Odisha News Portal

ସ୍ୱାମୀର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରେ ନାହିଁ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ

ଶିକ୍ଷିତ ଯୁବ ପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ଅତ୍ୟନ୍ତ ଜରୁରୀ ହୋଇଥାଏ କାରଣ ଆପଣ ଯେକୌଣସି କମ୍ପିଟେଟିଭ ପରିକ୍ଷା ଦେବା ପାଇଁ ଗଲେ ସର୍ବ ପ୍ରଥମେ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ଉତ୍ତର ଦେବାକୁ ପଡିଥାଏ । ଏହା ଆମକୁ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାର୍ଯ୍ୟ କରିଥାଏ ସେଥି ପାଇଁ ଆମେ ଜାଣିବା ଆଉ କେତେକ ଅତ୍ୟାବଶ୍ୟକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ବିଶ୍ୱରେ ସବୁଠାରୁ ବଡ ପିମ୍ପୁଡି କେଉଁ ଠାରେ ଦେଖାଯାଆନ୍ତି ?
ଉତ୍ତର – ଆଫ୍ରିକାରେ ।

2 ବିଶ୍ୱରେ ସବୁଠାରୁ ଛୋଟ ଫୁଲର ନାମ କଣ ?
ଉତ୍ତର – ଓଲିପିଆ ।

3 ଉଡାଜାହାଜରେ ବ୍ଲାକ ବକ୍ସ କେବେଠାରୁ ବ୍ୟବହାର କରାଯାଉଛି ?
ଉତ୍ତର – 1960 ମସିହାରେ ।

4 ଭାରତର କେତୋଟି ଜାଗାରେ କୁମ୍ଭମେଳାରେ ଆୟୋଜନ ହୋଇଥାଏ ?
ଉତ୍ତର – 4ଟି ଜାଗାରେ ।

5 କିଏ ସେ ମନ୍ତ୍ର କଲା , ଅମୁହାଁ ଦେଉଳେ ନିର ପଶିଲା , ଏହାର ଅର୍ଥ କଣ ?
ଉତ୍ତର – ନଡିଆ ।

6 ବିଶ୍ୱରେ କେତେ ପ୍ରତିଶତ ଲୋକ ସଂଗୀତକୁ ଘୃଣା କରନ୍ତି ?
ଉତ୍ତର – 5 ପ୍ରତିଶତ ଲୋକ ।

7 କଳା କଳା ତନ୍ତୁ ଗୁଡିଏ , ତା ମୂଳରେ ଜନ୍ତୁ କୋଡିଏ , ଏହାର ଅର୍ଥ କଣ ?
ଉତ୍ତର – ମୁଣ୍ଡ ର ବାଳ ଆଉ ଉକୁଣୀ ।

8 ରେଡକ୍ରସ ର ମୁଖ୍ୟ କାର୍ଯ୍ୟାଳାୟ କେଉଁଠାରେ ଆବସ୍ଥିତ ?
ଉତ୍ତର – ଜେନେଭା ଠାରେ ।

9 ସ୍ୱାମୀର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରେ ନାହିଁ ?
ଉତ୍ତର – ନାମ ।

10 କେଉଁ ଜୀବ ପାଣି ପିଇଲା ପରେ ମରିଯାଏ ?
ଉତ୍ତର – କଙ୍ଗାରୁ ମୂଷା ।

11 କେଉଁ ସାମୁଦ୍ରିକ ଜୀବର ରକ୍ତର ରଙ୍ଗ ନୀଳ ଅଟେ ?
ଉତ୍ତର – ଅକ୍ଟୋପସ ।

12 ବିଶ୍ୱର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?
ଉତ୍ତର – ହମିଙ୍ଗ ବାର୍ଡ ।

13 କେଉଁ ପକ୍ଷୀ ଓଲଟା ଉଡିପାରେ ?
ଉତ୍ତର – ହମିଙ୍ଗ ବାର୍ଡ ।

14 ବିଶ୍ୱର ସବୁଠାରୁ ବଡ ପକ୍ଷୀର ନାମ କଣ ?
ଉତ୍ତର – ଅଷ୍ଟ୍ରିଚ ।

15 ଉଡାଜାହାଜ ର କେତୋଟି ଇଞ୍ଜିନ ଅଛି ?
ଉତ୍ତର – 2 ଟି ।

16 କେଉଁ ପ୍ରାଣୀର ତିନୋଟି ଆଖି ଅଛି ?
ଉତ୍ତର – ଟୁଆଟାରା ।

17 କେଉଁ ପ୍ରାଣୀର ତିନୋଟି ହୃଦୟ ଅଛି ?
ଉତ୍ତର – ଅକ୍ଟୋପସ ।

18 କେଉଁ ପ୍ରାଣୀ ପିଲା ଜନ୍ମ କଲାପରେ ମରିଯାଏ ?
ଉତ୍ତର – କଙ୍କଡାବିଛା ।

19 କେଉଁ ପକ୍ଷୀର ଡେଣା ନାହିଁ ?
ଉତ୍ତର – କିବି ପକ୍ଷୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।