Odisha News Portal

ସ୍ବାମୀଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦିଲେ ସ୍ତ୍ରୀ… ଏହି ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକା ଘଟଣା ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଦୁଃଖରେ ଭସେଇ ଦେଇଛି, ଆଉ ଯେଉଁଠି ସମସ୍ତଙ୍କ ଆଖିରେ ଲୁହ ଜୋକେଇ ହୋଇ ଆସିଛି | ତେବେ ଆଜି ମୁଁ ଯାହା ବିଷୟରେ କହିବା ପାଇଁ ଯାଉଛି ସେ ଆଉ କେହି ନୁହନ୍ତ ସେ ହେଇଛନ୍ତି ଆମ ସନସ୍ତଙ୍କ ର ବେଶ ଜଣା ଶୁଣା ମୁହଁ ଅରବିନ୍ଦ | ଆଉ ଯାହା କୁହାଯାଉଛି କି ଆଜି ହେଉଛି ଅରବିନ୍ଦ ଙ୍କର ମୃତ୍ୟୁ ର ବର୍ଷେ ପୁରିଲା ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ | ଆଉ ଏହି ବାର୍ଷିକୀରେ ଭୋ ଭୋ ହରିକି କାନ୍ଦି ପକାଉଛନ୍ତି ଅରବିନ୍ଦ ଙ୍କ ପତ୍ନୀ ତାଙ୍କର ସ୍ୱାମୀ ଙ୍କ କଥା କୁ ମନେ ପକାଇ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |

ତେବେ ଆମେ ଜାଣିଛୁ କି ସାମ୍ବାଦିକ ମାନେ ମାନେ ଖବର ଗୁଡିକୁ ଲୋକ ମାନଙ୍କ ପାଖକୁ ପହଞ୍ଚାଇବା ପାଇଁ କେବେ କଷ୍ଟ କରିଥାନ୍ତି | ଆଉ ସେହି କଷ୍ଟ କୁ ସେମାନେ ଖାତିରି କରନ୍ତି ନାହିଁ | ଆଉ ଶେଷରେ ନିଜ ପାରିଵାର ପାଇଁ ମଧ୍ୟ ତାଙ୍କର ସମୟ ହୋଇ ନ ଥାଏ | ତେବେ ସେହିଭଳି ଜଣେ ସାମ୍ବାଦିକ ହେଉଛନ୍ତି ଅରବିନ୍ଦ | ଆଉ ଯାହା ଜଣା ପଡିଛି କି ଅରବିନ୍ଦ ଙ୍କ ର ମୃତ୍ୟୁ ର ବର୍ଷେ ପୁରିବାକୁ ଯାଉଛି | ଆଉ ସେହି ଅବସରରେ ତାଙ୍କର ସ୍ମୃତି ଶୋଭା ପାଳିତ ହେଉଛି ବୋଲି ଦେଖିବାକୁ ମିଳିଛି |

ତେବେ ଦୁର୍ଘଟଣା କାରଣ ରୁ ଅରବିନ୍ଦ ଙ୍କ ର ମୃତ୍ୟୁ ହୋଇଥିବା ଘଟଣା କଥା ପ୍ରାୟ ସମସ୍ତେ ଜାଣିଛନ୍ତି | ଆଉ ଯାହା କୁହାଯାଉଛି କି ଅରବିନ୍ଦ ଙ୍କର ମୃତ୍ୟୁ ର ଆଜି ବର୍ଷେ ପୂରିଯାଇଛି | ଆଉ ଓଟିଭି ତରଫରୁ ତାଙ୍କର ମୃତ୍ୟୁ ର ବାର୍ଷିକ ରେ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି | ଆଉ ଯେଉଁ ଶୋଭାକୁ ଅରବିନ୍ଦ ଙ୍କର ପତ୍ନୀ ଙ୍କୁ ମଧ୍ୟ ଡକା ଯାଇଛି | ଆଉ ଯାହା ଜଣା ପଡିଛି କି ସେହି ସଭା ରେ ଅରବିନ୍ଦ ଙ୍କର ପତ୍ନୀ ତାଙ୍କର ସ୍ୱାମୀ ଙ୍କର କଥା କୁ ମନେ ପକାଇ କାନ୍ଦିବାକୁ ଲାଗିଛନ୍ତି | ଆଉ ତାଙ୍କର ସ୍ୱାମୀ ଙ୍କ ବିଷୟରେ ବିଭିନ୍ନ କଥା ମଧ୍ୟ କହିବାକୁ ଲାଗିଛନ୍ତି |

ତେବେ ତାଙ୍କର ସ୍ତ୍ରୀ କହିଥିଲେ କି ଅରବିନ୍ଦ ଘର ଅପେକ୍ଷା ତାଙ୍କର କାମ କୁ ଅଧିକ ଗୁରୁତ୍ୱ ଦେଉଥିଲେ | ଆଉ ଘରେ ତାଙ୍କ ପାଇଁ ସମୟ ନ ଥିଲା | ଆଉ ସେ ସବୁବେଳେ କହୁଥିଲେ କି ପ୍ରଥମେ ଲୋକ ମାନଙ୍କ ର ସୁବିଧା ଅସୁବିଧା ବିଷୟରେ ବୁଝିବା ହେଉଛି ବଡ଼ କାମ | ଆଉ ତାହା ପରେ ପରିବାର, ତେବେ ଏହି ସବୁ କଥା କହି ଅରବିନ୍ଦ ଙ୍କ ସ୍ତ୍ରୀ କାନ୍ଦିବାକୁ ଲାଗିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।