Odisha News Portal

ଦେଖନ୍ତୁ ଭିଡ଼ିଓ – ସୁଟିଙ୍ଗ ସେଟ ରୁ ଭାଇରାଲ୍ ହେଲା ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ଙ୍କ ଭିଡ଼ିଓ ଦେଖନ୍ତୁ

ସୁଟିଂ ସେଟ୍ ରୁ ଲାଇଭ ଆସିଲେ ଓଡ଼ିଶାର ବେଷ୍ଟ୍ ଡ୍ରାମେବାଜ୍ ରିଏଲିଟି ଶୋ ର ହୋଷ୍ଟ୍ କରୁଥିବା ଗୁନଗୁନ ଏବଂ ତାଙ୍କ ସହିତ ଏହି ଶୋ ର ଥିବା ଜଜ୍ ମାନେ। ଯେଉଁ ମାନଙ୍କ ସହିତ ଆପଣ ବେଶ୍ ପରିଚିତ। ଏଥିରେ ଜଜ୍ ରହିଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ ସମସ୍ତଙ୍କର ପ୍ରିୟ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଯିଏକି ତାଙ୍କର ମିଠା କଥା ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ସବୁବେଳେ ଲୋକ ମାନଙ୍କ ର ପ୍ରଥମ ପସନ୍ଦ ପାଲଟି ଅଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ଏଭଳି ଜଣେ କଳାକାର ଓଡ଼ିଆ ସିନେମା ଜଗତ ପାଇଁ ଗର୍ବ ଏବଂ ଗୌରବ ର ପ୍ରତୀକ ଅଟନ୍ତି। ଯାହାଙ୍କର ରହିଛନ୍ତି ଅଗଣତି ପ୍ରଶଂସକ।

ଦୀର୍ଘଦିନ ଧରି ସେ ତାଙ୍କର ହସ ହସ ମୁଖ ସାଙ୍ଗକୁ ଦମଦାର ଅଭିନୟ ସହିତ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ବେଶ୍ ପରିଚିତ। ଆଉ ତାଙ୍କର ଏହି ଭଳି ଗୁଣ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ହକ୍ ଦାର କରିଛି। ଆଉ ସେଥିପାଇଁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ପାଗଳ।ସେ ଦେଖିବାକୁ ଯେତିକି ହାଣ୍ଡ୍ସମ ଅଭିନୟ ମଧ୍ୟ ତାଙ୍କର ସେତିକି ଦମଦାର। ଅନେକ ଘଟଣାକୁ ନେଇ ସେ ବହୁତ୍ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।ଆପଣ ତ ଜାଣିଛନ୍ତି କେବଳ ଅଭିନୟ ପାଇଁ ନୁହଁ ବରଂ ନିଜର ମାନବିକତା, ଉଦାରତା ଏବଂ ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ଅଧିକ ପରିଚିତ।

ଓଡ଼ିଶାର ଅନେକ ପ୍ରଶଂସକ ତାଙ୍କୁ ଅନୁସରଣ କରିଥାନ୍ତି। ତାଙ୍କର ମଜା ମସ୍ତି ମଧ୍ୟ ଟିକିଏ ନିଆରା।କିନ୍ତୁ ସେ ସୋସିଆଲ ମିଡ଼ିଆରେ ବହୁତ୍ କମ୍ ଆକ୍ତିଭ ଥିବା ଦେଖିବାକୁ ମିଳେ। ସେହିପରି ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ଏଲିନା ଯିଏକି ଏହି ଶୋ ରେ ଯଜ୍ ରହିଛନ୍ତି। ତାଙ୍କ ସହ ବବି ମିଶ୍ର ଯିଏକି ଦୀର୍ଘ ଦିନ ଧରି ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଆସୁ ଛନ୍ତି ଦର୍ଶକଙ୍କ ମନରେ ସେ ମଧ୍ୟ ଓଡ଼ିଶାର ବେଷ୍ଟ ଡ୍ରାମେବାଜ୍ ରେ ଜଜ୍ ରହିଛନ୍ତି।ତେବେ ଅଭିନେତ୍ରୀ ଏଲିନା ମଧ୍ୟ ଏହି ଶୋ ର ଅନ୍ୟ ଏକ ଜଜ୍ ରହିଛନ୍ତି। ସମସ୍ତେ ଏଇ ଶୋ କୁ ବହୁତ୍ ଉପଭୋଗ କରୁଛନ୍ତି।

ଏହି ଶୋ ର ଗ୍ରାଣ୍ଡ ଫାଇନାଲ ସୁଟିଂ ଚାଲିଥିବା ବେଳେ ଗୁନଗୁଣ ଲାଇଭ ଆସିବା ସହିତ ସମସ୍ତ ଜଜ ମାନଙ୍କୁ ଦର୍ଶକ ମାନଙ୍କୁ ଦେଖାଇଛନ୍ତି।ସମସ୍ତେ ଏମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।ଏହି ଶୋ କୁ ଦେଖିବା ପାଇଁ ମଧ୍ୟ ସେ ସମସ୍ତଙ୍କୁ କହିଛନ୍ତି। ଛୋଟ ପିଲା ମାନେ ଏଥିରେ ତାଙ୍କର ଦମଦାର ଅଭିନୟ କରିଛନ୍ତି।ଏହି ଶୋ ର ଗ୍ରାଣ୍ଡ ଫାଇନାଲ ସୁଟିଂ ଏବେ ଚାଲିଥିବା ବେଳେ ଏହାର ଟେଲି କାଷ୍ଟ୍ ଟିଭି ରେ ଏପ୍ରିଲ୍ ୪ ତାରିଖରେ ହେବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।