ଦେଖନ୍ତୁ ଭିଡ଼ିଓ – ସ୍ୱାମୀକୁ ପ୍ରେମିକା ସହ ବୁଲୁଥିବାର ଦେଖି ବିଚ୍ ରାସ୍ତାରେ ସ୍ୱାମୀକୁ ଗୋଡାଇ ଗୋଡ଼ାଇ ପିଟିଲା ସ୍ତ୍ରୀ, ଦେଖନ୍ତୁ ଭାଇରାଲ୍ ଭିଡିଓ

ପୁଣିଥରେ ଏକ ଅପ୍ରୀତିକର ଘଟଣାର ଉଦାହରଣ ସାମ୍ନାକୁ ଆସିଲା।ଏକ ନିନ୍ଦନୀୟ ଘଟଣା ର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଲା। ଯାହା ବୟାନ କରୁଚି ଯେ କିପରି ଭାବରେ ଆଜିର ମଣିଷ ନିଜର ନୈତିକତା ସଂଯମତା ହରାଇ ବେଳେବେଳେ ଏମିତି କିଛି କାମ କରୁଛି ଯାହା ଦୁନିଆ ପାଇଁ ଏବଂ ନିଜର ଆଖପାଖ ସମାଜ ପାଇଁ ଆଣୁଛି ଲଜ୍ୟା। ଯେଉଁ ଠାରେ ସମ୍ପର୍କ ଏବଂ ନୈତିକତା ର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ସେହି ଦୃଷ୍ଟିରୁ ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା ଏଭଳି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି। ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ପ୍ରକାରର ଖବର ପ୍ରତିଦିନ ଦେଖିବାକୁ ପାଉଥିବେ।

ଆଉ ଯେଉଁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ସାମ୍ନାକୁ ଆସିଥାଏ।ତେବେ କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏସବୁ ଘଟଣା ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ଘଟିବାର ଲାଗିଛି ଯାହା ମଣିଷକୁ ହୀନ ମାନସିକତା ର ପରିଚୟ ପ୍ରଦାନ କରୁଛି। ତେବେ ସେହିଭଳି ଏକ ଲଜ୍ୟା ଜନକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି ଏହାକୁ ଧିକ୍କାର କରିବେ ଏବଂ ଲଜ୍ୟାବୋଧ କରିବେ।ଏହି ଘଟଣାରେ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଘଟିଛି ଅପ୍ରୀତିକର ଘଟଣା।ଆଉ ପରେ ସ୍ବାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ।

ତେବେ ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ମେରଠର ଗରହ ରୋଡରେ ଥିବା ନନ୍ଦିନୀ ପ୍ଲାଜା ନିକଟରେ।ବିଚ୍ ରାସ୍ତାରେ ଏଠାରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି। ପରସ୍ପର ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି ଏବଂ ଝଗଡ଼ା ତୀବ୍ର ରୂପ ନେଇଛି। ମାର୍ ପିଟ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ।

ତେବେ ଘଟଣା କ୍ରମ ଏମିତି ଥିଲା କି ଜଣେ ବିବାହିତ ପୁରୁଷ ତାର ସ୍ତ୍ରୀ ଥାଇ ମଧ୍ୟ ସେ ଅନ୍ୟ ଯୁବତୀଙ୍କ ସହିତ ବାହାରେ ବୁଲୁଥିଲେ ଏବଂ ସପିଂ ମଧ୍ୟ କରୁଥିଲେ। ଠିକ୍ ଏହି ସମୟରେ ତାଙ୍କର ସ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସ୍ବାମୀ କୁ ଗାଳି କରିବା ସହିତ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ସ୍ତ୍ରୀ ତାଙ୍କ ସ୍ୱାମୀକୁ ସମସ୍ତଙ୍କ ସାମ୍ନାରେ ପିଟିଥିଲେ।

ଆଉ ଏହି ସମୟରେ ଯୁବତୀ ଜଣଙ୍କ ସୁଯୋଗ ଦେଖି ସେଠାରୁ ପଳାଇ ଯାଇଥିଲେ।ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଦୋଷ ଦେବାରେ ଲାଗିଥିଲେ ଏବଂ ପରସ୍ପର ଉପରକୁ ଆଙ୍ଗୁଳି ଉଠାଇଥିଲେ। ସେଠାରେ ଏକ ଅପ୍ରୀତିକର ବାତାବରଣ ସୃଷ୍ଟି ହେବାରୁ ପୋଲିସ୍ ଆସି ସେମାନଙ୍କୁ ସେଠାରୁ ଥାନାକୁ ନେଇଛି। ତେବେ ଥାନାରେ ଉଭୟ ଉଭୟଙ୍କ ନାମରେ ଅଭିଯୋଗ କରିଛନ୍ତି।

ଏହି ଘଟଣାର ଭିଡିଓ କ୍ୟାମେରା ରେ ରେକର୍ଡ ହେବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment