ବିବାହ ଏକ ପବିତ୍ର ଏକ ସମ୍ପର୍କ ହୋଇଥାଏ ଏବଂ ଦୁଇଟି ହୃଦୟର ମିଳନ ମଧ୍ୟ ହୋଇଥାଏ । କିନ୍ତୁ ଏହି ସ୍ୱାମୀ ସ୍ତ୍ରୀ ର ମଧୁର ସମ୍ପର୍କରେ ଛୋଟ ଛୋଟ କଳିଝଗଡା ମଧ୍ୟ ଲାଗି ରହିଥାଏ । ମାତ୍ର ଏହା କ୍ରମଶଃ ବୃଦ୍ଧି ପାଇଲେ ପରିବାରରେ ଅଶାନ୍ତି ବଢିଥାଏ । ଯଦି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ କଳି ଝଗଡା ହେଉଥାଏ , ବା ଅନ୍ୟ କୌଣସି ସମସ୍ୟା ଲାଗି ରହୁଥାଏ ତେବେ ଏହା ବାସ୍ତୁଦୋଷ ଜନିତ ସମସ୍ୟା ହୋଇପାରେ । ଆଜି ଆମେ ଆପଣ ମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା କହିବୁ ଯାହା ଆପଣଙ୍କ ଜୀବନକୁ ସରସ ସୁନ୍ଦର ଗଢିତୋଳିବାରେ ସାହାର୍ଯ୍ୟ କରିବ ।
1. ଟିକି ଟିକି କଥାରେ ଚିଡି ଚିଡା ଲାଗୁଥିଲେ ,ଦିନରେ 5 ଥର ଗୋଡକୁ ଧୋଇଲେ ତାହା କମ ହୋଇଥାଏ ।
2. ସର୍ପ ଦଂଶନ କଲେ ସଙ୍ଗେ ସଙ୍ଗେ 12 ବର୍ଷରୁ ଅଧିକ ହୋଇଥିବା ପୁରୁଷର ପରିସ୍ରା ପିଆଇ ଦିଅନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ସର୍ପର ବିଷ ଶରୀରରୁ ଦୂରିଭୁତ ହୋଇଥାଏ ।
3. ପୁରୁଷର ଡାହାଣହାତ ପାପୁଲି ଓ ନାରୀର ବାମ ହାତ ପାପୁଲି କୁଣ୍ଡେଇହେଲେ ଶୁଭଫଳ ମିଳିଥାଏ ଏବଂ ପୁରୁଷ ମାନଙ୍କର କାନରେ କେଶ ବଢିଲେ ଶୁଭ ହୋଇଥାଏ ।
4. କେବଳ ଠାକୁର ଘର ଛଡା ଅନ୍ୟ ଘରେ ମହାଭାରତ ବହି ବା ମହାଭାରତ ଯୁଦ୍ଧର ଫୋଟ ରଖନ୍ତୁ ନାହିଁ ।
5. ଗଈଖୁରାର ଧୂଳି,ଧାନରଧୂଳି ,ଭଣଜାର ପାଦଧୂଳି ଏବଂ ବ୍ରାହ୍ମଣର ପାଦଧୂଳି ଘରେ ପଡିଲେ ଶୁଭ ହୋଇଥାଏ ।
6. ସୂର୍ଯ୍ୟା ଅସ୍ତପରେ କାହାକୁ କ୍ଷୀର , ହଳଦୀ ଏବଂ ଝାଡୁ ଦିଅନ୍ତୁ ନାହିଁ ।
7. ଧାନ , ମୁଗ , ମାଣ୍ଡିଆ , ଗହମ , ସୋରିଷ , କଳାରାଶି କପ ଏକାଠି କରି କପଡାରେ ବାନ୍ଧି ସବୁ ରୁମରେ ଥୋଇଲେ ଶୁଭଫଳ ମିଳେ ।
8. ରଜସଂକ୍ରାନ୍ତି ଦିନ ଆପଣଙ୍କ ଘରର ଦ୍ୱାର ମୁହଁରେ ହଳଦିଆ ଚିତା ଉପରେ ଏକ ଲାଲ୍ ଚିତା ଆଙ୍କନ୍ତୁ , ଏହା ଏକ ବର୍ଷ ପର୍ଯ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।
9. ଯଦି ଘରେ ଅଶୁଭତ୍ୱ ଦେଖାଦେଉଥାଏ , ରାତିରେ ଶୋଇବା ପୂର୍ବରୁ କିଛି ଲୁଣ ଘରର ଏକ କୋଣରେ ରଖନ୍ତୁ ଏବଂ ସକାଳେ ଅଧୁଆମୁହଁରେ ପାଣିରେ ଭସାଇ ଦିଅନ୍ତୁ । ଘରର ସମସ୍ତ ଅଶୁଭତ୍ୱ ଦୂର ହୋଇଥାଏ ।
10 . କୌଣସି ମଙ୍ଗଳବାର ଦିନ ଭୂଇଁରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ , ଯେପରି ମୁଣ୍ଡରେ ମାଟି ଲାଗିବ । ଏହା କରିବା ଦ୍ୱାରା ଚର୍ମରୋଗ ଦୂର ହୋଇଥାଏ ।
11. ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଚ୍ଛ ବିବାହ ଆଲବମ୍ ରେ ରଖିଲେ ତାହା ଦୂର ହୋଇଥାଏ ।
12 ମାଟି ସୂରେଇରେ ପାଣି ରଖି ତାକୁ ଘରର ଉତ୍ତପ ପୂର୍ବ କୋଣରେ ରଖିଲେ ସମସ୍ତ ବାସ୍ତୁଦୋଷ ସମସ୍ୟା ଦୂର ହୋଇଥାଏ । ଘରେ ସର୍ବଦା ସୁଖ ଶାନ୍ତିର ବାତାବରଣ ଲାଗି ରହିବ ଏବଂ ସମସ୍ତ ଅଶୁଭ ଶକ୍ତିର ବାତାବରଣ ଦୂର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।