Odisha News Portal

ଦେଖନ୍ତୁ Viral ଭିଡ଼ିଓ : ସ୍ୱାମୀ ନିଛାଟିଆ ରେ କରୁଥିଲା ରାସଲୀଳା, ଆଉ ଠିକ ସମୟରେ ପହଞ୍ଚିଗଲା ସ୍ତ୍ରୀ, ଆଉ ତା’ ପରେ…..

ବର୍ତ୍ତମାନର ସଭ୍ୟ ସମାଜରେ ଲୋକ ମାନେ ସମ୍ପକ ର ମୂଲ୍ୟ ବୁଝୁ ନାହାନ୍ତି । ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଅବୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ଆଜି କାଲିର ଲୋକେ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ କେଉଁଠି ଭାଉଜ ଦିଅର, ଶାଳୀ ଭିଣେଇ, ଶାଶୁ ଜୁଆଁଇ, ଶଶୁର ବହୁ, ଭାଇ ଭଉଣୀ ଭଳି ଅବୈଧ ସମ୍ପର୍କ ଦେଖିବା ପାଇଁ ମିଳିଥାଏ। ଏହା ବ୍ୟତୀତ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ମହିଳା ସହିତ ସମ୍ପର୍କ ରଖିବା ବର୍ତ୍ତମାନ ସମୟରେ ଏକ ସାଧରଣ କଥା ହୋଇ ଗଲାଣି ତେବେ ଆମ ସମାଜରେ ଏହି ଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନ ର ସୋସିଆଲ ମିଡିଆ ଯୁଗରେ ଏଭଳି ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ପାଇଥାଉ।

ତେବେ ବନ୍ଧୁଗଣ ଏଭଳି କିଛି ଘଟଣା ବର୍ତମାନ ସମୟରେ ଦେଖିବା ପାଇଁ ମିଳିଛି, ଯାହାକି ଜଣେ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ଜଣେ ମହିଳା ସହିତ ସମ୍ପର୍କ ରଖିଥିବା ଦେଖି ଲୋକେ ପୋଲିସ ରେ ଦେଇଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଏହି ଘଟଣା ଟି ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପରେ ଆଶ୍ଚୟ୍ଯ ଚକିତ ହୋଇ ଯିବେ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ;

ତେବେ ଏଭଳି ଏକ ଘଟଣାଟି ଘଟିଛି କଟକ ସାଲେପୁର ନିଶ୍ଚିନ୍ତ କୋଇଲୀ ରୁ ଅଞ୍ଚଳରେ, ଯାହାକି ଜଣେ ଯୁବକ ନିଜ ସ୍ତ୍ରୀ ଘରେ ଥିବା ବେଳେ ସେ ଅନ୍ୟ ଜଣେ ଯୁବତୀ ସହ ସମ୍ପର୍କ ରଖିଥିବା ଦେଖି, ସେଠାରେ କିଛି ଲୋକ ତାଙ୍କୁ ପୋଲିସ କୁ ହସ୍ତାନ୍ତର କରିଥିଲେ। ତେବେ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ତାଙ୍କ ନାମ ଗଗନ। ତେବେ ସେ ଯୁବକ ଜଣଙ୍କର ନିଜର ସ୍ତ୍ରୀ ଥିବା ସତ୍ତ୍ୱେ ସେ ଅନ୍ୟ ଯୁବତୀ ସହ ସମ୍ପର୍କ ରଖିଥିବା ବିଷୟରେ ପଚାରିବାରୁ, ସେ କହିଥିଲେ ଯେ ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ , ସେ ଜବରଦସ୍ତି ତାଙ୍କୁ ବିବାହ କରିଛନ୍ତି। ଏବଂ ତାଙ୍କ ବାପା ମାଆ ଙ୍କୁ ଖାଇବା ପିଇବା ପାଇଁ ଦିଅନ୍ତି ନାହିଁ , ତାଙ୍କୁ ମଧ୍ୟ ମାରନ୍ତି, ତେଣୁ ସେ ନିଜ ସ୍ତ୍ରୀକୁ ଡିଭର୍ସ ଦେଇଥିବା କଥା ସେ ମିଡ଼ିଆ ସାମନାରେ କହିଛନ୍ତି।

ତେବେ ଏପଟେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପ୍ରତିକ୍ରିୟା ଅନୁସାରେ ସେ ତାଙ୍କୁ ଡିଭର୍ସ ଦେଇ ନାହାନ୍ତି। ତାଙ୍କୁ ଗଗନ ନଟାରିରେ ବିବାହ କରିଥିଲେ। ତାଙ୍କ କହିବା କଥା ଯେ, ସେ ତାଙ୍କ ଅନୁପସ୍ଥିତି ରେ ଅନ୍ୟ ଜଣେ ଯୁବତୀ ସହ ପ୍ରେମ ସମ୍ପର୍କ ରଖିଛନ୍ତି। ଏପଟେ ତାଙ୍କ ପ୍ରେମିକା ଙ୍କ କହିବା କଥା , ସେ ତାଙ୍କ ପ୍ରଥମ ସ୍ତ୍ରୀ ଥିବା ବିଷୟରେ ଆଗରୁ ଜାଣି ନାହାନ୍ତି। ଯାହାକି ସେ ମିଡିଆରେ ନିଜର ପ୍ରତିକ୍ରିୟା ରଖିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।