ସ୍ୱାମୀର ସ୍କୁଟିରେ ପରୀକ୍ଷା ଦେବାକୁ ଆସିଲେ ,ବଏଫ୍ରେଣ୍ଡ କାରରେ ଫେରାର ହୋଈଗଲେ ସାବିତ୍ରୀ… ଦେଖନ୍ତୁ Live ଭିଡ଼ିଓ

ଆଜିର ଏହି ଦୁନିଆରେ ବିଶ୍ୱାସ ଓ ଭଲ ପାଇବା ଦ୍ୱାରା ମଣିଷ ପରସ୍ପର ମଧ୍ୟ ଥିବା ସମ୍ପର୍କ ର ସୂତା ଖିଅ ଧୀରେ ଧୀରେ ମୋଜବୁତ ହେଇଥାଏ |ଯାହା ଦ୍ୱାରା ସେ ତାର ବାକି ଜୀବନ କୁ ସେମାନଙ୍କ ସହିତ କାଟି ବଞ୍ଚିବା ଚାହାଁନ୍ତି ଯେଉଁମାନଙ୍କ ସହିତ ତାଙ୍କର ଭଲ ପାଇବା ଥାଏ, ଓ ଯେଉଁଠାରେ ବିଶ୍ୱାସ ଓ ଭଲ ପାଇବା ଦେଉଥିବା ଲୋକ ଯଦି ବିଶ୍ୱାସ ଭାଙ୍ଗି ଥାଏ ତାହାଲେ ସେଠାରେ ମଣିଷ ବଞ୍ଚୁ ବଞ୍ଚୁ ମରିଯାଇଥାଏ | ସେଥିପାଇଁ ତୋ କୁହାଯାଏ ପ୍ରେମ ସତ୍ୟ ଓ ଚିରନ୍ତନ, ଏହି ପ୍ରେମ ରେ ଥାଏ କେତେ ମାନ କେତେ ଅଭିମାନ ଏହି ମାନ ଅଭିମାନ ଓ ଭଲ ପାଇବା ଭିତରେ ଭଲ ପାଇ ବିବାହ କରିସରିଥିବା ରାହୁଲ କୁ ସବୁଦିନ ପାଇଁ ପର କରି ଚାଲି ଯାଇଛନ୍ତି ଅନ୍ୟ କାହା ସହିତ |

ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆନ୍ତର୍ଗତ ଧୂଷୁରୀ ଗ୍ରାମରେ ଘଟଣା ଟି ଘଟିଛି ସାବିତ୍ରୀ ବ୍ରତ ର ଠିକ ପରଦିନ ସାବିତ୍ରୀ ବ୍ରତ ରେ ସାବିତ୍ରୀ ହେଇ ସତ୍ୟ ବାନ ଙ୍କୁ ପୂଜକରିଥିଲେ | ହେଲେ ତାପର ଦିନ ପରୀକ୍ଷା ହଲ ରେ ଫେରାର ହେଲେ ଗୋଛାୟତ ପରିବାର ର ବହୁ, ଧୂଷୁରୀ ଗ୍ରାମର ଦେବେନ୍ଦ୍ର ଗୋଛାୟତ ଙ୍କ ପୁଅ ରାହୁଲ ଗୋଛାୟତ 2 ବର୍ଷ ର ଭଲ ପାଇବା ପରେ ସେ ହର ପ୍ରିୟଙ୍କୁ 6 ମାସ ହବ ବିବାହ କରିଥିଲେ | ହେଲେ ବିବାହ ର କିଛି ଦିନ ପରେ ସେ ପଢିବା ପାଇଁ ଜିଦ କରିଥିଲେ ଓ ସେ ଯୁକ୍ତ 3 ରେ ନାମ ଲେଖାଇ ଥିଲେ ପଢ଼ିବାର କିଛି ଦିନ ପରେ ହରୋପ୍ରିୟା ସେ କଲେଜ ର ଜଣକୁ ଭଲ ପାଇ ଯାଇଥିଲେ ଓ ଭଲ ପାଇବା ଏତେ ମାତ୍ର ରେ ବଢି ଯାଇଥିଲା ଯେ ସେ ନିଜର ସ୍ୱାମୀ ଙ୍କୁ ମଧ୍ୟ ଧୀରେ ଧୀରେ ଭୁଲି ସାରିଥିଲେ ଓ ସମୟ ସୁବିଧା ଦେଖି ସେମାନେ ଫେରାର ମଧ୍ୟ ହେଇଯାଇଛି |

ଘଟଣା ଦିନ ସକାଳେ ରାହୁଲ ତାଙ୍କ ସ୍ତ୍ରୀ ଙ୍କୁ ପରୀକ୍ଷା ଦବା ପାଇଁ ନିଜ ଗାଡି ରେ ନେଇଆସିଥିଲେ କଲେଜ କୁ ହେଲେ କିଏ ଜାଣିଥିଲା ବିଶ୍ୱାସ ଭରସା ର ସମ୍ପର୍କ ଏତେ ସହଜରେ ଭାଙ୍ଗିଯିବ ବୋଲି ପରୀକ୍ଷା ହଲ ପରୀକ୍ଷା ଦବା ପାଇଁ ଆସିଥିବା ହରପ୍ରିୟା ତାଙ୍କ ବୟ ଫ୍ରଣ୍ଡ ଙ୍କ ସହିତ ଫେରାର ହେଇଯିବ ବୋଲି | ରାହୁଲ ଙ୍କ ସାମ୍ନା ରେ ହରପ୍ରିୟା ଙ୍କୁ ନେଇଯାଇଥିଲା ତାଙ୍କ ବୟ ଫ୍ରେଣ୍ଡ ହେଲେ ରାହୁଲ କିଛି କରିପାରିନଥିଲା, ହରପ୍ରିୟା ର ବୟ ଫ୍ରେଣ୍ଡ ଏକ କାର ଜୋରିଆ ରେ ହରପ୍ରିୟା ଙ୍କୁ ତାଙ୍କ କଲେଜ ରୁ ନେଇ ପଳେଇ ଯାଇଥିଲ ହେଲେ ରାହୁଲ ତାଙ୍କ ନିଜ ଗାଡି ତାଙ୍କ ପିଛା କରିଥିଲେ ହେଲେ କିଛି ସମୟ ପିଛା କରିବା ପରେ ସେ ଆଉ ସେମାନଙ୍କ ପାଇ ନଥିଲେ|

ଏବେ ସ୍ତ୍ରୀ ଚାଲିଯିବା ଦୁଃଖରେ ରେ ରାହୁଲ ତାଙ୍କର ଫୋଟୋ କୁ ଦେଖି କାନ୍ଦୁଛନ୍ତି ହେଲେ ତାଙ୍କ ପାଖରେ ତାଙ୍କ ହରପ୍ରିୟା ଫେରିବ କି ନାହିଁ ସେ କଥା କିଏ ବା କହିବ |ଏହି ଘଟଣା ର ସତ୍ୟତା କଣ ତାହା ପୋଲିସ ଅନୁଧ୍ୟାନ କରୁଚୁ ତାହାଲେ ଆଗକୁ ଜାଣିବା କଣ ହେଈଛି ବୋଲି ଏହା ଜାଣିବା ପାଇଁ ଆମ ସହିତ ଯୋଡି ରୁହନ୍ତୁ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment