମୀରେ ଦେବୀ ସରସ୍ବତୀ ଙ୍କୁ ପୂଜା କରାଯିବ ବୋଲି ଆଦେଶ ଦେଇଥିଲେ ଓ ତାଙ୍କ ଆଦେଶ ଅନୁଯାଇ ତାହା ପୃଥିବୀ ପୃଷ୍ଠାରେ ହୋଇ ଆସୁଛି ?
ଉତ୍ତର :-ଭଗବାନ ଶ୍ରୀ କୃଷ୍ଣ
9-ବସନ୍ତ ପଞ୍ଚମୀ ସମୟରେ ଭାରତରେ କେଉଁ ଭାଗରେ ଗୁଡ଼ି ପତାକା ମହୋତ୍ସବ ପାଳନ କରାଯାଏ ?
ଉତ୍ତର :-ପଞ୍ଜାବ ରାଜ୍ୟରେ
10-ଦେବୀ ସରସ୍ବତୀଙ୍କ ଅନ୍ୟ ନାମ ଗୁଡିକ କଣ ଅଟେ ?
ଉତ୍ତର :-ସାରଦା,ସାବିତ୍ରୀ, ବ୍ରହ୍ମଣୀ, ଭାରଦୀ,ବାଣୀ ଓ ବାଗଦେବୀ
11-ବସନ୍ତ ପଞ୍ଚମୀ କିମ୍ବା ଶ୍ରୀ ପଞ୍ଚମୀ କେଉଁ ହିନ୍ଦୁ ପର୍ବ ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର:-ସରସ୍ବତୀ ପୂଜା ପାଇଁ ପ୍ରସିଦ୍ଧ
12-ମାତା ସରସ୍ବତୀଙ୍କ ଜନ୍ମ କିପରି ହୋଇଥିଲା ?
ଉତ୍ତର :-ବ୍ରହ୍ମାଙ୍କ ପାଟିରୁ
13-ଦେବୀ ସାରସ୍ବତୀଙ୍କୁ କିଏ ବିବାହ କରିଥିଲେ ?
ଉତ୍ତର :-ପିତାମହ ବ୍ରହ୍ମା
14-କେଉଁ ହିନ୍ଦୁ ଦେବତା ତାଙ୍କ ଝିଅଙ୍କୁ ବିବାହ କରିଥିଲେ ?
ଉତ୍ତର :-ପିତାମହ ବ୍ରହ୍ମା
15-ଦେବୀ ସରସ୍ବତୀଙ୍କ ହାତରେ ଥିବା ବାଦ୍ୟ ଯନ୍ତ୍ରର ନାମ କଣ ଅଟେ?
ଉତ୍ତର :-ବୀଣା
16-ବସନ୍ତ ପଞ୍ଚମୀରେ ପାରମ୍ପରିକ ରଙ୍ଗ କଣ ଅଟେ?
ଉତ୍ତର :-ହଳଦୀ ରଙ୍ଗ
17-ସୁଫି ସମ୍ପ୍ରଦାୟ ବସନ୍ତି ପୂଜାକୁ କେଉଁ ପର୍ବ ଭାବରେ ପାଳନ କରିଥାଏ ?
ଉତ୍ତର :-ସୁଫି ବସନ୍ତ ପର୍ବ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।