Odisha News Portal

ସ୍ୱାମୀ ଛୁଆଙ୍କୁ ଛାଡି, ପର ପୁରୁଷ ସହ ଛୁ ମାରିଥିଲା ଆଉ ତା ପରେ ସେହି ପ୍ରେମିକ ଦେଲା ଧୋକା… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ଆଉ ଏବେ ସେହି ପରି ପୁଣି ଏକ ପ୍ରେମ ଜଣେ କେଇ ଧୋକା ଖାଇଛନ୍ତି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଆଉ ଜଣେ ମହିଳା ଙ୍କ ସହିତ ଏମିତି କିଛି ସେହି ଯୁବକ କରିଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେବେ। ପୁଣି ଏବେ ପ୍ରେମ କୁ ଘଟଣା ସାରା ଓଡିଶା ରେ ଚହଳ ସୃଷ୍ଟି କରିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ କରୁଛି । ଏଠାରେ ଜଣେ ମହିଳା ଙ୍କର ପ୍ରେମ ହେବା ପରେ ତାଙ୍କ ସହିତ ଏମିତି କିଛି ହୋଇଛି ଯାହା ପାଇଁ ସେ ରାଜ ରାସ୍ତାକୁ ଆସିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି।

ଆଉ ସେହି ମହିଳା ଜଣଙ୍କ ସହିତ ପ୍ରେମ ହେବା ପରେ ପ୍ରେମିକା ତାଙ୍କୁ ଧୋକା ଦେଇଥିବା ନେଇ ଏବେ ଅଭିଯୋଗ ଆଣିଛନ୍ତି ସେହି ମହିଳା ଜଣଙ୍କ ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ ସେହି ମହିଳା ଜଣଙ୍କ ସହିତ ଯାହା ବି କିଛି ଘଟି ଯାଇଛି ତାହା ଏବେ ଦେଖିବା ପରେ ଆପଣ ମାନେ ମୁଣ୍ଡରେ ହାତ ଦେବେ। ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳି ଥିବା ମହିଳା ଜଣଙ୍କ ହୋଇଛନ୍ତି ଯେ କାନେ ବିବାହିତ ମହିଳା।ଯାହାର ସ୍ୱାମୀ ଓ ଛୁଆ ମଧ୍ୟ ଗୋଟିଏ ଅଛନ୍ତି ହେଲେ ସେ ଏମିତି କିଛି କରି ଦେଇଥିଲେ ଯାହା ର ପରବର୍ତ୍ତୀ ସମୟର ଘଟଣା ତାହା ସୋସିଆଲ ମିଡ଼ିଆରେ ସମ୍ନାକୁ ଆସିଛି।

ଆଉ ସେହି ମହିଳା ଜଣଙ୍କ କିଛି ବର୍ଷ ତଳେ ବିବାହ କରିଥିଲେ ହେଲେ ପରବର୍ତ୍ତୀ ସମୟରେ ଆଉ ଜଣଙ୍କ ସହିତ ପ୍ରେମ ହୋଇଗଲା ଯାହା ପାଇଁ ନିଜର ସ୍ୱାମୀ ଓ ଛୁଆ ଛାଡିକି ପଳେଇ ଆସିଥିବା ନେଇ ଏଠାରେ ସେ କହିଛନ୍ତି। ଆଉ ମଧ୍ୟସେହି ମହିଳା ଜଣଙ୍କ କହୁଛନ୍ତି ଯେ ସେ ତାଙ୍କର ପ୍ରେମ ହେବାପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ମଧ୍ୟ ଏଠାରେ ଶୁଣିବାକୁ ମିଳିଛି ଯାହା ସବୁ ଭିଡ଼ିଓ ରେ ଦେଖିବାକୁ ମିଳିଛି। ଆଉ ତାଙ୍କର ମଧ୍ୟ ଥରେ ଗର୍ଭସ୍ଥଳୀ ନଷ୍ଟ କରିଛନ୍ତି ଯାହା ଏଠାରେ ସେହି ମହିଳା ଜଣଙ୍କ କହିଥିବାର ଦୃଶ୍ୟ ସମ୍ନାକୁ ଆସିଛି।

ଏହି ଠାରେ ଜଣେ ମହିଳା ବିବାହ ପରେ ଆଉ ଜଣଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ ହେଲେ ସେହି ଯୁବକ ଜଣଙ୍କ ତାଙ୍କୁ ଧୋକା ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏବେ ସେହି ଘଟଣା ଟି ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛି। ଆଉ ସେହି ଯୁବକ ଟି ଏମିତି କିଛି କରି ଯାହା ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସମ୍ପୂର୍କ୍ତ ମହିଳା ଜଣଙ୍କ। ସେହିଠାରେ ଛିଡା ହୋଇ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ନେଇ ଧମକ ମଧ୍ୟ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।